ଏହି ଅଭିନେତ୍ରୀଙ୍କର ମୃତ୍ୟୁ ରବୀନା ଟଣ୍ଡନଙ୍କୁ କରିଦେଲା ବଲିଉଡ ର ଜଣେ ବଡ଼ ଅଭିନେତ୍ରୀ, ଆଜିବି ଲୋକମାନେ ତାଙ୍କ ସୁନ୍ଦରତାକୁ ଝୁରୁଛନ୍ତି

ଏପରି ତ ବଲିଉଡ ରେ ପ୍ରତୋକ କଳାକାର ଭଲ ଅଭିନୟ କୁ ନେଇ ଚର୍ଚା ରେ ରହିଥାନ୍ତି I ଏବଂ ଅନେକ କଳାକାର ନିଜ ର ପରିଶ୍ରମ ଓ ଦକ୍ଷତା କୁ ନେଇ ସଫଳ ମଧ୍ୟ ହେଇପାରିଛନ୍ତି I ଆଜି ଆମେ ଏପରି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ କହିବା କୁ ଯାଉଛେ ଯିଏ କି ପରିଶ୍ରମ ତ ଅନେକ କରିଛନ୍ତି କିନ୍ତୁ ବଲିଉଡ ରେ ଅନ୍ୟ ଅଭିନେତ୍ରୀ ଙ୍କ ର ମୃତ୍ୟୁ କାରଣ ରୁ ହିଁ ସଫଳ ହେଇଛନ୍ତି I ଆଜି ଆମେ ଏଠାରେ ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ ଙ୍କ ବିଷୟ ରେ ଆଲୋଚନା କରୁଛେ I 90 ଦଶକ ରେ ସବୁଠାରୁ ସୁନ୍ଦରୀ ଅଭିନେତ୍ରୀ ରୂପେ ରବିନା ଟଣ୍ଡନ ବେଶ ସୁପରିଚିତ ଥିଲେ I ନିଜ ର ସୁନ୍ଦରତା ଓ ଅଭିନୟ ର ପାରଦର୍ଶିତା ରେ ଅନେକ ଦର୍ଶକ ଙ୍କ ର ମନୋରଞ୍ଜନ କରାଇପାରିଥିଲେ I

ବଲିଉଡ ରେ ରବିନା ଟଣ୍ଡନ ଙ୍କ ର ସଫଳତା ହାସିଲ କରିବା ଏତେ ସହଜ ନ ଥିଲା I ସେ ସମୟ ରେ ବଲିଉଡ ରେ କମ ବୟସ ରେ ଅଧିକ ସଫଳତା ହାସିଲ କରିଥିଲେ ଅଭିନେତ୍ରୀ ଦିବ୍ୟା ଭାରତୀ I ଅଭିନେତ୍ରୀ ଦିବ୍ୟା ଭାରତୀ ଙ୍କ ର ହେଇଯିବା ପରେ ହିଁ ରବିନା ଟଣ୍ଡନ ଙ୍କ ର ଲୋକପ୍ରିୟତା ବଲିଉଡ ରେ ବୃଦ୍ଧି ପାଇଥିଲା I କାରଣ ସେ ସମୟ ରେ ରବିନା ଟଣ୍ଡନ ଙ୍କ ପରି ଅଭିନୟ ରେ ପାରଙ୍ଗଦ ଅଭିନେତ୍ରୀ ଆଉ କେହି ନ ଥିଲେ I ତେଣୁ ଅଭିନେତ୍ରୀ ଦିବ୍ୟ ଭାରତୀ ଙ୍କ ର ମୃତ୍ୟୁ ପରେ ଏକ ଭଲ ଅଭିନେତ୍ରୀ ରୂପେ ରବିନା ଟଣ୍ଡନ ହିଁ ଲୋକପ୍ରିୟ ହେଇଥିଲେ I

ସେ ସମୟ ରେ ଅଭିନେତ୍ରୀ ଦିବ୍ୟା ଭାରତୀ ଅଧିକ ସଫଳତା ହାସିଲ କରିଥିଲେ I ସବୁ ଫିଲ୍ମ ନିର୍ମାତା ତାଙ୍କୁ ହିଁ ନିଜ ଫିଲ୍ମ ରେ ନେବାକୁ ଚାହିଁଥିଲେ I ସେ ସମୟ ରେ ବଲିଉଡ ଇଣ୍ଡଷ୍ଟ୍ରି ରେ ଏକ ଯୁଗ ପରିବର୍ତନକାରୀ ଅଭିନେତ୍ରୀ ରୂପେ ଦିବ୍ୟା ଭାରତୀ ପରିଚିତ ଥିଲେ I ତେଣୁ ତାଙ୍କ ମୃତ୍ୟୁ ପରେ ଫିଲ୍ମ ନିର୍ମାତା ନୂଆ ଚେହେରା ରୂପେ ରବିନା ଟଣ୍ଡନ ଙ୍କ ର ହିଁ ଚୟନ କରିଥିଲେ I

ଦିବ୍ୟା ଭାରତୀ ଙ୍କ ର ମୃତ୍ୟୁ ପୂର୍ବ ରୁ କିଛି ଫିଲ୍ମ ନିର୍ମାତା ନିଜ ର ଫିଲ୍ମ ର କିଛି ସିନ ଦିବ୍ୟା ଭାରତୀ ଙ୍କ ଦ୍ୱାରା ସୁଟିଂ କରିଥିଲେ I ଏବଂ ତାଙ୍କ ମୃତ୍ୟୁ ପରେ ଏହି ସିନ ଅନ୍ୟ ଅଭିନେତ୍ରୀ ଙ୍କ କରିବା ର ଥିଲା ତେଣୁ ସେ ସମୟ ରେ ଦିବ୍ୟା ଅନେକ ଫିଲ୍ମ ମଧ୍ୟ ସାଇଁନ କରିଥିଲେ I ଏହି ଫିଲ୍ମ ରୁ ଏକ ଫିଲ୍ମ ଥିଲା ମୋହରା I ଏହି ଫିଲ୍ମ ରେ ରବିନା ଟଣ୍ଡନଙ୍କ ପୂର୍ବ ରୁ ଦିବ୍ୟା ଭାରତୀ ଙ୍କୁ ସୁଯୋଗ ମିଳିଥିଲା I ସେ ସମୟ ରେ ଏହି ଫିଲ୍ମ ସୁପର ହିଟ ଫିଲ୍ମ ହେଇଥିଲା I ତେଣୁ ଏପରି କ୍ଷେତ୍ର ରେ ରାତା ରାତି ରବିନା ଟଣ୍ଡନ ସୁପର ଷ୍ଟାର ହେଇପାରିଥିଲେ I

ଦେଖିବା କୁ ଗଲେ ରବିନା ଟଣ୍ଡନ , ଦିବ୍ୟା ଭାରତୀ ଙ୍କ ର ଜଣେ ଭଲ ବନ୍ଧୁ ମଧ୍ୟ ଥିଲେ I ଦୁହେଁ କିଛି ଫିଲ୍ମ ରେ ଏକାଠି କାମ ମଧ୍ୟ କରିଛନ୍ତି I