IPL ଭାରତ ର ଏକ ଏପରି କ୍ରିକେଟ ସମାରୋହ ଯେଉଁଥିରେ ଅନେକ ବିଦେଶୀ ଖେଳାଳି ମଧ୍ୟ ଯୋଗ ଦେଇଥାନ୍ତି I ଇତି ମଧ୍ୟ ରେ ମିଳିଥିବା ସୂଚନା ଅନୁସାରେ ଜଣେ IPL ଖେଳାଳି ଙ୍କ ର ଏକ ସଡକ ଦୁର୍ଘଟଣା ଘଟିଯାଇଛି I ଏହି IPL ଖେଳାଳି ରାଜସ୍ତାନ ରୟାଲ ତରଫରୁ ଖେଳୁଥିଲେ I ତେବେ ଚାଲନ୍ତୁ ଜାଣିବା କିଏ ସେହି ଖେଳାଳି ଓ କଣ ତାଙ୍କ ର ନାମ I
ୱେଷ୍ଟଇଣ୍ଡିଜ ର ଦ୍ରୁତ ବୋଲର ଓଶାନେ ଥାମସ ଏକ କାର ଆକ୍ସିଡେଣ୍ଟ ର ଶିକାର ହେଇଛନ୍ତି I ଏହା ପରେ ସଂଗେ ସଂଗେ ସେ ହସ୍ପିଟାଲ ରେ ଆଡମିଟ ହେଇଛନ୍ତି I ବର୍ତମାନ ତାଙ୍କ ର ସ୍ଵାସ୍ତ୍ୟ ସାମାନ୍ୟ ରହିଛି I ଓଶାନେ ଥାମସ ୱେଷ୍ଟଇଣ୍ଡିଜ ରେ ନିଜ ର ଶେଷ ମ୍ୟାଚ 12 ଜାନୁୟାରୀ 2020 ରେ ଆୟାରଲ୍ୟାଣ୍ଡ ବିପକ୍ଷ ରେ ଖେଳିଥିଲେ I 23 ବର୍ଷୀୟ ଏହି ଦ୍ରୁତ ଖେଳାଳି 20 ୱାନଡେ ଓ 10 ଟି – 20 ମ୍ୟାଚ ଖେଳିଥିଲେ I ୱାନଡେ ମ୍ୟାଚ ରେ 27 ଗୋଟି ଵିକେଟ ଓ ଟି 20 ନାମ ରେ 9 ଗୋଟି ଵିକେଟ ନେବାର ରେକର୍ଡ ରହିଛି I
ୱେଷ୍ଟଇଣ୍ଡିଜ ର ପ୍ଲେୟାର ଆସୋସିଏସନ ବର୍ତମାନ ଓଶାନେ ଥାମସ ଙ୍କ ର ଆରୋଗ୍ୟ କାମନା କରୁଛନ୍ତି I ୱେଷ୍ଟଇଣ୍ଡିଜ ର ପୂର୍ବ ଖେଳାଳି ଟି ନୋ ବେଷ୍ଟ ମଧ୍ୟ ଓଶାନେ ଥାମସ ଙ୍କ ର ଆରୋଗ୍ୟ କାମନା କରିଛନ୍ତି I ମିଳିଥିବା ସୂଚନା ଅନୁସାରେ ଓଶାନେ ଥାମସ ରବିବାର ରାତି ରେ କାର ରେ ଯିବା ସମୟ ରେ ହାଇୱେ ରେ ଅନ୍ୟ ଏକ କାର ସହ ତାଙ୍କ ର ଦୁର୍ଘଟଣା ହେଇଥିଲା I ହସ୍ପିଟାଲ ରେ ଓଶାନେ ଥାମସ ହୋସ ରେ ରହିଛନ୍ତି I
ଓଶାନେ ଥାମସ IPL ର 13 ସିଜିନ 2019 ରେ ନିଲାମୀ ରେ ରାଜସ୍ତାନ ରୟଲସ ରେ ଯୋଗ ଦେଇଥିଲେ I ଏବଂ ଓଶାନେ ଥାମସ ଏଠାରେ 50 ଲକ୍ଷ ଟଙ୍କା ରେ ନିଲାମୀ କରାଯାଇଥିଲା I ଓଶାନେ ଥାମସ ବିଗତ ସିଜିନ ରେ 4 ଗୋଟି ମ୍ୟାଚ ରେ 5 ଗୋଟି ଵିକେଟ ନିଜ ନାମ ରେ କରିଥିଲେ I 2008 ରେ IPL ର ବିଜେତା ମଧ୍ୟ ରହିଥିଲେ I
ବଡ ଖବର : IPLର ଏହି ବଡ଼ ଖେଳାଳି ଙ୍କର ହେଲା ସଡକ ଦୁର୍ଘଟଣା, ଡାକ୍ତର ଖାନରେ …..
