ଏହି ବରିଷ୍ଠ ଖେଳାଳି ରୋହିତ ଶର୍ମାଙ୍କୁ ଦେଲେ ଝଟକା, କହିଲେ- ରୋହିତ ଶର୍ମା ବହୁତ ଲୋଭି ସେଥି ପାଇଁ ….

ଭାରତୀୟ କ୍ରିକେଟ ଟିମ ବର୍ତମାନ ସମୟ ରେ ନ୍ୟୁଜଲାଣ୍ଡ ଗସ୍ତ ରେ ରହିଛି I ଟିମ ଇଣ୍ଡିଆ ପଞ୍ଚମ ମ୍ୟାଚ ର ଟି 20 ଇଣ୍ଟେର୍ନେଟ ସିରିଜ ରେ 5-0 ରେ କଳିଂସ୍ୱିପ କରିଛି I ବୁଧବାର 5 ଫ୍ରେବୁଆରି ରୁ ତିନି ମ୍ୟାଚ ର ୱାନଡେ ଇଣ୍ଟେରନେଶନାଲ ସିରିଜ ର ଖେଳ ଆରମ୍ଭ ହେବ I ୱାନଡେ ସିରିଜ ପରେ ମ୍ୟାଚ ର ଟେଷ୍ଟ ସିରିଜ ମଧ୍ୟ ଖେଳା ଯିବ I ଟି 20 ଇଣ୍ଟରନ୍ୟାଶନାଲ ସିରିଜ ରେ ବିଜୟ ହେବା ପରେ ଭାରତୀୟ ଟିମ କୁ ଏକ ବଡ଼ ଝଟକା ଲାଗିଛି I ଟିମ ଇଣ୍ଡିଆ ର ଉପ ଅଧିନାୟକ ରୋହିତ ଶର୍ମା ୱାନଡେ ଓ ଟେଷ୍ଟ ସିରିଜ ରୁ ବାହାର ହେବେ I

ଅଜୟ ଜାଡେଜା କ୍ରିକବଜ ରେ ଦେଇଥିବା ଇଣ୍ଟରଭିୟୁ ରେ କହିଛନ୍ତି ରୋହିତ ଶର୍ମା ଯେତେବେଳେ ବ୍ୟାଟିଂ କରୁଥିଲେ ସେତେବେଳେ ତାଙ୍କ ର ଶାରୀରିକ ପୀଡା ଟିକେ ଟିକେ ଆରମ୍ଭ ହେଇଥିଲା I କିନ୍ତୁ ସେହି ସମୟ ରେ ରୋହିତ ଶର୍ମା ବିଶ୍ରାମ ନେବା ପରିବର୍ତେ ଆହୁରି ଅଧିକ ରନ କରିବା ଲୋଭ ରେ ମୈଦାନ ରେ ଖେଳିଥିଲେ I ଗୋଡ଼ ର ମାଂସପେଶୀ ରେ ଯନ୍ତ୍ରଣା ଠିକ ହେବାକୁ 2-3 ସପ୍ତାହ ସମୟ ଲାଗିଥାଏ I ମୋତେ ଏହି କଥା କୁ ନେଇ ଆଶ୍ଚଯ୍ୟ ଲାଗୁଚି କି ରୋହିତ ଶର୍ମା ଜଣିକି ମଧ୍ୟ କିପରି ମୈଦାନ ରେ ଅଧିକ ସମୟ ଖେଳିଥିଲେ ଯାହା ଦ୍ୱାରା କି ତାଙ୍କ ର ଯନ୍ତ୍ରଣା ଅଧିକ ବଢି ଯାଇଥିଲା I

ଏଥିରୁ ତ ସ୍ପଷ୍ଟ ପ୍ରମାଣିତ ହେଇଚି କି ରୋହିତ ଶର୍ମା ଜଣେ ଲୋଭି ବ୍ୟକ୍ତି ଅଟନ୍ତି I ଅଜୟ ଜାଡେଜା ଏହା ମଧ୍ୟ କହିଛନ୍ତି ରୋହିତ ଙ୍କ ର ଏହି ଭୁଲ କୁ ନେଇ ପୁରା ଟିମ ବର୍ତମାନ ହଇରାଣ ହେଉଛି I ବିଗତ ଦେଢ଼ ବର୍ଷ ହେବ ରୋହିତ ଶର୍ମା ଙ୍କ ର ଆକ୍ରମକ ଖେଳ ପ୍ରଦର୍ଶନ କୁ ନେଇ ସବୁ ଲୋକେ ବେଶ ଆଶ୍ଚଯ୍ୟ ଅଟନ୍ତି I ଅଜୟ ଜାଡେଜା ଏହା ମଧ୍ୟ କହିଛନ୍ତି କି ରୋହିତ ଶର୍ମା ଟେଷ୍ଟ ଓ ୱାନଡେ କ୍ରିକେଟ ରୁ ବାହାର ହେଇ ସବୁ ଦର୍ଶକ ଙ୍କୁ ନିରାଶ କରିଛନ୍ତି I ସେ ଜଣେ ସିରିଅର ଖେଳାଳି କିନ୍ତୁ ତାଙ୍କ ର ଅବହେଳିତ ମନୋଭାବ କାରଣ ରୁ ଆଜି ପୁରା ଟିମ ହଇରାଣ ହେବାକୁ ଯାଉଛି I

ଦୁଇଟି ବଲ ଆଉ ଖେଳିବା ପାଁଇ ବର୍ତମାନ 2 ମାସ ବିରତି ନେବେ I ବିଗତ ଦେଢ଼ ବର୍ଷ ହେବ ରୋହିତ ଶର୍ମା ଙ୍କ ର ଫର୍ମ ଭଲ ରହିଛି I ଟେଷ୍ଟ ମ୍ୟାଚ ରେ ଏଥର ରୋହିତ ଶର୍ମା ଙ୍କ ର ଖେଳିବା ର ଥିଲା କିନ୍ତୁ ନିଜର ସାମାନ୍ୟ ଭୁଲ ପାଁଇ ବର୍ତମାନ ଆଗାମୀ ଦୁଇଟି ସିରିଜ ରୁ ମଧ୍ୟ ରୋହିତ ଶର୍ମା ବାଦ ପଡିଛନ୍ତି I ଜୋଶ ରେ ରହି ନିଜ ର ବୁଦ୍ଧି ର ପ୍ରୟୋଗ ନ କରିଲେ ଏପରି ସମସ୍ୟା ଦେଇ ଗତି କରିବା କୁ ହେଇଥାଏ I