7 ନଭେମ୍ବର ରୁ 14 ନଭେମ୍ବର ମଧ୍ୟ ରେ ଏହା ମହା ସଂଯୋଗ ହେବାକୁ ଯାଉଛି I ଏହା ଦ୍ୱାରା ବ୍ୟକ୍ତି ଙ୍କ ର ଜୀବନ ରେ ଏକ ବଡ଼ ପରିବର୍ତନ ଦେଖିବାକୁ ମିଳିବ I ଆପଣ ମାତା କାଳରାତ୍ରି ଙ୍କ ର ବିଶେଷ କୃପା ପ୍ରାପ୍ତି କରିବେ I ଯାହା ଦ୍ୱାରା ବ୍ୟବସାୟିକ କ୍ଷେତ୍ର ରେ ଆପଣ ଲାଭବାନ ହେବେ I ଏହି ସମୟ ରେ ଆପଣ ନିଜ ଜୀବନସାଥୀ ଙ୍କ ର ସହଯୋଗ ହାସିଲ କରିବେ I ଦୀର୍ଘ ଦିନ ରୁ କରିଥିବା ଯୋଜନା ରେ ସଫଳ ହେବେ I ଚାକିରୀ କ୍ଷେତ୍ର ରେ ଯୋଡି ହେଇ ରହିଥିବା ବ୍ୟକ୍ତି ଙ୍କର ପଦୋଉର୍ନତି ର ବିଶେଷ ଯୋଗ ମଧ୍ୟ ରହିଛି I ମଦ୍ୟପାନ କରୁଥିବା ବନ୍ଧୁ ଙ୍କ ଠାରୁ ଦୁରେଇ ରୁହନ୍ତୁ I
ମାତା କାଳରାତ୍ରି ଙ୍କ ର କୃପା ରୁ ଆପଣ ସାରା ଜୀବନ ବେଶ ଖୁସି ରେ କଟିବ I କୋର୍ଟ କଚେରୀ ମାମଲା ରେ ଆପଣ ସଫଳ ହେବେ I ଆପଣ ଙ୍କ ର ଜୀବନ ର ସବୁ ସମସ୍ୟା ଦୂର ହେବ I ସାମାଜିକ କ୍ଷେତ୍ର ରେ ମାନ ସଂମାନ ବୃଦ୍ଧି ହେବ I ମାନସିକ ଦୁଶ୍ଚିନ୍ତା ଦୂର ହେବ I ଆର୍ଥିକ ସ୍ତିତି ରେ ଆପଣ ଉର୍ନତି କରିବେ I ଜୀବନସାଥୀ ଙ୍କ ସହ ଆପଣ ଦୂର ଯାତ୍ରା ରେ ଯିବାର ଯୋଗ ରହିଛି I
7 ନଭେମ୍ବର ରୁ 14 ନଭେମ୍ବର ମଧ୍ୟ ରେ ଏହି ମହାସଂଯୋଗ ଦ୍ୱାରା କିଛି ବିଶେଷ ରାଶି ଗୁଡିକ ର ଲୋକେ ହିଁ ଲାଭବାନ ହେଇପାରିବେ ଓ ସେମାନେ ହେଉଛନ୍ତି ସିଂହ , ମକର , ତୁଳା ଓ କର୍କଟ ରାଶି ର ଲୋକେ I
୭ ନଭେମ୍ବର ରୁ ୧୪ ନଭେମ୍ବର ମଧ୍ୟ ହେବାକୁ ଯାଉଛି ଏହି ବିଶେଷ ଯୋଗ; ଏହି ୪ଟି ରାଶିଙ୍କୁ ମିଳିବ ନୁଆ ଖୁସି ଖବର
