ଦୁନିଆ ରେ ଅନେକ ଜାତି ଓ ସମ୍ପ୍ରଦାୟ ର ଲୋକେ ରୁହନ୍ତି I ପ୍ରତୋକ ଲୋକେ ନିଜ ନିଜ ର ରୀତି ନୀତି ରେ ଜୀବନ ଅତିବାହିତ କରିଥାନ୍ତି I ଲୋକ ଙ୍କ ର ଏହି ରୀତି ନୀତି ମଧ୍ୟ ଅନେକ ସ୍ଥାନ ରେ ବେଶ ଆଶ୍ଚଯ୍ୟକର ହେଇଥାଏ I ଆଜି ଆମେ ଏହିପରି ଏକ ରୀତିନୀତି ବିଷୟ ରେ କହିବା କୁ ଯାଉଛୁ I
ଅଧିକାଂଶ ମାମଲା ରେ ଏପରି ରିତୀନୀତି ଗ୍ରାମାଞ୍ଚଳ ରେ ଦେଖିବା କୁ ମିଳିଥାଏ I ଆଜି ଆମେ ଆପଣ ଙ୍କୁ ଏପରି ଏକ ମାମଲା ବିଷୟ ରେ କହିବା କୁ ଯାଉଛୁ ଯାହା କି ବେଶ ଆଶ୍ଚଯ୍ୟକର ଅଟେ I ଏହି ଗ୍ରାମ ରେ ପୁରୁଷ ଙ୍କୁ ଦୁଇଟି ବିବାହ କରିବା କୁ ହେଇଥାଏ I
ରାଜସ୍ତାନ ର ବାଡ଼ମେର ରେ ଥିବା ବେରାସଡ଼ ଗ୍ରାମ ରେ ଏହି ଆଶ୍ଚଯ୍ୟକର ମାମଲା ବହୁଳ ମାତ୍ରା ରେ ପ୍ରଚଳିତ ଅଟେ I ଏହି ଗ୍ରାମ ର ପୁରୁଷ ମାନେ ଦୁଇ ଟି ବିବାହ କରିଥାନ୍ତି I
ଏପରି କୁହାଯାଇଥାଏ କି ଯଦି ପ୍ରଥମ ପତ୍ନୀ ଙ୍କ ଠାରୁ କୌଣସି ସନ୍ତାନ ନ ହେଲେ ଦ୍ୱିତୀୟ ବିବାହ କରିଥାନ୍ତି I ଏହି ଗ୍ରାମ ରେ 70 ଗୋଟି ଘର ରହିଛି I ଏବଂ ଆପଣ ଏହା ଜାଣି ଆଶ୍ଚଯ୍ୟ ହେବେ କି ଏହି ଗ୍ରାମ ରେ କୌଣସି ବି ବ୍ୟକ୍ତି ଙ୍କ ର ପ୍ରଥମ ପତ୍ନୀ ଙ୍କ ର କୌଣସି ସନ୍ତାନ ନାହିଁ I ଏହି କାରଣ ରୁ ଏହି ଗ୍ରାମ ର ପୁରୁଷ ମାନେ ଦ୍ୱିତୀୟ ବିବାହ କରିଥାନ୍ତି I