ଭାରତ ଏକ ଏପରି ଦେଶ ଯେଉଁଠାରେ ଅନେକ ଐତିହାସିକ ଓ ସଂସ୍କୃତି ରହିଛି I ଭାରତ ଦେଶ ର ବିଶାଳତା କୁ ନେଇ ଏହା ଅନେକ ଲୋକପ୍ରିୟ ଅଟେ I ତେବେ ଆମ ଦେଶ ରେ ଅନେକ ବଡ଼ ବଡ଼ ହୋଟେଲ ମଧ୍ୟ ରହିଛି I ଆଜି ଆମେ ଭାରତ ର 5 ଗୋଟି ଦାମୀ ହୋଟେଲ ବିଷୟ ରେ କହିବା କୁ ଯାଉଛେ I
5. ଓବିରୟ ଅମାରବିଳାସ (ଆଗ୍ରା)
ଏହା ଭାରତ ର ପଞ୍ଚମ ଦାମୀ ହୋଟେଲ ଅଟେ I ଏଠାରେ ଏକ ରାତି ରହିବା କୁ ହେଲେ ଆପଣ ଙ୍କୁ 2.50 ଲକ୍ଷ ଟଙ୍କା ଦେବାକୁ ହେଇଥାଏ I ଏହି ହୋଟେଲ ରେ ତାଜମହଲ ର ସୁନ୍ଦରତା ଦେଖିପାରିବେ I ଏହା ତାଜମହଲ ରୁ ମାତ୍ର 600 ମିଟର ଦୂର ରେ ରହିଛି I
4.ଓବରୟ ହୋଟେଲ (ମୁମ୍ବାଇ)
ଭାରତ ର ଚତୁର୍ଥ ଦାମୀ ହୋଟେଲ ହେଉଛି ଏହି ଓବରୟ ହୋଟେଲ (ମୁମ୍ବାଇ) I ଏଠାରେ ଏହି ଏକ ରାତି ରହିବା କୁ 3 ଲକ୍ଷ ଟଙ୍କା ଦେବାକୁ ହେଇଥାଏ I ଏହା ମହାରାଷ୍ଟ୍ର ର ରାଜଧାନୀ ମୁମ୍ବାଇ ରେ ରହିଛି I
3.ଓବରୟ ଉଦ୍ୟାଵିଲାସ (ଉଦୟପୁର)
ଓବରୟ ଉଦ୍ୟାଵିଲାସ (ଉଦୟପୁର) ଭାରତ ର ତୃତୀୟ ବଡ଼ ହୋଟେଲ ଅଟେ I ଏହା ରାଜସ୍ତାନ ରେ ଉଦୟପୁର ରେ ରହିଛି I ଏହି ହୋଟେଲ ରେ ଏକ ରାତି ରେ ରହିବା କୁ ପ୍ରାୟ 5 ଲକ୍ଷ ଟଙ୍କା ଦେବାକୁ ହେଇଥାଏ I ଏହା କୋହିନୁର ସୁଟ ନାମ ରେ ପରିଚିତ ଅଟେ I
2.ଲୀଳା ପେଲେସ କେମ୍ପଇସ୍କ (ଦିଲ୍ଲୀ)
ଭାରତ ର ଦ୍ୱିତୀୟ ବଡ଼ ହୋଟେଲ ଲୀଳା ପେଲେସ କେମ୍ପଇସ୍କ (ଦିଲ୍ଲୀ) ଅଟେ I ଏହି ହୋଟେଲ ରେ ଏକ ରାତି ପାଁଇ 5 ଲକ୍ଷ ଟଙ୍କା ଦେବାକୁ ହେଇଥାଏ I ଏହି ହୋଟେଲ ନିର୍ମାଣ ରେ 18 ବିଲିୟନ ଡଲାର ର ଖର୍ଚ୍ଚ ହେଇଥାଏ I ଏହା ଭାରତ ର ରାଜଧାନୀ ଦିଲ୍ଲୀ ରେ ରହିଛି I
1.ତାଜ ଲେକ ପେଲେସ (ଉଦୟପୁର)
ଏହା ଭାରତ ର ସବୁଠାରୁ ଦାମୀ ହୋଟେଲ ଅଟେ I ଏହା ରାଜସ୍ତାନ ର ଉଦୟପୁର ରେ ରହିଛି I ଏହି ହୋଟେଲ ରେ ଏକ ରାତି ରହିବା କୁ ଆପଣ ଙ୍କୁ 7.50 ଲକ୍ଷ ଟଙ୍କା ଦେବାକୁ ହେଇଥାଏ I ଏହା ଦୁନିଆ ର ସବୁଠାରୁ ସାହି ହୋଟେଲ ଅଟେ I