ଲୁଚି ଲୁଚି ଏହି ଲୋକପ୍ରିୟ ହିରୋଙ୍କୁ ବିବାହ କଲେ Lipsa Mishra, ସାମ୍ନାକୁ ଆସିଲା ବାହାଘର ର ଫୋଟୋ, ଦେଖନ୍ତୁ

ନମସ୍କାର ବନ୍ଧୁଗଣ ବିବାହ ବନ୍ଧନରେ ବାନ୍ଧି ହେଲେ ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ଲିପ୍ସା ମିଶ୍ର। ତେବେ ଦର୍ଶକ ବନ୍ଧୁ ଲିପ୍ସା ମିଶ୍ର କେବେ ବିବାହ କଲେ ଓ କାହାକୁ ବିବାହ କରିଛନ୍ତି ଆପଣମାନେ ଜାଣିଛନ୍ତି କି ଯଦି ଜାଣି ନାହାଁନ୍ତି ତେବେ ଆସନ୍ତୁ ଜାଣିବା।

ଦର୍ଶକ ବନ୍ଧୁ ଆପଣମାନେ ଓଲିଉଡର ଲୋକପ୍ରିୟ ହିରୋଇନ୍ ଲିପ୍ସା ମିଶ୍ରଙ୍କୁ ତ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ ନିଶ୍ଚିତ ଭାବରେ ଦେଖିଥିବେ। ପୂର୍ବରୁ ତୋ ଅଗଣାର ତୁଳସୀ ମୁଁ ଧାରାବାହିକରେ ଲିପ୍ସା ମିଶ୍ର ତୁଳସୀ ଚରିତ୍ରରେ ଅଭିନୟ କରୁଥିଲେ ବର୍ତ୍ତମାନ ଲିପ୍ସା ମିଶ୍ରଙ୍କୁ ଆପଣମାନେ ହେ ପ୍ରଭୁ ଧାରାବାହିକରେ ଜବରଦସ୍ତ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ।

ଲିପ୍ସା ମିଶ୍ରଙ୍କର ହେ ପ୍ରଭୁ ଧାରାବାହିକରେ ଜବରଦସ୍ତ ଅଭିନୟ ପାଇଁ ହେ ପ୍ରଭୁ ଧାରାବାହିକଟି ନମ୍ୱର୍ ୧ ଧାରାବାହିକ ହୋଇ ପାରିଛି। ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ଏକ ଖବର ସୋସିଆଲ ମିଡିଆରେ ବୋହୁ ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି କି ଲିପ୍ସା ମିଶ୍ର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ତେବେ ଦର୍ଶକ ବନ୍ଧୁ ଲିପ୍ସା ମିଶ୍ର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସତ ତାହା କିନ୍ତୁ ରିୟଲ୍ ଲାଇଫରେ ନୁହେଁ ତାହା ହେଉଛି ରିଲ୍ ଲାଇଫରେ। ତେବେ ଦର୍ଶକ ବନ୍ଧୁ ଆଗାମୀ ଦିନମାନଙ୍କରେ ଲିପ୍ସା ମିଶ୍ରଙ୍କର ଗୋଟିଏ ନୂଆ ଫିଲ୍ମ ଆସିବାକୁ ଯାଉଛି ଯେଉଁଥିରେ ଲିପ୍ସା ମିଶ୍ର ବଧୂ ବେଶ ଧାରଣ କରିଛନ୍ତି ଏବଂ ଏହାକୁ ଦେଖି ଦର୍ଶକମାନେ ଭାବୁଛନ୍ତି କି ଲିପ୍ସା ମିଶ୍ର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ ଲିପ୍ସା ମିଶ୍ର କେମିତି ଲାଗନ୍ତି ଆମକୁ ଆମ କମେନ୍ତ୍ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ। ଆଉ ଆମର ଏହି ପୋଷ୍ଟକୁ ସେୟାର କରିବେ |