ଏହି ଝିଅଟି ସହ ବିଛଣାରେ ଆସି ଶୋଉଥାଏ କୋବ୍ରା ସାପ… ସକାଳ ହେଲେ ପୁଣି ଫେରି ଯାଇଥାଏ

ଭଗବାନ ନିଜ ର ପ୍ରତି ଭକ୍ତ ଙ୍କ ଉପରେ ନିଜ ର କୃପା ଦୃଷ୍ଟି ରଖିଥାନ୍ତି | କିନ୍ତୁ ସଂସାର ରେ କିଛି ଏପରି ଲୋକେ ରହିଥାନ୍ତି ଯାହା ଙ୍କ ଉପରେ ଭଗବାନ ଙ୍କ ର ବିଶେଷ କୃପା ଦେଖିବାକୁ ମିଳିଥାଏ | ଏହି ଏପରି ଏକ ଘଟଣା ଦେଖିବାକୁ ମିଳିଛି ରିମପି ନିବାସୀ କ୍ରିଷ୍ଣା ନଗର ର ଜଣେ ଯୁବତୀ ଙ୍କ ଉପରେ ମହାଦେବ ଙ୍କ ର କୃପା ଦେଖିବାକୁ ମିଳିଛି | ସେହି ଯୁବତୀ ଲଗାତାର 2 ଥର ସାପ ସହ ସୋଇଛନ୍ତି |

ଦାବିନ୍ଦ୍ର କୋର ଙ୍କ କହିବା ଅନୁସାରେ ତାଙ୍କ ପରିବାର ର ସବୁ ସଦସ୍ୟ ବିଦେଶ ଯାଉଥିବା ତାଙ୍କ ଭାଇ ଙ୍କୁ ଛାଡିବାକୁ ଦିଲ୍ଲୀ ଏୟାରପୋର୍ଟ ଯାଇଥିଲେ | ଯେପରି ଯୁବତୀ ସକାଳ 8 ଟା ରେ ଶୋଇକି ଉଠିଲେ ତ ତାଙ୍କ ବିଛଣା ରେ ଏକ 4 ଫୁଟ ର ଧଳା ରଙ୍ଗ ର ସାପ ବି ସୋଇଥିଲା I ସେ ସାହସ କରିକି ନିଜ ଘର ଲୋକ ଙ୍କୁ ପନ ମାଧ୍ୟମ ରେ ଜଣାଇଥିଲେ | ଏବଂ ପରିବାର ଲୋକେ ବି ସଠିକ ସମୟ ରେ ଘରେ ପହଁଚିଯାଇଥିଲେ |

ପରିବାର ଲୋକେ ବି ଘରେ ପହଂଚି ଦେଖିଲେ କି ସାପ ଟି ସେ ସମୟ ପର୍ଯ୍ୟନ୍ତ ସୋଇ ରହିଥିଲା ଏବଂ ପରିବାର ଲୋକେ ସାପ ଟି କୁ ଉଠାଇ ବାହାରେ ଛାଡି ଦେଇଥିଲେ | ସେହିପରି ଆଉ ଏକ ଦିନ ସକାଳ 8.30 ଘଣ୍ଟା ସମୟ ରେ ସେହି ଯୁବତୀ ବିଛଣା ରୁ ଉଠିବା ସମୟ ରେ ଏକ 5 ଫୁଟ ଲମ୍ବା ର ସାପ ସୋଇ ରହିଥିଲା ଏବଂ ପରିବାର ଲୋକଙ୍କୁ ଜଣାଇବା ରୁ ସେମାନେ ଆସି ସେହି ସାପ ଟି କୁ ଧରି ନେଇ ବାହାରେ ଛାଡିଥିଲେ କିନ୍ତୁ ଦୁଇ ଦୁଇ ଥର ଏହି ଘଟଣା ରେ ସାପ ଟି ଯୁବତୀ ଙ୍କ ର କୌଣସି ବି କ୍ଷତି କରିନାହିଁ |