ଏହି ୩ଜଣ ଟପ ହିରୋଇନ ଫିଲ୍ମ ଛାଡି ଆପଣେଇ ନେଇଥିଲେ ବେସ୍ୟାବୃତି କୁ, ନାଁ ଜାଣିଲେ ଆପଣଙ୍କୁ ଲାଗିପାରେ ଝଟକା

ଆଜି ଆମ ଦେଶ ରେ ଅନେକ ପ୍ରକାର ର ଘଟଣାମାନ ଘଟିଥାଏ I ଦୁନିଆ ରେ କିଛି ଲୋକେ ଏପରି ଅଛନ୍ତି ଯେଉଁମାନେ ଦୁନିଆ ରେ କିଛି ଭିର୍ନ ଜୀବନ ଅତିବାହିତ କରୁଛନ୍ତି I ଏପରି ବି କିଛି ଲୋକ ଯାହାଙ୍କୁ ଦେଖି ଆପଣ ଆଶ୍ଚଯ୍ୟ ହେବେ I

ବଲିଉଡ ର ଦୁନିଆ ଚାକଚକ୍ୟ ଦୁନିଆ ହେଇଥାଏ , ପ୍ରତୋକ ଦିନ ଏଠାରେ ଅନେକ ଘଟଣା ସମ୍ବନ୍ଧ ରେ ଶୁଣିବାକୁ ମିଳିଥାଏ I କେବେ କାହାର ର ପ୍ରେମ ସମ୍ୱନ୍ଧ ତ କେବେ କାହାର ବ୍ରେକଅପ ତ ଆଉ କେବେ କାହାର ର ବିବାହ ର ଖବର ଚର୍ଚା ରେ ରହିଥାଏ I ବଲିଉଡ ଦୁନିଆ ସାଧାରଣ ଲୋକ ଙ୍କ ଦୁନିଆ ଠାରୁ ସମ୍ପୂର୍ଣ ଭିର୍ନ ଅଟେ I ଆଜି ଆମେ ଆପଣ ଙ୍କୁ କିଛି ଏପରି ଅଭିନେତ୍ରୀ ଙ୍କ ବିଷୟ ରେ କହିବାକୁ ଯାଉଛୁ ଯେଉଁମାନେ ଫିଲ୍ମ ଛାଡି ବେସ୍ୟାବୃତି କୁ ଆପଣେଇଛନ୍ତି I

ଭୁବନେଶ୍ୱରୀ – ପୋଲି ବି କିଛି ଦିନ ତଳେ ତାଙ୍କ ଉପରେ କେଶ କରିଥିଲା , 2000 ମସିହା ରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଯୋଡି ହେଇ ସେ କାମ କରିଛନ୍ତି I ସେ ପ୍ରଥମ ଲିଡ଼ ରୋଲ 2008 ରେ କୁରକୁରେ ଫିଲ୍ମ ରେ କରିଥିଲେ I

ଶ୍ଵେତା ପ୍ରସାଦ ବସ୍ତୁ – ଏହି ଅଭିନେତ୍ରୀ ଙ୍କ ର ଫିଲ୍ମ କ୍ୟାରିୟର 2002 ମସିହା ରେ ଆରମ୍ଭ ହେଇଥିଲା , ଏକ ପଞ୍ଚତାରକା ହୋଟେଲ ରେ ବି ପୋଲିସ ଏହି ଅଭିନେତ୍ରୀ ଙ୍କୁ ଗିରଫ କରିଥିଲା ଏକ ସେକ୍ସ ରାକେଟ ରେ I ଏହା ପରେ ତାଙ୍କ ର ଫିଲ୍ମ କ୍ୟାରିୟର ଶେଷ ହେଇଯାଇଥିଲା I

ସାୟାର ବାନ – ଏହି ଅଭିନେତ୍ରୀ ତେଲୁଗୁ ଇଣ୍ଡଷ୍ଟ୍ରି ରେ ବେଶ ଲୋକପ୍ରିୟତା ଅଭିନେତ୍ରୀ ଅଟନ୍ତି I ହାଇଦ୍ରାବାଦ ପୋଲି ଏହି ଅଭିନେତ୍ରୀ ଙ୍କୁ ବି ସେକ୍ସ ରାକେଟ ରେ ଧରିଥିଲା I