ଏହି ଭୁଲ କାରଣରୁ ଶେଷ ହେଇଗଲା ଗୋବିନ୍ଦା ଙ୍କର କ୍ୟାରିୟର, ଗୋଟେ ସମୟରେ ସଲମାନ, ଶାହରୁଖଙ୍କ ଠାରୁ ବି ଆଗରେ ଥିଲେ

ଏକ ସମୟ ଥିଲା ଯେତେବେଳେ ଗୋବିନ୍ଦା ବଲିଉଡ ରେ ହିରୋ ନମ୍ବର 1 ରୂପେ ପରିଚିତ ଅଟନ୍ତି I ଗୋବିନ୍ଦା ଙ୍କ ର ସବୁ ଫିଲ୍ମ ସୁପର ହିଟ ରହିଛି I କିନ୍ତୁ ଗୋବିନ୍ଦା କିଛି ଏପରି ଭୁଲ କରିଛନ୍ତି ଯାହା କୁ ନେଇ ତାଙ୍କ ର କ୍ୟାରିୟର ଶେଷ ହେଇଯାଇଥିଲା I ଗୋବିନ୍ଦା ଙ୍କ ର ବୟସ ପରି ହିରୋ ଯେପରି ସଲ୍ମାନ , ଅମୀର ଙ୍କ ପରି ଅଭିନେତା ଆଜିକା ସମୟ ରେ ଇଣ୍ଡଷ୍ଟ୍ରି ରେ ସକ୍ରିୟ ରହିଛନ୍ତି I ତେବେ ଚାଲନ୍ତୁ ଜାଣିବା ଗୋବିନ୍ଦା ଙ୍କ ର କେଉଁ ଭୁଲ ପାଁଇ ସେ ଫ୍ଲପ ହେଇଥିଲେ I

ସଫଳତା ର ଅହଂକାର
କୁହାଯାଇଥାଏ କି କେବେ କେବେ ମନୁଷ୍ୟ ନିଜ ର ସଫଳତା କୁ ନେଇ ଅହଙ୍କାରୀ ହେଇଯାଇଥାଏ I ସେହିପରି ବିଗତ ଦିନ ରେ ଗୋବିନ୍ଦା ମଧ୍ୟ ବଲିଉଡ ଇଣ୍ଡଷ୍ଟ୍ରି ରେ ନିଜ ର ସଫଳତା କୁ ନେଇ ଅହଙ୍କାରୀ ହେଇଯାଇଥିଲେ I ଏବଂ ସେ ନିଜ କୁ ନିଜ ମହାନ ବୋଲି ଭାବିଥିଲେ I ତେଣୁ ସେ ସୁଟିଂ ର ସଠିକ ସମୟ ରେ ପହଂଚୁ ନ ଥିଲେ I ଯାହା ଦ୍ୱାରା ପ୍ରଡ୍ୟୁସର ଓ ଅନ୍ୟ କଳାକାର ମାନେ ଘଣ୍ଟା ଘଣ୍ଟା ତାଙ୍କୁ ଅପେକ୍ଷ୍ୟା କରି ବସୁଥିଲେ I ଯାହା ଦ୍ୱାରା ତାଙ୍କ ପ୍ରତି ଲୋକ ଙ୍କ ର ଏକ ନେଗେଟିଭ ପ୍ରତିକ୍ରିୟା ରହିଥିଲା I

ଅନ୍ୟ ହିରୋ ଙ୍କୁ କପି କରିବା କୁ ଚେଷ୍ଟା
ଏଥିରେ କୌଣସି ସନ୍ଦେହ ନାହିଁ କି ଗୋବିନ୍ଦା ଙ୍କ ର ଅଧିକାଂଶ ଫିଲ୍ମ କମେଡି ଫିଲ୍ମ ଅଟେ I ତେବେ ଗୋବିନ୍ଦା ଙ୍କ ର କମେଡି ଫିଲ୍ମ ଗୁଡିକ ରେ ଗୋବିନ୍ଦା ଙ୍କ ର ଅଭିନୟ କୁ ନେଇ ଗୋବିନ୍ଦା ବେଶ ଲୋକପ୍ରିୟ ହେଇଥିଲେ I ଏହି କାରଣ ରୁ ସେ ଇଣ୍ଡଷ୍ଟ୍ରି ରେ ଏକ କମେଡି ହିରୋ ରୂପେ ହିଁ ପରିଚିତ ଅଟନ୍ତି I ଅନ୍ୟପଟେ ଗୋବିନ୍ଦା , ସାରୁଖ ଙ୍କ ପରି ରିୟଲ ହିରୋ ରୂପେ ଅଭିନୟ କରୁଥିଲେ I ତେଣୁ ଗୋବିନ୍ଦା ଅନ୍ୟ ହିରୋ ଙ୍କ ର କପି କରିବା ଆରମ୍ଭ କରିଥିଲେ I

ଭୁଲ ଫିଲ୍ମ ର ଚୟନ
ଗୋବିନ୍ଦା ତାଙ୍କ କ୍ୟାରିୟର ରେ କିଛି ଏପରି ଭୁଲ ଫିଲ୍ମ ର ଚୟନ କରିଥିଲେ ଓ ଭଲ ଭଲ ଫିଲ୍ମ କୁ ରିଜେକ୍ଟ କରିଥିଲେ I

ଫିଟ୍ନେସ କୁ ଧ୍ୟାନ
ଅକ୍ଷୟ କୁମାର , ସାରୁଖ ଖାଁ , ସଲ୍ମାନ ଖାଁ ଓ ଅମୀର ଖାଁ ଙ୍କ ପରି ଅଭିନେତା 50 ବର୍ଷ ବୟସ ରୁ ଅଧିକ ହେଇକି ମଧ୍ୟ ଅନେକ ଫିଲ୍ମ ରେ ଅଭିନୟ କରୁଛନ୍ତି ଓ ସଫଳ ମଧ୍ୟ ହେଇଛନ୍ତି I ଏହା ର ମୁକ୍ଷ୍ୟ କାରଣ ହେଉଛି ଏହି କଳାକାର ମାନେ ନିଜ ର ଫିଟ୍ନେସ କୁ ବିଶେଷ ଧ୍ୟାନ ଦେଇଥିଲେ I କିନ୍ତୁ ଗୋବିନ୍ଦା ନିଜ ର ଫିଟ୍ନେସ କୁ ଧ୍ୟାନ ଦେଇ ନ ଥିଲେ I

ଡେବିଡ଼ ଧାୱନ
ଗୋବିନ୍ଦା ଙ୍କ ର ସଫଳତା ପଛ ରେ ଫିଲ୍ମ ଡ଼ାଇରେକ୍ଟର ଡେବିଡ଼ ଧାୱନ ଙ୍କ ର ଅନେକ ସହଯୋଗ ରହିଛି I ଗୋବିନ୍ଦା ଙ୍କ ର ଅଧିକାଂଶ ଫିଲ୍ମ ସୁପର ହିଟ ମଧ୍ୟ ହେଇଥିଲା I ବଲିଉଡ ରେ ଗୋବିନ୍ଦା ହିରୋ ନମ୍ବର 1 ହେବା ପରେ ସେ ଡେବିଡ଼ ଙ୍କୁ ଇଗନୋର କରିଥିଲେ I ଏପରି କି ତାଙ୍କୁ ସଂମାନ ଦେଇ ନ ଥିଲେ I ଏହି କାରଣ ରୁ ତାଙ୍କ ର ବଲିଉଡ କ୍ୟାରିୟର ଶେଷ ହେଇଯାଇଥିଲେ I