ଏହି ଗୋଟେ କାରଣ ପାଁଇ WWE ଖେଳୁ ନାହାଁନ୍ତି ଗ୍ରେଟ ଖାଲି; ଜାଣିଲେ ଆପଣ ମଧ୍ୟ ଗର୍ବ ଅନୁଭବ କରିବେ

ଗ୍ରେଟ ଖାଲି ଆଉ ଭବିଷ୍ୟତ ରେ WWE ରେ ଫାଇଟ କରିବାକୁ ଯିବେ ନାହିଁ ବୋଲି ତାଙ୍କ ଦର୍ଶକଙ୍କୁ ଜଣାଇ ଦେଇଛନ୍ତି I ଏବଂ ବିଗତ ମଧ୍ୟ ହଲିଉଡ଼ ରେ କାମ କରିବା ପାଁଇ ଅନେକ ଅଫର କୁ ମନା କରିଦେଇଥିଲେ I ଖଲି ଏହି ସବୁ କଥାର ଖଲାସ ବିଗତ ଜିମ ର ଓପେନିଙ୍ଗ ସମୟରେ କହିଥିଲେ I

ଖଲୀ ଙ୍କ କହିବା ଅନୁସାରେ WWE ର ଟ୍ରେନିଂ ପାଁଇ ଭାରତ ରେ କୌଣସି ପ୍ରକାରର ବ୍ୟବସ୍ତା ରହିନାହିଁ ଯାହା ଫଳରେ କି ଅନେକ ଲୋକ ତାଙ୍କ ର କୁସ୍ତି କୌଶଳ ତାକୁ ପ୍ରଦର୍ଶନ କରିପାରୁନାହାନ୍ତି I ଏବଂ ସେ ଏହି ଟ୍ରେନିଂ ସେଣ୍ଟର ରେ 250 ଜଣ ରେସଲରସ ଙ୍କୁ ଟ୍ରେନିଂ ଦେବେ I

ଖାଲି ଏହା ମଧ୍ୟ କହିଲେ କି ଭାରତରେ ଅଟେ ପଇସା ଵାଲା ରେସଲରସ ନାହାନ୍ତି କି ସେମାନେ ବିଦେଶ ଯାଇ WWE ପାଁଇ ଟ୍ରେନିଂ ନେବେ I ଏବଂ ରେସଲସର ଙ୍କ ଏହି ସ୍ୱପ୍ନ ପୁରାଣ କରିବା ପାଁଇ ସେ ଜଳନ୍ଧର ରେ ତାଙ୍କ ନିଜର ଏକ ଏକାଡେମୀ ଖୋଲିଛନ୍ତି I

ତାଙ୍କ ଠାରୁ ଟ୍ରେନ ହେଇ ଜଣେ ରେସଲରସ କବିତା (ହାଡ଼ କେଡ଼ି) WWE ରେ ଯାଇଥିଲେ I ଏବଂ ସେ ତାଙ୍କୁ ରେସଲରସ ରେ ଦେଖି ବହୁତ ଖୁସି ହେଇଥିଲେ ମଧ୍ୟ I