ଏହି ଗ୍ରାମର ଏପରି ପରମ୍ପରା ଯୋଉଠି ମହିଳାମାନେ ପିନ୍ଧିପାରିବେ ନାହିଁ ଶାଢ଼ୀ ସହ ବ୍ଲାଉଜ,କାହିଁକି ନା ପୁରୁଷ ମାନେ ସେଠି…

ଜାଣନ୍ତୁ କଣ ପାଁଇ ଏହି ଗ୍ରାମ ର ମହିଳାମାନେ ଶାଢ଼ୀ ସହ ବ୍ଲାଉଜ ପିନ୍ଧିପରିବେ ନାହିଁ I
ଭାରତୀୟ ସଂସ୍କୃତି ବିଶ୍ୱ ର ସବୁଠାରୁ ପୁରାତନ ସଂସ୍କୃତି ଅଟେ I ଏବଂ ନିଜ ର ପରମ୍ପରା ଓ ସଂସ୍କୃତି ପାଁଇ ଆଜି ଭାରତ ସବୁଠାରେ ପରିଚିତ ହେଇପାରିଛି I ଭାରତ ରେ ଅନେକ ପରମ୍ପରା, ସଂସ୍କୃତି ଦେଖିବାକୁ ମିଳିଥାଏ I ତେବେ ଆଜି ଆମେ ଭାରତ ର ଏପରି ଏକ ଗ୍ରାମ ର କଥା କହିବାକୁ ଯାଉଛି ସେଠାକାର ପରମ୍ପରା ଅନୁସାରେ ମହିଳାମାନେ ଶାଢ଼ୀ ସହ ବ୍ଲାଉଜ ପିଂଧିପାରିବେ ନାହିଁ I

ଛତିଶଗଡ଼ ରାଜ୍ୟ ର ଆଦିବାସୀ ଅଂଚଳ ର କାମ କରୁଥିବା ମହିଳା ମାନେ ଶାଢ଼ୀ ସହ ବ୍ଲାଉଜ ପିନ୍ଧିପରିବେ ନାହିଁ I ତେବେ ଏହି ପରମ୍ପରା ଅନଶୁୟାରେ ମହିଳାମାନେ ନିଜ ବ୍ଲାଉଜ ପିନ୍ଧନ୍ତି ନାହିଁ କି ଅନ୍ୟ କାହାରିକୁ ଏହି ପୁରାତନ ପରମ୍ପରା କୁ ଭାଙ୍ଗିବାକୁ ଦିଅନ୍ତି ନାହିଁ I

ଏହି ଜାଗା ରେ ରହୁଥିବା ଲୋକେ ଏହି ପରମ୍ପରା କୁ 1000 ରୁ ଅଧିକ ବର୍ଷ ହେବ ଏହି ପରମ୍ପରା କୁ ମାନି ଆସୁଛନ୍ତି I ତେବେ ଆଜିକାଲି ର ଫ୍ୟାସନ ଜମାନା ରେ କିଛି ମହିଳା ଏହି ଅଂଚଳ ର ଶାଢ଼ୀ ସହ ବ୍ଲାଉଜ ପିନ୍ଧିବା ଆରମ୍ଭ କରିଦେଲେଣି I କିନ୍ତୁ ଏହି ପରମ୍ପରା କୁ ରକ୍ଷା କରିବା ରେ କିଛି ବୃଦ୍ଧା ବ୍ୟକ୍ତି ଲାଗିଛନ୍ତି I

ତେବେ କିଛି ମଡେଲର ଏପରି ପରମ୍ପରା କୁ ସମର୍ଥନ ଜଣାଇ ନିଜେ ବି ବିନା ବ୍ଲାଉଜ ରେ ଶାଢ଼ୀ ପିନ୍ଧି ନିଜ ର ଫୋଟୋ ସୋସିଆଲ ମିଡ଼ିଆ ରେ ସେୟାର କରିଛନ୍ତି I

ତେବେ ଏପରି ପରମ୍ପରା ବାବଦ ରେ ଆପଣ ଙ୍କ ର ମତାମତ କଣ ନିଶ୍ଚିତ ରୂପେ କମେନ୍ଟ ବକ୍ସ ରେ ଜଣାଇବେ I