ଏହି ସମୟରେ ଜନ୍ମ ହେଇଥିବା ଲୋକମାନେ ହେଇଥାନ୍ତି ଅଧିକ ବୁଦ୍ଧିମାନ, ଜାଣନ୍ତୁ

କୌଣସି ବି ମନୁଷ୍ୟ ଙ୍କ ର ଜନ୍ମ ର ସମୟ ଅନୁସାରେ ହିଁ ତାଙ୍କ ଜୀବନ ଉପରେ ଏହା ର ପ୍ରଭାବ ପଡିଥାଏ I ଆଜି ଆମେ ଏହି ବିଷୟ ରେ ହିଁ ଆଲୋଚନା କରିବା କି କେଉଁ ସମୟ ରେ ସନ୍ତାନ ଜନ୍ମ ହେବା ଶୁଭ କେଉଁଟି ଜନ୍ମ ର ଅଶୁଭ ସମୟ ହେଇଥାଏ I

ଯେଉଁ ଲୋକେ ରାତି ରେ ଜନ୍ମ ହେଇଥାନ୍ତି ସେମାନେ ବହୁତ ଜ୍ଞାନୀ ହେଇଥାନ୍ତି I ଏବଂ ନିଜ ର ଦାଇତ୍ୱ କୁ ମଧ୍ୟ ସଠିକ ରୂପେ ପୁରା କରିଥାନ୍ତି I ପ୍ରତୋକ ପରିସ୍ଥିତି ରେ ସେମାନେ ଶାନ୍ତ ରହିଥାନ୍ତି I

ଯେଉଲୋକେ ରାତି ରେ ଜନ୍ମ ହେଇଥାନ୍ତି ସେମାନେ ଜୀବନ ର ସବୁ ସମସ୍ୟା ର ସମାଧାନ କରିଥାନ୍ତି I କାରଣ ମନୁଷ୍ୟ ର ମସ୍ତିଷ୍କ ରାତି ସମୟ ରେ ଅଧିକ ସକ୍ରିୟ ରହିଥାଏ I

ଏକ ସର୍ବେ ଅନୁସାରେ ଯେଉଁ ଲୋକେ ରାତି ରେ ଜନ୍ମ ହେଇଥାନ୍ତି ସେମାନେ ଶାରୀରିକ ରୂପେ ମଧ୍ୟ ଅଧିକ ମଜବୁତ ହେଇଥାନ୍ତି I ସନ୍ଧ୍ୟା ସମୟ ରେ ଅଧିକ ଆକ୍ଟିଭ ରହିଥାନ୍ତି I

ସକାଳୁ ଶୀଘ୍ର ଉଠୁଥିବା ଲୋକ ଙ୍କ ର ମାନସିକ ଦୁଶ୍ଚିନ୍ତା ଅଧିକ ରହିଥାଏ I ଏବଂ ରାତି ରେ ବିଳମ୍ବ ରେ ସୋଉଥିବା ଲୋକେ ଅଧିକ ରିଲାକ୍ସ ମଧ୍ୟ ହେଇଥାନ୍ତି I

ମୋଡ୍ରଡ଼ ୟୁନିଭର୍ସିଟି ରେ ହେଇଥିବା ଏକ ଗବେଷଣା ରୁ ଜଣାଯାଇଛି କି ସକାଳୁ ଶୀଘ୍ର ଉଠୁଥିବା ଲୋକେ ଭଲ ଚାକିରୀ ଓ ଭଲ ଅର୍ଥ ମଧ୍ୟ ରୋଜଗାର କରିଥାନ୍ତି I ଏବଂ ନିଜ ର ବୁଦ୍ଧି କୁ ସଠିକ ଜାଗା ରେ ବ୍ୟବହାର କରିଥାନ୍ତି I

ସକାଳୁ ଶୀଘ୍ର ଉଠୁଥିବା ଲୋକେ ଅତି କମ ରେ 8 ରୁ 9 ଘଣ୍ଟା ସମୟ ନିଦ ରେ ଶୋଇବା ଉଚିତ I ଏବଂ ବିଳମ୍ବିତ ରାତି ରେ ସୋଉଥିବା ଲୋକେ 5 ରୁ 6 ଘଣ୍ଟା ନିଦ ରେ ଶୋଇବା ହିଁ ଯଥେଷ୍ଟ ଅଟେ I

ରାତି ରେ ବିଳମ୍ବ ରେ ସୋଉଥିବା ଲୋକେ ଅଧିକ କାମ କରିବା ରେ ମାହିର ହେଇଥାନ୍ତି I ଏବଂ ଶୀଘ୍ର ସୋଉଥିବା ଲୋକେ କେବଳ 8 ଘଣ୍ଟା କାମ କରିବା ପରେ ଥକିଯାଇଥାନ୍ତି I

ବିଳମ୍ବିତ ରାତି ରେ ସୋଉଥିବା ଲୋକେ ଅଧିକ ସତର୍କ ରହିଥାନ୍ତି I ଏବଂ ଶୀଘ୍ର ସୋଉଥିବା ଲୋକେ ନିଜ କାମ କୁ ଅଧିକ ଗୁରୁତ୍ୱ ଦେଇ ନ ଥାନ୍ତି I

ଲଣ୍ଡନ ସ୍କୁଲ ଅଫ ଇକୋନ୍ମିକ୍ସ ରିସର୍ଚ୍ଚ ଅନୁସାରେ ଯେଉଁ ଲୋକେ ଅଧିକ ରାତି ପର୍ଯ୍ୟନ୍ତ ଚେଇଁ ରହିଥାନ୍ତି ତାଙ୍କ ର IQ ବହୁତ ଭଲ ହେଇଥାଏ I ଏବଂ କଷ୍ଟକର ନିଷ୍ପତି ମଧ୍ୟ ସରଳ ସମାଧାନ କରିପାରିଥାନ୍ତି I