ଆମ ସମସ୍ତ ଙ୍କୁ ସୁନା ପିନ୍ଧିବା କୁ ବେଶ ଅଧିକ ପସନ୍ଦ ଅଟେ I ଅଧିକାଂଶ ଲୋକେ ସୁନା ଗହଣା ପିନ୍ଧିବା ର ଅଧିକ ସଉକିନ ଅଟନ୍ତି I କିନ୍ତୁ ଭୁଲ ସ୍ଥାନ ରେ ସୁନା ପିନ୍ଧିବା ଦ୍ୱାରା ଏହାର ହାନିକାରକ ପ୍ରଭାବ ଆପଣ ଙ୍କ ଉପରେ ରହିଥାଏ I ଶରୀର ରେ ଏହି ପରି କିଛି ଅଙ୍ଗ ରହିଛି ଯେଉଁଠାରେ ସୁନା ପିନ୍ଧିବା ଉଚିତ ନୁହେଁ I
ଶରୀର ରେ ଏହି ଅଙ୍ଗ ରେ ସୁନା ପିନ୍ଧିବା ଉଚିତ ନୁହେଁ
1. ପାଦ ରେ – ସମୟ ପରିବର୍ତନ ଅନୁସାରେ ଲୋକେ ପାଦ ରେ ସୁନା ପିନ୍ଧିବା ଉଚିତ ନୁହେଁ I ପାଦ ରେ ସୁନା ପିନ୍ଧିବା ଦ୍ୱାରା ଦାମ୍ପତ୍ୟ ଜୀବନ ରେ ବିବାଦ ଆରମ୍ଭ ହେଇଥାନ୍ତି I ଏହା ଦ୍ୱାରା ଆପଣ ଙ୍କ ର ସ୍ଵାସ୍ତ୍ୟ ଉପରେ ମଧ୍ୟ ଏହା ର ଖରାପ ପ୍ରଭାବ ପଡିଥାଏ I
2.ବାମ ହାତ ରେ – ଅନେକ ଲୋକେ ବ୍ରେସଲେଟ ପିନ୍ଧିବା କୁ ପସନ୍ଦ କରିଥାନ୍ତି I ଏହା ହାତ ର ସୁନ୍ଦରତା କୁ ବୃଦ୍ଧି କରିଥାଏ I ତେବେ ଭୁଲ ରେ ବାମ ହାତ ରେ ଏହି ବ୍ରେସଲେଟ ପିନ୍ଧିବା ଉଚିତ ନୁହେଁ I ଏହା ଶରୀର ପାଁଇ ଅଶୁଭ ହେଇଥାଏ I ଜୀବନ ରେ ଅନେକ ଦୁଃଖ ର ପାହାଡ଼ ଆରମ୍ଭ ହେଇଥାଏ I
3.ଗର୍ଭବତୀ ଓ ବୃଦ୍ଧ ମହିଳା – ଶାସ୍ତ୍ର ଅନୁସାରେ ଗର୍ଭବତୀ ମହିଳା ଓ ବୃଦ୍ଧ ମହିଳା ଙ୍କୁ ଅତି କମ ସୁନା ପିନ୍ଧିବା ଉଚିତ I ତେଣୁ ଆବଶ୍ୟକତା ରୁ ଅଧିକ ସୁନା ପିନ୍ଧିବା ଉଚିତ ନୁହେଁ I ଏପରି ଲୋକେ ସନ୍ତାନ ସୁଖ ପ୍ରାପ୍ତି କରନ୍ତି ନାହିଁ I
ଧ୍ୟାନ ରଖିବେ କି ସୁନା ଜିନିଷ କୁ ସର୍ବଦା ଲାଲ କପଡା ରେ ବାଂଧିକି ରଖିବା ଉଚିତ I