ସବୁ ଚାଷୀ ଜାଣିବା ଦରକାର- ଏହି ସବୁ ଜିନିଷ ଥିଲେ ମିଳିବ 12000 ଟଙ୍କା, ଏମିତି ଉଠାନ୍ତୁ ଲାଭ…

ନମସ୍କାର ବନ୍ଧୁଗଣ ଭାରତର ସବୁ ଚାଷୀଙ୍କ ପାଇଁ ଆସିଲା ଜରୁରୀ ଖବର ଯଦି ଆପଣ PM କିସାନ୍ ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି ତାହେଲେ ଦାଖଲ କରନ୍ତୁ ଏହିସବୁ ଡକୋମେଣ୍ଟ ନହେଲେ ଆପଣଙ୍କ ହାତକୁ ଆସିବ ନାହିଁ PM କିସାନ୍ କିସ୍ତି ଟଙ୍କା ଏମିତି କଲେ ୨୦୦୦ ଟଙ୍କା ଜାଗାରେ ଆପଣଙ୍କ ବ୍ୟାଙ୍କ୍ ଖାତାରେ ଆସିବ ୪୦୦୦ ଟଙ୍କା। ଏବେ ଆସନ୍ତୁ ୪୦୦୦ ଟଙ୍କା ପାଇଁ ପାଇଁ ଆପଣମାନେ କଣ କରିବେ।

ପ୍ରଧାନମନ୍ତ୍ରୀ କିସାନ୍ ସମ୍ମାନ ନିଧି ଯୋଜନାରେ ପ୍ରତି ବର୍ଷ ପ୍ରତ୍ୟେକ ହିତାଧିକାରୀଙ୍କ ଖାତାରେ ସରକାର ୩ଟି କିସ୍ତିରେ ଜମା କରୁଛନ୍ତି ୬୦୦୦ ଟଙ୍କା ଯାହାକି କୃଷକ ମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବାରେ ବେଶ୍ ସହାୟତା ହେଉଛି। ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଚାଷୀମାନଙ୍କ ପାଇଁ ଉପଲବ୍ଧି ଏହି ସୁବିଧାକୁ ଦୁଇଗୁଣ କରିବାକୁ ମୋଦି ସରକାର ଚିନ୍ତା କରୁଛନ୍ତି ଯଦି ଏପରି ହୁଏ ତେବେ ଚାଷୀମାନେ ୬୦୦୦ ଟଙ୍କା ବଦଳରେ ୧୨୦୦୦ ଟଙ୍କା ପାଇବେ।

ଏବେ PM କିସାନ୍ ବ୍ୟବସ୍ଥାର ପୁରୁଣା ଯୋଜନାକୁ ସରକାର ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ବର୍ତ୍ତମାନ ଯେଉଁ ଚାଷୀଙ୍କ ପାଖରେ ଚାଷଜମି ଥିବ ସେହିମାନେ ହିଁ କେବଳ PM କିସାନ୍ ସମ୍ମାନ ନିଧି ଯୋଜନାର ଲାଭ ଉଠାଇ ପାରିବେ ଏହାର ଅର୍ଥ ଯେଉଁମାନଙ୍କର ପୈତୃକ ଜମିର ଭାଗ ଅଛି ସେମାନେ ଆଉ ଏହି ଯୋଜନାର ଲାଭ ପାଇ ପାରିବେ ନାହିଁ। ଯଦି ଆପଣଙ୍କ ନାଁରେ ଚାଷ ଜମି ଅଛି ତାହେଲେ ତୁରନ୍ତ ଏହିସବୁ କାମ କରିଦେଲେ ଆପଣଙ୍କ ଖାତାକୁ ଆସିଯିବ ସରକାରୀ ଟଙ୍କା

୨୦୧୯ ମସିହାରେ ଆରମ୍ଭ ହୋଇଥିଲା ପ୍ରଧାନମନ୍ତ୍ରୀ ସମ୍ମାନ ନିଧି ଯୋଜନାରେ ଏମିତି କିଛି ଅସୁବିଧା ଦେଖିବାକୁ ମିଳିଛି ଯାହାକୁ ସଂଶୋଧନ କରିବା ପାଇଁ ନିଷ୍ପତି ନେଇ ସାରିଛନ୍ତି। PM କିସାନ୍ ଯୋଜନାରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏମିତି ଅନେକ ପଦକ୍ଷେପ ନେବାକୁ ଯାଉଛନ୍ତି। ଯୋଜନାର ଲାଭ ପାଇବା ପାଇଁ ନୂଆ ହିତାଧିକାରୀ ମାନେ ଆବେଦନ ଫର୍ମରେ ଜମିର ପ୍ଲଟ ନମ୍ବର ଉଲ୍ଲେଖ କରିବାକୁ ହେବ ଏହାସହ ନୂଆ ନିୟମ ଗୁଡ଼ିକର ପ୍ରଭାବ ପୁରୁଣା ହିତାଧିକାରୀଙ୍କ ଉପରେ ପଡ଼ିବ। ପ୍ରଧାନମନ୍ତ୍ରୀ କିସାନ୍ ସମ୍ମାନ ନିଧି ଯୋଜନା ଅଧୀନରେ କେବଳ ସେହି କୃଷକମାନେ ଲଭାନ୍ଵିତ ହୁଅନ୍ତି ଯଥା ୨ ହେକ୍ଟର ତଥା ୫ ଏକର ଜମିଥାଏ ଏବେ ସରକାର ହୋଲ୍ଡିଂ ସୀମାକୁ ରଦ୍ଧ କରିଦେବା ଫଳରେ ଆୟକର ରିଟର୍ନ ଫାଇଲ୍ ଆବେଦନ କରିବାକୁ ଲୋକଙ୍କୁ ବାଦ୍ ଦିଆଯାଇଛି।

ପ୍ରଧାନମନ୍ତ୍ରୀ କିସାନ୍ ସମ୍ମାନ ନିଧି ଯୋଜନାରେ ପ୍ରଥମ କିସ୍ତି ପ୍ରତ୍ୟେକ ଆର୍ଥିକ ବର୍ଷର ୧ ଏପ୍ରିଲରୁ ୩୧ ଜୁଲାଇ ମଧ୍ୟରେ ଦ୍ଵିତୀୟ କିସ୍ତି ୧ ଅଗଷ୍ଟରୁ ୩୦ ନଭେମ୍ବର ମଧ୍ୟରେ ଓ ତୃତୀୟ କିସ୍ତି ୧ ଡିସେମ୍ବରରୁ ୩୧ ମାର୍ଚ୍ଚ ମଧ୍ୟରେ ଆସିଥାଏ। କିସ୍ତି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ୍ ଖାତାରେ ଜମା ହୋଇଥାଏ, ବେଳେ ବେଳେ ଆକାଉଣ୍ଟ୍ କୁ ଟଙ୍କା ଟ୍ରାନସ୍ଫର୍ ହେବା ସତ୍ତ୍ବେ ଚାଷୀଙ୍କ ଆକାଉଣ୍ଟରେ ଟଙ୍କା ପକଞ୍ଚେ ନାହିଁ ଅଧାରୁ ବ୍ୟାଙ୍କ୍ ଆକାଉଣ୍ଟ୍ ନମ୍ୱର୍ ରେ ଥିବା ତ୍ରୁଟି ଏହାର ମୁଖ୍ୟ କାରଣ ବୋଲି କୁହାଯାଇଛି ଏଥିପାଇଁ ଆପଣ ଯଦି ପ୍ରଧାନମନ୍ତ୍ରୀ କିସାନ୍ ସମ୍ମାନ ନିଧି ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି ତୁରନ୍ତ ଏସବୁ କାମ କରି ନିଅନ୍ତୁ ନଚେତ୍ ଆପଣ କିସ୍ତି ପାଇବାରୁ ବଞ୍ଚିତ ହୋଇଯିବେ।