ଜଣେ ଭାରତୀୟ ଟିଭି କଳାକାର ମହେଶ ଭଟ୍ଟଙ୍କ ଚଳଚ୍ଚିତ୍ର ଘାୟାଲ ରୁ ଅଧିକ ଖ୍ୟାତି ଅର୍ଜନ କରିଥିଲେ। ଆସନ୍ତୁ ଜାଣିବା ଏହି ବଲିଉଡ ଅଭିନେତାଙ୍କ ନାମ, ଯିଏକି ତାଙ୍କ ଚାକରାଣୀ ସହିତ ସମ୍ବନ୍ଧ ରଖିଥିଲେ | ତାଙ୍କ ବିରୁଦ୍ଧରେ ଜଣେ ଅଭିନେତ୍ରୀ ମଷଧ୍ୟ ଅଭିଯୋଗ କରିଥିଲେ। ଆସନ୍ତୁ ଜାଣିବା ଏହି ଅଭିନେତାଙ୍କ ନାମ |
ଆସନ୍ତୁ ଆପଣଙ୍କୁ କହିରଖୁଛୁ ଯେ, ଏହି ଅଭିନେତାଙ୍କ ନାମ ହେଉଛି ଆଦିତ୍ୟ ପାଞ୍ଚୋଲି | ଯିଏ ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରେ ଜଣେ ଭିଲେନ୍ ଭାବରେ ଚର୍ଚ୍ଚିତ ଥିଲେ | ଏତତ ବ୍ୟତୀତ ବ୍ୟକ୍ତିଗତ ଜୀବନ ଜୀବନ ପାଇଁ ମଧ୍ୟ ସେ ଚର୍ଚ୍ଚାରେ ରହିଥିଲେ | ଆଦିତ୍ୟ ପଞ୍ଚୋଲି 1986 ମସିହାରେ ଚଳଚ୍ଚିତ୍ର ସସ୍ତି ଦୁଲହନ୍ ଅର ମହାଙ୍ଗା ଦୁଲହା ରୁ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ଏହା ପରେ ସେ ଅନେକ ହିଟ୍ ଚଳଚ୍ଚିତ୍ର ଦେଇଥିଲେ | ଆଦିତ୍ୟଙ୍କ ବିରୋଧରେ ବଳାତ୍କାର ଅଭିଯୋଗ କରାଯାଇଥିଲା ଏବଂ ଏହି କାରଣରୁ କବୀର ବେଦୀଙ୍କ ଝିଅ ପୂଜା ବେଦୀ ତାଙ୍କ ସହ ସମ୍ପର୍କ ଭାଙ୍ଗିଥିଲେ।
କୁହାଯାଏ ଯେ ସେହି ସମୟରେ ଆଦିତ୍ୟ, ପୂଜା ବେଦୀଙ୍କ ଅନୁପସ୍ଥିତିରେ ନିଜ ଚାକରାଣୀ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲେ। ଯେତେବେଳେ ପୂଜା ଏହା ବିଷୟରେ ଜାଣିଲେ, ସେତେବେଳେ ସେ ଆଦିତ୍ୟ ପାଞ୍ଚୋଲିଙ୍କ ସହ ସମ୍ପର୍କ ଭାଙ୍ଗିଥିଲେ। ଉଲ୍ଲେଖଥାଉ କି, ଆଦିତ୍ୟଙ୍କ ନାମ କଙ୍ଗନା ରାନାୱତ ସହିତ ମଧ୍ୟ ଜଡିତ ଥିଲା। କୁହାଯାଏ ଯେ ଯେତେବେଳେ କଙ୍ଗନା ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ, ସେତେବେଳେ ଆଦିତ୍ୟ ଇଣ୍ଡଷ୍ଟ୍ରିରେ ତାଙ୍କର ଗୁରୁ ହୋଇଥିଲେ ଏବଂ ଆଦିତ୍ୟ ଏବଂ କଙ୍ଗନା ମଧ୍ୟରେ ପ୍ରାୟ 20 ବର୍ଷର ବ୍ୟବଧାନ ରହିଥିଲେ ମଧ୍ୟ ଦୁହିଁଙ୍କ ନାମ ଜଡିତ ହୋଇଥିଲା |
Bollywoodର ଏହି ବଡ ପ୍ରସିଦ୍ଧ ଅଭିନେତା ନିଜ ଚାକରାଣୀକୁ ବି ଛାଡି ନଥିଲେ ତାଙ୍କ ସହ ରଖିଥିଲେ ସମ୍ବନ୍ଧ, ନାଁ ଜାଣିଲେ ବିଶ୍ୱାସ କରିପାରିବେ ନାହିଁ, ବହୁତ ଭଦ୍ରାମି ଦେଖାନ୍ତି
