ଏହି ଗୋଟିଏ ଫୁଲ ଆପଣ ଙ୍କର ସବୁ ସମସ୍ୟା ଦୁର କରି ପରେ, ଆପଣଙ୍କ ବାଡ଼ିରେ ନିଶ୍ଚୟ ଥିବ ଏହି ଫୁଲ

ଏହା ଶୁଣି ଆପଣ ଶୁଣିଥିବେ କି ଫୁଲ ମନୁଷ୍ୟ ଜୀବନ କୁ ସଫଳ କରିପାରେ I ଏବଂ ଏହି ଫୁଲ କୁ ସାଧାରଣ ଭାବ ରେ ଆମେ ଭଗବାନ ଙ୍କ ପାଖ ରେ ଅର୍ପଣ କରିଥାଉ I ଆଜି ଆମେ ଆପଣ ଙ୍କୁ ଏପରି ଏକ ଫୁଲ ବିଷୟ ରେ କହିବାକୁ ଯାଉଛୁ ଯାହା କି ଆପଣ ଙ୍କ ସଫଳତା ର ମୂଳ କାରଣ ଅଟେ I

ହିନ୍ଦୁ ଧର୍ମ ରେ ମାତା ଦୁର୍ଗା ଙ୍କୁ ଶ୍ରେଷ୍ଠ ଦେବୀ ବୋଲି କୁହାଯାଇଛି I ଏବଂ ପୁରା ସୃଷ୍ଟି ମାତା ଦୁର୍ଗା ଙ୍କ କୃପା ରେ ହିଁ ପରିଚାଳିତ ହେଇଥାଏ I ଯଦି ଆପଣ ନିଷ୍ଠା ର ସହ ମାତା ଦୁର୍ଗା ଙ୍କ ର ପୂଜା କରିବେ ତେବେ ନିଶ୍ଚିତ ରୂପେ ବିଶେଷ କୃପା ପ୍ରାପ୍ତି କରିବେ I ଯଦି ଆପଣ ଙ୍କ ର ଜୀବନ ରେ କିଛି ସମସ୍ୟା ଲାଗି ରହିଛି ତେବେ ମାତା ଦୁର୍ଗା ଙ୍କ କୃପା ରୁ ଏହା ଦୂର ହେଇପାରିବ I ତେବେ ମାତା ଦୁର୍ଗା ଙ୍କ ର ଅତି ପୁଷ୍ପ ହେଉଛି ମନ୍ଦାର I ଏହି ମନ୍ଦାର ଫୁଲ କୁ ଆପଣ ଯଦି ମାତା ଦୁର୍ଗା ଙ୍କୁ ଅର୍ପଣ କରନ୍ତି ତେବେ ବିଶେଷ କୃପା ପ୍ରାପ୍ତି କରିପାରିବେ I

ଆପଣ ଆଗାମୀ ସମୟ ରେ ମାତା ଦୁର୍ଗା ଙ୍କ ର ଆରାଧନା ରେ ଏହି ମନ୍ଦାର ଫୁଲ କୁ ଅର୍ପଣ କରି ବିଶେଷ କୃପା ପ୍ରାପ୍ତି କରିବେ ଏବଂ ଆଗାମୀ ଜୀବନ ରେ ରହିଥିବା ସବୁ ସମସ୍ୟା ର ସମାଧାନ ମଧ୍ୟ କରିପାରିବେ I