ମୋଦି ଜି ଙ୍କର ଏହି ଚଷମାର ଦାମ ଜାଣିଲେ ଉଡିଯିବ ଆପଣଙ୍କର ହୋସ , ସୁର୍ଯ୍ୟ ଗ୍ରହଣ ଠାରୁ ଏହାର ଚର୍ଚ୍ଚା ଅଧିକ ହେଉଛି …

ସୂର୍ଯ୍ୟ ଗ୍ରହଣ ର ପ୍ରଭାବ ଅନେକ ଦେଶ ରେ ଦେଖିବା କୁ ମିଳିଥାଏ I କିନ୍ତୁ ଭାରତ ରେ ଏହା ର ଦୃଶ୍ୟ ସମ୍ପୂର୍ଣ ଭିର୍ନ ଅଟେ I ଏଠାରେ ସୂର୍ଯ୍ୟ ଗ୍ରହଣ କୁ ନେଇ ଚର୍ଚା ଅଧିକ ହେଇଥାଏ I ତେବେ ସବୁଠାରୁ ଅଧିକ ଚର୍ଚା ପ୍ରଧାନମନ୍ତ୍ରୀ ଙ୍କ ର ଏହି ଚଶ୍ମା କୁ ନେଇ ରହିଛି I ସୋସିଆଲ ମିଡ଼ିଆ ରେ ପ୍ରଧାନମନ୍ତ୍ରୀ ମୋଦି ଙ୍କ ର ଏହି ଚଶ୍ମା କୁ ନେଇ ସୋସିଆଲ ମିଡ଼ିଆ ରେ ବେଶ ଅଧିକ ଚର୍ଚା ରହିଛି I

ପିଏମ ମୋଦି ଦେଖିଲେ ସୂର୍ଯ୍ୟ ଗ୍ରହଣ
2019 ବର୍ଷ ର ଶେଷ ସମୟ ରେ ସୂର୍ଯ୍ୟ ଗ୍ରହଣ ଦେଖିବା କୁ ମିଳିଥିଲା I ଏପରି ବିରଳ ସୂର୍ଯ୍ୟ ଗ୍ରହଣ ଦୀର୍ଘ 296 ବର୍ଷ ପରେ ହିଁ ଦେଖିବା କୁ ମିଳିଛି I

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କୁ ସୂର୍ଯ୍ୟ ଗ୍ରହଣ ଅନୁଭୂତି ହେଇଥିଲେ I ତେବେ ପ୍ରଧାନମନ୍ତ୍ରୀ ଏହି ସୂର୍ଯ୍ୟ ଗ୍ରହଣ ଦେଖିବା ର ଫୋଟୋ ବେଶ ଚର୍ଚା ରେ ରହିଛି I

ଟ୍ୱିଟର ରେ ସେୟାର କରିଥିଲେ ଫୋଟୋ
ସବୁଠାରୁ ଅଧିକ ଚର୍ଚା ରହିଛି ପ୍ରଧାନମନ୍ତ୍ରୀ ଧରିଥିବା ଏହି ଚଶ୍ମା I ନିଜ ଫୋଟୋ ସେୟାର କରି ନରେନ୍ଦ୍ର ମୋଦି କହିଛନ୍ତି ଭାରତ ରେ ଏହି ସୂର୍ଯ୍ୟ ଗ୍ରହଣ ଅଧିକ ରୁ ଅଧିକ ଅନୁଭୂତି ହେଇଚି I ତେବେ ପ୍ରଧନମନ୍ତ୍ରୀ ଏହି ବାବଦ ରେ ଅନେକ ବିଶେଷଜ୍ଞ ଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି I

ପ୍ରଧାନମନ୍ତ୍ରୀ ଙ୍କ ର ଚଶ୍ମା ର ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା
ଟ୍ୱିଟର ରେ ଏହି ଫୋଟୋ ଉପରେ ସବୁ ଲୋକ ଙ୍କ ର ନଜର ରହିଥିଲା ପ୍ରଧାନମନ୍ତ୍ରୀ ଙ୍କ ର ଏହି ଫୋଟୋ ଉପରେ I ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଙ୍କ ର ଏହି ଚଶ୍ମା ଜର୍ମାନ ରୁ ଆଣିଥିଲେ ଏବଂ ଏହା ର ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ଅଟେ I

ତେବେ ଜନତା ଙ୍କ ର ଏହି କମେଣ୍ଟ ରେ ପ୍ରଧାନମନ୍ତ୍ରୀ ଉତ୍ତର ଦେଇ କହିଛନ୍ତି ମୋଷ୍ଟ ୱେଲକମ I କିଛି ଲୋକେ ଏହି ଫୋଟୋ କୁ ନେଇ ନାନା ସମାଲୋଚନା ମଧ୍ୟ କରିଛନ୍ତି I