କରୋଲି , ଦେଶ ର ପ୍ରତିଷ୍ଠିତ ର୍ଯାବରେଲୀ ସଂସଦୀୟ ସିଟ ରୁ 1977 ରେ ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ବିପକ୍ଷ ରେ ନିର୍ବାଚନ ଲଢ଼ି ବେଶ ଚର୍ଚା କୁ ଆସିଥିଲେ କରୋଲି ନିବାସୀ ବିଦ୍ୟା ହରିପ୍ରସାଦ ଶର୍ମା I ପୁଣି ସେ ଦୀର୍ଘ ଦିନ ପରେ ଚର୍ଚା କୁ ଆସିଛନ୍ତି I ଏଥର କିନ୍ତୁ ସେ ନିଜ ପୁତ୍ରୀ ର ବିବାହ କାର୍ଡ ପାଁଇ ସୋସିଆଲ ମିଡ଼ିଆ ରେ ଚର୍ଚା କୁ ଆସିଛନ୍ତି I ବିବାହ ର ଏହି କାର୍ଡ ସୋସିଆଲ ମିଡ଼ିଆ ରେ ଅଧିକ ଚର୍ଚା ରେ ରହିଛନ୍ତି I
କରୋଲି ରେ ଚଟିକନା ଅଂଚଳ ର ନିବାସୀ ରମଲ ଜୋତିଶି ବିଦ୍ୟା ହରିପ୍ରସାଦ ଶର୍ମା ଙ୍କ ର ପୁତ୍ରୀ ପ୍ରବୀଣ ଙ୍କ ର 25 ଫ୍ରେବୁଆରି ରେ ବିବାହ ହେବାକୁ ଯାଉଛି I ବିବାହ ର କାର୍ଡ ପୁତ୍ରୀ ଯମୁନା ଙ୍କୁ ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଙ୍କ ର ପୁନର୍ଜନ୍ମ ସ୍ୱରୂପ ଅଙ୍କିତ କରିଛନ୍ତି I ଏହା ବିଷୟ ରେ କିନ୍ତୁ କୌଣସି ସଠିକ ପ୍ରମାଣ ନାହିଁ I
ବିବାହ କାର୍ଡ ରେ ଗୃହ ମନ୍ତ୍ରୀ ଅମିତ ସାହା ଓ ଦେଶ ର ରାଷ୍ଟ୍ରପତି ଥିବା ଅବଦୁଲ କାଲାମ ଙ୍କ ସହ ଆମେରିକା ର ପୂର୍ବ ରାଷ୍ଟ୍ରପତି ବାରାକ ଓବାମା ଙ୍କ ଠାରୁ ମିଳିଥିବା ଧନ୍ୟବାଦ କୁ ଉଲେଖ କରିଛନ୍ତି I ଏବଂ ର୍ଯାବରେଲୀ ସିଟ ରୁ ବର୍ଷ 1977 ରେ ନିର୍ବାଚନ ଲଢିକି 2703 ଭୋଟ ପାଇଥିବା ର ମଧ୍ୟ ଉଲେଖ ରହିଛି I ଏହି କାରଣ ରୁ ଏହି କାର୍ଡ ସୋସିଆଲ ମିଡ଼ିଆ ରେ ରହିଛି ବେଶ ଚର୍ଚା ରେ I
ରାଜକୀୟ ଆୟୁର୍ବେଦ ଚିକିସକ ପଦ ରୁ 2010 ରେ ସେବାନିବୃତ ବୈଦ୍ୟ ହରିପ୍ରସାଦ କହିଛନ୍ତି ବର୍ଷ 1977 ରେ ର୍ଯାବରେଲୀ ସଂସଦୀୟ କ୍ଷେତ୍ର ରେ ଇନ୍ଦିରା ଗାନ୍ଧୀ ସହିତ ମୋଟ ସାତ ଜଣ ପ୍ରତିଦ୍ବନ୍ଧି ନିର୍ବାଚନ ଲଢୁଥିଲେ I ଏହି ନିର୍ବାଚନ ରେ 2703 ମତଦାନ ହାସିଲ କରିଥିଲେ I
ତତ୍କାଳ ରାଷ୍ଟ୍ରପତି ପାଟିଲ , ଅବଦୁଲ କାଲାମ , କଂଗ୍ରେସ ର ପୂର୍ବ ରାଷ୍ଟ୍ରପତି ଅଦକ୍ଷ ରାହୁଲ ଗାନ୍ଧୀ , ଗୃହ ମନ୍ତ୍ରୀ ଅମିତ ସାହ , ପୂର୍ବ କେନ୍ଦ୍ର ମନ୍ତ୍ରୀ ମୋତିଲାଲ ସହିତ ଅନେକ ଙ୍କ ସହ ସେ ସାକ୍ଷ୍ୟାତ କରିଥିଲେ I
ସେ ଦୁଇ ଥର ରାଷ୍ଟ୍ରପତି ନିର୍ବାଚନ ପାଁଇ ମଧ୍ୟ ନାମାଙ୍କନ ପତ୍ର ଦାଖିଲ କରିଛନ୍ତି I ଓକିଲ ହରିପ୍ରସାଦ 2012 ଓ 2017 ରେ ରାଷ୍ଟ୍ରପତି ନିର୍ବାଚନ ପାଁଇ ନାମାଙ୍କନ ଦାଖିଲ କରିଛନ୍ତି I କିନ୍ତୁ ତାଙ୍କ ର ଏହି ପ୍ରସ୍ତାବ କୁ ସମର୍ଥନ ମିଳିନାହିଁ I ଏହି ସବୁ ସେ ଏହି ବିବାହ କାର୍ଡ ରେ ମଧ୍ୟ ଉଲେଖ କରିଛନ୍ତି I
ହରିପ୍ରସାଦ ରମଲ ଜୋତିର୍ବିଦ ମଧ୍ୟ ଅଟନ୍ତି I ଏବଂ ନିଜ ର ଜୋତିଷ ବିଦ୍ୟା ଦ୍ୱାରା ଅନେକ IAS , IPS ଓ ଅନେକ ବଡ଼ ବଡ଼ ବ୍ୟକ୍ତି ଙ୍କୁ ମଧ୍ୟ ପ୍ରଭାବିତ କରି ସାରିଛନ୍ତି I ପ୍ରତୋକ ବୁଧବାର ଦିଲ୍ଲୀ ର କରୋଲା ବାଗ ରେ ସେ ଜୋତିଷ ଭବିଷ୍ୟବାଣୀ କୁ ନେଇ ବୈଠକ କରିଥାନ୍ତି I