ଆଜିର ଲୋକମାନେ ନିଜର ବ୍ୟସ୍ତବହୁଳ ଏବଂ ଚାପଗ୍ରସ୍ତ ଜୀବନରେ ଖାଦ୍ୟର ଯତ୍ନ ନେବାକୁ ଅସମର୍ଥ ପଡୁଛନ୍ତି | ଯାହାଫଳରେ ପୁରୁଷମାନଙ୍କ କ୍ଷେତ୍ରରେ ଶାରୀରିକ ଦୁର୍ବଳତାର ସମସ୍ୟା କୋମୋନ ହୋଇଗଲାଣି | ପୁରୁଷମାନଙ୍କ ନିକଟରେ ଅପାରଗତା, ସ୍ୱପ୍ନ ଦୋଷ , ଧାତୁ ସମସ୍ୟା ଭଳି ରୋଗ ଦେଖାଯାଉଛି | ଯାହା ତାଙ୍କ ବୈବାହିକ ଜୀବନକୁ ବହୁତ ପ୍ରଭାବିତ କରୁଛି | ଶରୀରରେ ଥିବା ପୋଷକ ତତ୍ତ୍ୱର ଅଭାବ କିମ୍ବା ଅନ୍ୟାନ୍ୟ ମନ୍ଦ ଅଭ୍ୟାସ ଯୋଗୁଁ ପୁରୁଷମାନେ ନିଜର ଶାରୀରିକ ଦୁର୍ବଳତା କୁ ନେଇ ଅସୁବିଧାରେ ପଡ଼ିଥାନ୍ତି |
ଏହି ଶାରୀରିକ ଦୁର୍ବଳତା କାରଣରୁ ପୁରୁଷମାନଙ୍କ କ୍ଷେତ୍ରରେ ସେକ୍ସ ପାୱାର ହ୍ରାସ ପାଇଥାଏ | ଯେଉଁମାନଙ୍କ ନିକଟରେ ଏହି ସମସ୍ୟା ଅଛି, ସେମାନଙ୍କ ପାଇଁ ଏହି ପୋଷ୍ଟ ଅତ୍ୟନ୍ତ ଲାଭଦାୟକ | ବଡ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ପ୍ରକାର ସମସ୍ୟାରେ ପୀଡିତ ଲୋକମାନେ କଇଁଛ ମାଂସ ଖାଇଲେ ଏହି ସମସ୍ୟାରୁ ମୁକ୍ତି ପାଇଥାନ୍ତି | ଏହା ଖାଇବାଦ୍ୱାରା ତାଙ୍କ ଶରୀରରେ ଶକ୍ତି ସଂଚୟ ହୋଇଥାଏ |
ପୁରୁଷତ୍ୱ ବୃଦ୍ଧି କରିବା କ୍ଷେତ୍ର ରେ କଇଁଛ ମାଂସ ଅଧିକ ଲାଭଦାୟକ ବୋଲି ପ୍ରମାଣିତ ହୋଇଛି |ଏହି ଖବର ଶୁଣିଲା ପରେ ଲୋକମାନେ ପ୍ରବଳ ମାତ୍ରରେ କଇଁଛ ମାଂସ ଖାଇବା ଆରମ୍ଭ କରିଦେଲେ | ଏ ପରି ବଜାରରେ ମଧ୍ୟ ଏହି କଇଁଛ ମାଂସ ର ଚାହିଦା ବଢି ଯାଇଛି |ଏହି କଇଁଛ ମାଂସ ପାଇଁ ବିଦେଶୀ ମାନେ ମଧ୍ୟ ଭାରତ କୁ ଅସୁଛନ୍ତି |
ମୁମ୍ବାଇ,ଦିଲ୍ଲୀ ଏବଂ କଲିକତାର ଲୋକମାନେ ଅଧିକ ମାତ୍ରାରେ କଇଁଛ ମାଂସର ଡିମାଣ୍ଡ କରୁଥିବାର ଜଣା ପଡିଛି | ଉତ୍ତର ପ୍ରଦେଶ ର ଜନପୁର, ଆଜମଗଡ, ବଲିଆ, ଗୋରଖପୁର, ବସ୍ତି, ପ୍ରତାପଗଡ, ଆହ୍ଲାବାଦ ଆଦି ଅଂଚଳର କେଉଟମାନେ ନଦୀ ଓ ପୋଖରୀ ମାନଙ୍କରୁ କଇଁଛ ଧରି ଟ୍ରେନ ଯୋଗେ ଏହି ସ୍ଥାନମାନଙ୍କୁ ପଠେଇଥାନ୍ତି |
ଏକ କେଉଟ ର କହିବା ଅନୁଯାୟୀ କଇଁଛମାନଙ୍କୁ ଧରିଆଣିଲା ପରେ ସିଝାଇବାପାଇଁ ଗରମ ପାଣିରେ ଫୋପାଡି ଦିଆଯାଏ। 15 ପ୍ରକାର ପ୍ରଜାତିର କଇଁଛମାନଙ୍କ ମଧ୍ୟରୁ 11 ପ୍ରକାର ପ୍ରଜାତିର କଇଁଛ ଚାଷ କରାଯାଏ, ଏଥିମଧ୍ୟରୁ ଅତି ବିରଳ ପ୍ରଜାତିର କଇଁଛର ନାମ ହେଉଛି ‘କଳା କାଠା ‘ |