ଏହି ସମୟରେ ଆରମ୍ଭ ହେବ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟି-20 ମ୍ୟାଚ, ସମ୍ବାବିତ; ରୋହିତ ଶର୍ମା ଖେଳିବେ ନାହିଁ, ଏହା ହେଉଛି ପୁରା ଦଳ

ରୋହିତ ଶର୍ମା ଜଣେ ଅନ୍ତରାଷ୍ଟ୍ରୀୟ ସ୍ତର ର କ୍ରିକେଟର ଅଟନ୍ତି I ତାଙ୍କ ର ଜନ୍ମ ନାଗପୁର , ମହାରାଷ୍ଟ୍ର ରେ ହେଇଥିଲା I ରୋହିତ ଶର୍ମା ଜଣେ ପରାକ୍ରମୀ କ୍ରିକେଟର ଅଟନ୍ତି I ରୋହିତ ଶର୍ମା ଟେଷ୍ଟ କ୍ରିକେଟ , 20-20 ଛଡା IPL ଲିଗ ରେ ମଧ୍ୟ ଖେଳିଥାନ୍ତି I ବର୍ତମାନ ସେ ଭାରତୀୟ ଟିମ ର ଉପ ଅଧିନାୟକ ମଧ୍ୟ ଅଟନ୍ତି I

ଭାରତ ଓ ବାଂଲାଦେଶ ମଧ୍ୟ ରେ ତିନି ଗୋଟି ମ୍ୟାଚ ର ଟି 20 ମ୍ୟାଚ ହେବ I ପ୍ରଥମ ମ୍ୟାଚ ଟି 3 ନଭେମ୍ବର ସନ୍ଧ୍ୟା 7.00 ଘଟିକା ସମୟ ରେ ଦିଲ୍ଲୀ ର ଅରୁଣ ଜେଟଲୀ କ୍ରିକେଟ ଗ୍ରାଉଣ୍ଡ ରେ ଆୟୋଜିତ ହେବ I ତେବେ ଆଜି ଆମେ ଆଲୋଚନା କରିବା ଭାରତ ର ସମ୍ଭାବିତ କ୍ରିକେଟର ଙ୍କ ର ଟିମ ବିଷୟ ରେ I

ରୋହିତ ଶର୍ମା ହେଇପାରନ୍ତି ବାହାର
ବିରାଟ କୋହଲି ଙ୍କ ର ଅନୁପସ୍ଥିତି ରେ ଭାରତୀୟ ଟିମ ର କ୍ୟାପଟେନ ଦାଇତ୍ୱ ରୋହିତ ଶର୍ମା ଙ୍କ ଉପରେ ରହିଥିଲା I କିନ୍ତୁ ରୋହିତ ଶର୍ମା ବର୍ତମାନ ଆଘାତ ପ୍ରାପ୍ତ କରିଛନ୍ତି ଯାହା ଦ୍ୱାରା କି ସେ ଆଗାମୀ ସମୟ ରେ ଖେଳ ରୁ ବିରତି ନେଇପାରନ୍ତି I ଏକ ମିଡ଼ିଆ ରିପୋର୍ଟ ଅନୁସାରେ ଶୁକ୍ରବାର ଦିନ ରେ ପ୍ରାକ୍ଟିସ ସେକ୍ସନ ରେ ଭାରତୀୟ ବ୍ୟାଟ୍ସମ୍ୟାନ କୋଚ ବିକ୍ରମ ରାଠୋର ଓ ଶ୍ରୀ ଲଙ୍କା ର ନୁବଂ ସେନେବିର ବୋଲିଂ କରୁଥିବା ର ଦେଖିବାକୁ ମିଳିଛି I ତେବେ ଏହି ଅନୁମାନ କରା ଯାଉଛି କି ରୋହିତ ଶର୍ମା ଟିମ ରୁ ବାହାର ହେଇପାରନ୍ତି I

ଭାରତୀୟ ସମ୍ଭାବିତ ଟିମ
ଶିଖର ଧାୱନ , କେଏଲ ରାହୁଲ , ମନୀଷ ପାଣ୍ଡେ , ଶ୍ରେୟସ ଅୟାର, ଋଷବ ପଂତ , ସଂଜୁ ସେମସ୍ନ , ୱାସିଂଟନ ସୁନ୍ଦର , ସାରଦୁଲ , ଠାକୁର ଖାଲିଲ ଅହମଦ , କରୁଣାଳ ପାଣ୍ଡେ I