ଏହା ସବୁ ଜିନିଷ ଦେଖିବା ପରେ ଆପଣ ବି ମାନିଯିବେ, ଆଜି ବି ଜୀବିତ ଅଛନ୍ତି ପ୍ରଭୁ ହନୁମାନ… ଜୟ ବଜରଙ୍ଗ ବାଲି

ଆପଣ ଅଧିକାଂଶ ସମୟ ରେ ଦେଖିଥିବେ କି ଯେତେବେଳେ ବି କେହି ଲୋକେ ଡରିଥାନ୍ତି ତ ହନୁମାନ ଚାଳିଶ ର ପାଠ କରିଥାନ୍ତି ଏବଂ ହନୁମାନ ଙ୍କ ର ନାମ ଆପେ ଆପେ ତାଙ୍କ ପାଟି ରେ ଆସିଥାଏ | ତେବେ ଜଣେ ବ୍ୟକ୍ତି ଙ୍କ ଉପରେ ଯଦି ଶନି ଦଶା ପଡିଛି ତେବେ ସେ ବି ହନୁମାନ ଙ୍କ ର ପୂଜା ଅର୍ଚନା କରି ରକ୍ଷାପାଇପାରିବେ |

ଆଜିକା ସମୟ ରେ ଆମେ ମନ୍ଦିର ଯାଇକି ହନୁମାନଙ୍କର ପୂଜା କରିଥାଉ | ଏବଂ ନିଜର ସୁରକ୍ଷା ପାଁଇ ବିନତି କରିଥାଉ | କିନ୍ତୁ ହନୁମାନ ଆଜିବି ଏ ଧରା ପୃଷ୍ଠ ରେ ଅଛନ୍ତି କିନ୍ତୁ ଆପଣ ହୁଏତ ବିଶ୍ୱାସ କରିପାରନ୍ତି ନାହିଁ |

ଆଠଜଣ ଚିରଞ୍ଜିବି ମଧ୍ୟରୁ ଜଣେ ହେଲେ ହନୁମାନ

କୌଣସି ଏକ ଶ୍ଳୋକ ରେ ତ ନାହିଁ ମହାଭାରତ ଓ ରାମାୟଣ ରେ ବି ହନୁମାନ ଙ୍କ ର ଅମରତ୍ୱ ସମ୍ପର୍କ ରେ ଅନେକ କଥା ର ଉଲେଖ ରହିଛି | ଯେଉଁଥିରେ ଦ୍ରୋଣାଚାର୍ୟ ଙ୍କ ର ପୁତ୍ର ଅଶ୍ୱସ୍ଥମା, ପ୍ରହ୍ଲାଦ ର ପରପୁତ୍ର ବାଲି, ମହାଭାରତର ରାଜଗୁରୁ କୃପାଚାର୍ଯ୍ୟ, ବିଷ୍ଣୁ ଭଗବାନଙ୍କର ଷଷ୍ଠ ଅବତାର ପର୍ଶୁରାମ , ରାବଣ ର ଭାଇ ଭିଭିଷଣ , ମାର୍କଣ୍ଡେୟ ଓ ମହାଭାରତ ର ବେଦ ବ୍ୟାସ ଙ୍କ ର ନାମ ମଧ୍ୟ ଉଲେଖ ରହିଛି |

ପ୍ରଣାମ

ଯେବେ ଯେବେ ଭଗବାନ ମାନବ ରୂପେ ଏ ଧରା ପୃଷ୍ଠ ରେ ଜନ୍ମ ନେଇଥାନ୍ତି ତ ସେମାନେ ଏ ଶରୀର କୁ ପୁଣି ତ୍ୟାଗ କରିଥାନ୍ତି | ଏହାର ଅନେକ ପ୍ରମାଣ ଆମେ ଅନେକ ଗ୍ରଂଥ ରେ ଦେଖିବାକୁ ପାଇଥାଉ | ଯେପରି ଭଗବାନ ରାମ ନିଜେ ସରଯୁ ନଦୀ ରେ ନିଜେ ଦେହତ୍ୟାଗ କରିଥିଲେ କିନ୍ତୁ ହନୁମାନ ଏ ଯିବ ଶରୀର କୁ ଛାଡି ଯିବା ସମ୍ପର୍କ ରେ କୌଣସି ବି ପୁରାଣ ରେ ଉଲେଖ ନାହିଁ |

ଅମର ବରଦାନ

ରାମାୟଣ ର ଚାଳିଶତମ ଅଧ୍ୟାୟ ରେ ଉଲେଖ ରହିଛି ଶ୍ରୀ ରାମ ଲଙ୍କା ବିଜୟ ପରେ ସେ ହନୁମାନ ଙ୍କ ଉପରେ ପ୍ରସନ୍ନ ହେଇ ତାଙ୍କୁ ଅମରତ୍ୱ ର ବରଦାନ ଦେଇଥିଲେ |

ଚାରି ଯୁଗ ରେ ହନୁମାନ

ଶ୍ରୀ ହନୁମାନ ଚାଳିଶ କୁ ତୁଲସୀଦାସ ଲେଖିଥିଲେ ଏବଂ ଏଥିରେ ଉଲେଖ ରହିଛି କି ଚାର ଯୁଗ ପରତାପ ତୁମ୍ହାରା |

ସତ୍ୟଯୁଗ ରେ ଶିବ ରୂପେ

ହନୁମାନ ଚାଲିସରେ ଏହା ଉଲେଖ ରହିଛି କି ଶଙ୍କର ସୁବନ ଅର୍ଥାତ ଶିବ ଙ୍କ ର ସ୍ୱରୂପ |

ତ୍ରେତୟା ଯୁଗ ରେ ହନୁମାନ ରୂପେ

ତ୍ରେତୟା ରେ ଭଗବାନ ବିଷ୍ଣୁ ରାମ ଅବତାର ଓ ମହାଦେବ ହନୁମାନ ଅବତାର ରେ ଧରାପୃଷ୍ଠ ରେ ଅବତାରୀତ ହେଇଥିଲେ |

ଦ୍ୱାପର ରେ ଭୀମ

ମହାଭାରତ ରେ ବି ଭୀମ ଓ ହନୁମାନ ଙ୍କ ସମ୍ପର୍କ କୀତ ଅନେକ ଋଚାକ ପୁର୍ଣ ଘଟଣା ସମ୍ପର୍କ ରେ ପଢିବାକୁ ପାଇଥାଉ |

କଳିଯୁଗ

ଶ୍ରୀ ମଦ ଭାଗବତ ଗୀତା ରେ ଉଲେଖ ରହିଛି କି କଳିଯୁଗ ରେ ହନୁମାନ କୈଳାଶ ପର୍ବତ ରେ ଗନ୍ଧମାର୍ଦନ ପର୍ବତ ରେ ବାସ କରିଥାନ୍ତି |

41 ବର୍ଷ ରେ ଥରେ ଏଠାକୁ ଆସିଥାନ୍ତି

ଏପରି କୁହାଯାଇଥାଏ କି ଶ୍ରୀ ରାମ ଯେତେବେଳେ ପୃଥିବୀ ଲୋକ ଚଡି ଚାଲିଯାଇଥିଲେ ତ ହନୁମାନ ଲଙ୍କା ର ଜଙ୍ଗଲ ରେ ରହିବାକୁ ଲାଗିଲେ ଏବଂ ସେଠାକାର ଲୋକେ ତାଙ୍କ ର ସେବା କରିଥିଲେ ଏବଂ ହନୁମାନ ପ୍ରସନ୍ନ ହେଇ ତାଙ୍କୁ ଅଶରିବାଦ ଦେଇଥିଲେ କି ପ୍ରତି 41 ବର୍ଷ ରେ ଥରେ ସେ ସେଠାକୁ ଯିବେ |

ହନୁମାନ ଙ୍କ ର ପାଦ ଚିହ୍ନ
ଆନ୍ଧ୍ର ପ୍ରଦେଶ, ଶ୍ରୀ ଲଙ୍କା , ମାଲେସିୟା ଓ ଥାଇଲାଣ୍ଡ ରେ ଅନେକ ବିଶାଳ ପାଦ ଚିହ୍ନ ଦେଖିବାକୁ ମିଳିଛି ଲୋକଙ୍କ ର ଏହା କହିବା କଥା କି ଏହା ହନୁମାନ ଙ୍କ ର ପାଦ ଚିହ୍ନ ଅଟେ |