ଆପଣଙ୍କ ଆଖ ପାଖରେ ଆତ୍ମା ଅଛନ୍ତି କି ନାହିଁ ଏହି ୧୩ଟି ଜିନିଷ ଦେଇଥାଏ ସଙ୍କେତ, ଆପଣ ଏପରି ଜାଣି ପାରିବେ !

ଭୁତ ପ୍ରେତ , ଆତ୍ମା ପରି ଆଜିକା ସମୟ ରେ କିଛି ରହିଛି ବୋଲି ଅନେକ ଲୋକେ ବିଶ୍ୱାସ କରନ୍ତି ନାହିଁ I ଯଦି ଆପଣ ଭଗବାନ ଙ୍କୁ ବିଶ୍ୱାସ କରନ୍ତି ତେବେ ଆତ୍ମା ଉପରେ ମଧ୍ୟ ବିଶ୍ୱାସ କରିବା ଜରୁରୀ ଅଟେ I ସଂସାର ରେ ଭଲ ଶକ୍ତି ରହିଛି ଓ ଖରାପ ଶକ୍ତି ମଧ୍ୟ ରହିଛି I ତେବେ ଆତ୍ମା ଯଦି ଆପଣ ଙ୍କ ପାଖ ରେ ରହିଛି ଏପରି କିଛି ସଂକେତ ରୁ ଆପଣ ଏହା ର ଅନୁମାନ କରିପାରିବେ I

1.ଲାଇଟ ବଲ ଆପେ ଆପେ ଲିଭିବା ଓ ଜଳିବା
ଆଧ୍ୟାତ୍ମିକ ଗୁରୁ ଙ୍କ ଅନୁସାରେ ଆତ୍ମା ବିଜୁଳି କୁ କଣ୍ଟ୍ରୋଲ କରିଥାନ୍ତି I ତେଣୁ ଲାଇଟ ବଲ ଆପେ ଆପେ ଲିଭିବା ଓ ଜଳିବା ଆଦି ରୁ ଆପଣ ଅନୁମାନ କରିପାରିବେ ଆପଣ ଙ୍କ ପାଖ ରେ ଆତ୍ମା ରହିଛନ୍ତି I

2.ଏକ ସମୟ ରେ ବାରମ୍ବାର ଘଣ୍ଟା ରହିଯିବା
ଯଦି କୌଣସି ଘଣ୍ଟା ରେ ନୂଆ ବ୍ୟାଟେରୀ ପକାଇ ମଧ୍ୟ ଆପଣ ଙ୍କ ର ଘଣ୍ଟା .ଏକ ସମୟ ରେ ବାରମ୍ବାର ଘଣ୍ଟା ରହିଯିବା ପରି ଘଟଣା ଘଟେ , ତେବେ ମଧ୍ୟ ଜାଣିବେ କି ଆପଣ ଙ୍କ ପାଖ ରେ ଆତ୍ମା ରହିଛନ୍ତି I

3.ଅଜିବ ଶବ୍ଦ
ଯଦି ଆପଣ ଙ୍କ ର କାନ କୁ କିଛି ଅଜିବ ଶବ୍ଦ ଶୁଣାଯାଇଥାଏ ଯେପରି କେହି କାନ୍ଦିବା ର , କେହି ଡାକିବା ର ଓ କୌଣସି ସଂଗୀତ ଶବ୍ଦ ଆଦି I ତେବେ ଏହା ଆପଣ ଙ୍କ ପାଖ ଆଖ ରେ ଆତ୍ମା ରହିଥିବା ର ସଂକେତ ଅଟେ I

4.ରୁମ ର ତାପମାତ୍ରା ଅଚାନକ ବଦଳିଯିବା
ରୁମ ର ତାପମାତ୍ରା ଅଚାନକ ବଦଳିଯିବା ପରି ଯଦି ଘଟଣା ଘଟୁଛି ତେବେ ମଧ୍ୟ ଆପଣ ଙ୍କ ପାଖାପାଖି ଆତ୍ମା ରହିଛି I

5.ଏକ ଅଲଗା ସୁଗନ୍ଧ
ଯଦି କୌଣସି ସ୍ଥାନ ରେ ଆପଣ ବସିଛନ୍ତି ଏବଂ ଅଚାନକ ଏକ ଆଜିବ ସୁଗନ୍ଧ ଆପଣ ଶୁଙ୍ଘନ୍ତି ତେବେ ଜାଣିରଖନ୍ତୁ କି ଆତ୍ମା ର ବାସ ରହିଛି I

6.ପ୍ରଜାପତି ବୁଲିବା
ଯଦି ଏକ ନିର୍ଦ୍ଧିଷ୍ଟ ସ୍ଥାନ ରେ ଅଧିକ ସଂଖ୍ୟା ରେ ପ୍ରଜାପତି ଦେଖିବାକୁ ମିଳନ୍ତି ତେବେ ଜାଣିରଖନ୍ତୁ କି ସେହି ସ୍ଥାନ ରେ ପ୍ରଜାପତି ରହିଛି I ଏହା ଏକ ପ୍ରାଚୀନ ମାନ୍ୟତା ଅଟେ I

7.ମୃତ୍ୟୁ ଲୋକ ର ଚେହେରା ଦେଖିବା
ଯଦି ଆପଣ ଅଚାନକ କୌଣସି ମୃତ ବ୍ୟକ୍ତି ଙ୍କ ର ଚେହେରା ଦେଖନ୍ତି ତେବେ ଆପଣ ଜାଣିରଖନ୍ତୁ କି ଆତ୍ମା ଆପଣ ଙ୍କ ର ଆଖପାଖ ରେ ରହିଛି I

8.କିଛି ନ ଥାଇ ଛାଇ ଦେଖିବା
ଯଦି କୌଣସି ଜିନିଷ ନ ଥାଇ ମଧ୍ୟ ଏକ ଛାଇ ଦେଖାଯାଇଥାଏ ତେବେ ମଧ୍ୟ ସେଠାରେ ଭୁତ , ପ୍ରେତ ଙ୍କ ର ବାସ ରହିଥାଏ I ଏବଂ ସେମାନେ ଆପଣ ଙ୍କୁ କିଛି କହିବାକୁ ଚେଷ୍ଟା କରୁଛନ୍ତି I

9.ବନ୍ଦ କମ୍ପ୍ୟୁଟର ଆପେ ଆପେ ଅନ ହେଇଯିବା
ଆପଣ ଙ୍କ ଘରେ ଯଦି ବନ୍ଦ କମ୍ପ୍ୟୁଟର ଆପେ ଆପେ ଅନ ହେଇଯିବା ପରି ଘଟଣା ଘଟୁଛି ତେବେ ସେହି ଘରେ ଆତ୍ମା ଙ୍କ ର ବାସ ରହିଛି I

10.କାହାରି କୁ ସ୍ପର୍ଶ କରିବା ର ଅନୁଭୂତି
ଏକାକୀ ଥାଇ ମଧ୍ୟ ଆପଣ କାହାରି କୁ ସ୍ପର୍ଶ କରିବା ର ଅନୁଭୂତି କରନ୍ତି ତେବେ ମଧ୍ୟ ଏହା ଆତ୍ମା ରହିଥିବା ର ଏକ ବଡ଼ ସଂକେତ ହେଇଥାଏ I

11.ଫୋଟୋ ରେ ଆପେ ଆପେ କେହି ଆସିବା
ଆପଣ ଯାହା ଫୋଟୋ ଉଠାଉଛନ୍ତି ସେଠାରେ ଅନ୍ୟ କେହି ଯଦି ଆସିଯାଉଛି ଯାହା କି ବାସ୍ତବ ରେ ଆଖି କୁ ଦେଖାଯାଉନାହିଁ I ତେବେ ମଧ୍ୟ ଏହା ଭୁତ ଙ୍କ ର ଏକ ସଂକେତ ଅଟେ I

12 ଅଜିବ ସ୍ବପ୍ନ
ଯଦି ଆପଣ ଙ୍କୁ ଅଜିବ ସ୍ବପ୍ନ ଆସୁଛି କିମ୍ବା କୌଣସି ମୃତ ବ୍ୟକ୍ତି ଙ୍କ ର ସ୍ବପ୍ନ ଦେଖୁଛନ୍ତି ତେବେ ସେଠାରେ ଆତ୍ମା ରହିଛି ବୋଲି ଅନୁମାନ କରାଯାଇଥାଏ I

13.ଟେଲିପଥିକ ଚିନ୍ତା
ଯଦି କିଛି ନ ଥାଇ ମଧ୍ୟ ଆପଣ ଙ୍କ କାନ କୁ କିଛି ଶୁଣାଯାଇଥାଏ ଏହା କୁ ଟେଲିପଥିକ ଚିନ୍ତା କୁହାଯାଇଥାଏ I ଏପରି ଯଦି ଆପଣ ଅନୁଭବ କରୁଛନ୍ତି ତେବେ କୌଣସି ଆତ୍ମା ଆପଣ ଙ୍କୁ କିଛି କହିବାକୁ ଚାହୁଁଚି I