ସେକ୍ସ ପ୍ରତୋକ ବ୍ୟକ୍ତି ଙ୍କ ଜୀବନ ର ଏକ ଗୁରୁତ୍ୱ ପୁର୍ଣ କାର୍ଯ୍ୟ ଅଟେ I ପ୍ରତୋକ ବ୍ୟକ୍ତି ଏକ ନିର୍ଧାରିତ ବୟସ ପରେ ବିବାହ କରିଥାନ୍ତି ଓ ନିଜ ପାର୍ଟନର ଙ୍କ ସହ ସେକ୍ସ କରିଥାନ୍ତି I ଆପଣ ଙ୍କ ଠାରୁ ଅଧିକ ବୟସ ର ମହିଳା ମାନେ ଆପଣ ଙ୍କ ପ୍ରତି ଅଧିକ ଆକର୍ଷିତ ହେଇଥାନ୍ତି I
ଏକ ଗବେଷଣା ରୁ ଜଣାଯାଇଛି କି ଅଧିକ ବୟସ ର ମହିଳାମାନେ ପୁରୁଷ ଙ୍କ ପ୍ରତି ଅଧିକ ଆକର୍ଷିତ ହେଇଥାନ୍ତି I ତେବେ ଚାଲନ୍ତୁ ଜାଣିବା ପୁରୁଷ ଙ୍କ ଠାରୁ ଅଧିକ ବୟସ ର ମହିଳାମାନେ ତାଙ୍କ ପ୍ରତି କାହିଁକି ଅଧିକ ଆକର୍ଷିତ ହେଇଥାନ୍ତି I
ଅଧିକ ବୟସ ର ମହିଳାମାନେ ମାନସିକ ଓ ଶାରୀରିକ ରୂପେ ଅଧିକ ସନ୍ତୁଷ୍ଟି ପାଇଥାନ୍ତି I ପୁରୁଷ ମାନେ ତାଙ୍କ ପ୍ରତି ଅଧିକ ଆକର୍ଷିତ ହେବା ପରେ ସେହି ମହିଳାମାନେ ନିଜ ର ସମ୍ବନ୍ଧ ର ସନ୍ତୁଷ୍ଟି କୁ ଅନୁଭବ କରିଥାନ୍ତି I ପୁରୁଷ ଙ୍କ ଠାରୁ ବୟସ ରେ ବଡ଼ ଥିବା ମହିଳାମାନେ ମଧ୍ୟ ନିଜ କାର୍ଯ୍ୟ ପ୍ରତି ଅଧିକ ଦାୟିତ୍ବବାନ ହେଇଥାନ୍ତି I
ଏପରି କ୍ଷେତ୍ର ରେ ଯୌନ ସମ୍ବନ୍ଧ ସମୟ ରେ ମହିଳା ଙ୍କ ସହ ପୁରୁଷ ଙ୍କ ର ତାଳ ମେଳ ଠିକ ରହିଥାଏ I ପୁରୁଷ ମାନେ ନିଜ ଠାରୁ ଅଧିକ ବୟସ ର ମହିଳା ଙ୍କୁ ଠିକ ରୂପେ ସନ୍ତୁଷ୍ଟି କରିଥାନ୍ତି I ଏବଂ 40 ରୁ 50 ବର୍ଷ ବୟସ ମଧ୍ୟ ରେ ମହିଳା ମାନେ ପୁରୁଷ ଙ୍କ ସହ ସମ୍ବନ୍ଧ ରଖି ଅଧିକ ସନ୍ତୁଷ୍ଟି ପାଇଥାନ୍ତି I