ଆମ ଭାରତ ରେ ମହିଳା ଙ୍କୁ ଦେବୀ ରୂପେ ପୂଜା କରାଯାଇଥାଏ I କିନ୍ତୁ ଆମ ଦେଶ ରେ ଏପରି କିଛି ମହିଳା ଅଛନ୍ତି ଯେଉଁ ମାନେ ନ ଚାହିଁଲେ ବି ଦେହ ବ୍ୟବସାୟ ରେ ଲିପ୍ତ ରହିଥାନ୍ତି I ଖାଲି ଭାରତ ରେ ନୁହେ ବିଦେଶ ରେ ବି ଅନେକ ମହିଳା ମାନେ ବାଧ୍ୟବାଧକତା ରେ ଏହି ଦେହ ବ୍ୟବସାୟ ରେ ଲିପ୍ତ ରହିଥାନ୍ତି I ତେବେ ଏହି ମହିଳା ଙ୍କୁ ଆମ ସମାଜ ହୀନ ଦୃଷ୍ଟି ରେ ଦେଖିଥାଏ I
ତେବେ ଜଣେ ବେସ୍ୟା ଯେପରି ଦେଖାଯାଇଥାଏ ବାସ୍ତବ ରେ ତାହା ହେଇ ନ ଥାଏ I ତାଙ୍କ ର ବାସ୍ତବ ଜୀବନ ରେ ଆମ ସାଧାରଣ ଲୋକଙ୍କ ପରି ଅନେକ ସ୍ୱପ୍ନ ରହିଥାଏ I କିନ୍ତୁ ବିଗତ ଦିନ ରେ ଜଣେ ବେସ୍ୟା ପୁରୁଷ ଙ୍କ ସମ୍ପର୍କ ରେ ଏପରି କିଛି କଥା ସର୍ବ ସମୁଖ ରେ ଆଲୋଚନା କରିଛନ୍ତି I
ଅଷ୍ଟ୍ରେଲିଆ ରେ ଏହି ମହିଳା
ଆଜି ଆମେ ଆପଣ ଙ୍କୁ ଯେଉଁ ମହିଳା ଙ୍କ ସମ୍ପର୍କ ରେ କହିବାକୁ ଯାଉଛୁ ସେ କୌଣସି ଭାରତୀୟ ନୁହନ୍ତି ସେ ହେଉଛନ୍ତି ଅଷ୍ଟ୍ରେଲିଆ ର I ଅଷ୍ଟ୍ରେଲିଆ ର ଏହି ମହିଳା ଜ୍ୱାଇନେଥ ମ୍ୟାନଟେଣ୍ଡ 39 ବର୍ଷ ବୟସ ର ଅଟନ୍ତି I ସେ ତାଙ୍କ ଜୀବନ ର ଦୀର୍ଘ 12 ବର୍ଷ ଏହି ଦେହ ବ୍ୟବସାୟ ରେ ଲିପ୍ତ ରହିଥିଲେ I ସେ ତାଙ୍କ ଜୀବନ ରେ ଅନେକ ସମସ୍ୟା ଦେଇ ଗତି କରିଥିଲେ ଏବଂ ଆଜିକାଲି ସେ ନିଜ ର ଏକ ପୁସ୍ତକ କୁ ନେଇ ବେଶ ଚର୍ଚା ରେ ଅଛନ୍ତି I
ଦ ସିକ୍ରେଟ ଟ୍ୟାବୁ
ତେବେ ଜ୍ୱାଇନେଥ ଙ୍କ ର ଏହି ପୁସ୍ତକ ର ନାମ “ଦ ସିକ୍ରେଟ ଟ୍ୟାବୁ” ଅଟେ I ଏହି ପୁସ୍ତକ ରେ ସେ ପୁରୁଷ ଙ୍କ ର ସେକ୍ସ ପ୍ରତି ଥିବା ଇଚ୍ଛା ସମ୍ପର୍କ ରେ ଉଲେଖ କରିଛନ୍ତି I ତାଙ୍କ କହିବା ଅନୁସାରେ 12 ବର୍ଷ ର ଏହି ଦେହ ବ୍ୟବସାୟ ସମୟ ମଧ୍ୟ ରେ ସେ ପାଖାପାଖି 10 ହଜାରେ ରୁ ଉର୍ଧ ପୁରୁଷ ଙ୍କ ସହ ସେକ୍ସ ସମ୍ପର୍କ ରଖିଥିଲେ I ତେବେ ସେ ତହିଁ ସମୟ ରେ 20 ବର୍ଷ ର ଝିଅ ରୁ ନେଇ 70 ବର୍ଷ ର ବୃଦ୍ଧା ଙ୍କୁ ବି ଏହି ଦେହ ବ୍ୟବସାୟ ରେ ଲିପ୍ତ ଥିବାର ଦେଖିଥିଲେ I ଯେଉଁଥିରେ ଏହା ଜଣାଯାଇଥିଲା କି ପୁରୁଷ ମାନେ ନିଜ ବୟସ ରୁ ଅଧିକ ବୟସ ର ମହିଳା ଙ୍କୁ ବି ସେକ୍ସ କରିବା କୁ ପସନ୍ଦ କରିଥାନ୍ତି I
ବଳାତ୍କାର ର ଶିକାର ହେଇସାରିଛନ୍ତି
ନିଜ ର ଏହି ପୁସ୍ତକ ରେ ଉଲେଖ କରିଥିଲେ କି ସେ 18 ବର୍ଷ ବୟସ ରେ ଗଣ ଦୁଷ୍କର୍ମ ର ଶିକାର ହେଇଥିଲେ ତେବେ ଏହି ବଳାତ୍କାର ତାଙ୍କ ଡ୍ରିଂକ୍ସ ରେ ନିଶା ଦେଇ କରାଯାଇଥିଲା I ଯାହା ପରେ ସେ ଏହି ଦେହ ବ୍ୟବସାୟ ରେ ଯିବା ର ଏକମାତ୍ର ରାସ୍ତା ଥିଲା I
ଏହି କାରଣ ରୁ ପୁରୁଷମାନେ ଆସୁଥିଲେ
ଜ୍ୱାଇନେଥ ନିଜ ପୁସ୍ତକ ରେ ଏହା ଉଲେଖ କରିଛନ୍ତି କି କିଛି ପୁରୁଷ ମାନେ ଏଥିପାଇ ତାଙ୍କ ପାଖକୁ ଆସିଥାନ୍ତି କି ତାଙ୍କ ପରିବାର ଠାରୁ ଟିକେ ଦୂର ରେ ରହି ଶାନ୍ତି ରେ ସମୟ ଅତିବାହିତ କରିବାକୁ I