ଧୋନି ଙ୍କର ଏହି ୭ ଗୋଟି ଭୁଲ ପାଇଁ ଆଜିବି ଲୋକମାନେ ଭାରତର ସବୁଠୁ ସଫଳ ଅଧିନାୟକଙ୍କୁ ଘୃଣା କରୁଛନ୍ତି, ଜାଣନ୍ତୁ କଣ ଥିଲା ତାଙ୍କ ଭୁଲ

ଆମ ଦେଶ ରେ ଏପରି ବି ଅଧିନାୟକ ଅଛନ୍ତି ଯେଉଁମାନେ ଅନେକ ଗୁଡିଏ ରେକର୍ଡ କରିଛନ୍ତି I ଏବଂ ଭାରତ କୁ ଗୌରବାନ୍ୱିତ କରିଛନ୍ତି I ଧୋନି ଙ୍କ ର କ୍ୟାପଟେନ ଥିବା ସମୟ ରେ ସେ ଭାରତ କୁ ଅନେକ ମ୍ୟାଚ ରେ ଜିତାଇଛନ୍ତି I ଭାରତ କୁ ୱାନଡେ ଓ ଟି 20 ବିଶ୍ୱକପ ବି ନିଜ କ୍ୟାପଟେନ ସମୟ ରେ ଜିତିଛନ୍ତି I ଧୋନି ଜଣେ ବହୁତ ଭଲ ଖେଳାଳି ଅଛନ୍ତି I ଏପରି ବି ଅନେକ କ୍ରିକେଟ ପ୍ରେମୀ ଯେଉଁମାନେ ଆଜି ବି ଧୋନି ଙ୍କୁ ପସନ୍ଦ କରିଥାନ୍ତି I

1.ଯେଉଁପରି ଧୋନୀ ନିଜ କ୍ୟାପଟେନ ସମୟ ରେ ସେ ଅନେକ ସିନିଅର ଖେଳାଳି ଙ୍କୁ ଦଳ ରୁ ବାହାର କରିଥିଲେ I ଧୋନି ଙ୍କ କାରଣ ରୁ ହିଁ ବୀରେନ୍ଦ୍ର ସେହେବାଗ , ଯୁବରାଜ , ସୌରଭ , ଓ ହର୍ବଜନ ସିଂ , ପରି ବଡ଼ ବଡ଼ ଖେଳାଳି ଙ୍କ ର କ୍ୟାରିଅର ସେ ନଷ୍ଟ କରିଦେଇଥିଲେ I

2.ଆପଣ ଜାଣିଥିବେ କି ସେହେବାଗ ଓ ଗମ୍ଭୀର ଙ୍କ ସହ ବି ଧୋନି ଙ୍କ ର ବିବାଦ ହେଇଯାଇଛି I ଏପରି ସୂଚନା ମୁତାବିକ ସେହେବାଗ ଙ୍କ ର ଫିଲଡିଂ କୁ ନେଇ ତାଙ୍କୁ ଦଳ ରୁ ବାହାର କରାଯାଇଛି I ଏବଂ ଗମ୍ଭୀର ବି ଏକ ସିରିଜ ରେ ଭଲ ଖେଳ ପ୍ରଦର୍ଶନ ନ କରିପାରିବା ରୁ ତାଙ୍କୁ ଦଳ ରୁ ବାହାର କରାଯାଇଥିଲା I

3. କ୍ୟାପଟେନ ସମୟ ଧୋନି ଙ୍କ ର ଖେଳ ପ୍ରଦର୍ଶନ ବହୁତ ଖରାପ ଥିଲା ଏବଂ ଧୋନି ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ରେ ଅଧିକାଂଶ ମ୍ୟାଚ ରେ ହାର ର ସମୁଖୀନ କରିଥିଲେ I

4.ଲୋକ ଙ୍କ ର କହିବା ଅନୁସାରେ ଧୋନି କେବଳ ପଇସା କୁ ହିଁ ଚିନ୍ହିଥାନ୍ତି I ସେ ଏକ ମ୍ୟାଚ ରେ ରାଇନା ଙ୍କ ସହ ବି ଝଗଡା କରିସାରିଛନ୍ତି I ସେ ସମୟ ରେ ରାଇନା ଆଇପିଏଲ ରେ ଚେନାଇ ପାଁଇ ଖେଳୁଥିଲେ I

5.ଧୋନି ଙ୍କ ର କ୍ୟାପଟେନ ସମୟ ରେ ଦେଖାଯାଇଥିଲା କି ସେ ଚେନାଇ ଖେଳାଳି ଙ୍କୁ ଅଧିକ ମହତ୍ୱ ଦେଇଥାନ୍ତି I

6.ଆଜିକା ସମୟ ରେ ଦଳ ରେ ଯେପରି ଖେଳାଳି ଙ୍କ ର ଅଭାବ ରହିଛି ଏହା କୁ କେହି ବି ଭୁଲି ନାହାନ୍ତି I

7.ଅଷ୍ଟ୍ରେଲିଆ ବିପକ୍ଷ ରେ 2013-14 ରେ ଟେଷ୍ଟ ସିରିଜ ରେ ହାରିବା ପରେ ଧୋନି ଟେଷ୍ଟ ସିରିଜ ରୁ ସନ୍ୟାସ ନେଇଯାଇଥିଲେ ଏହାପରେ ତାଙ୍କ କ୍ୟାରିୟର ରେ ଏକ ବିରାମ ଲାଗିଥିଲା I