ଆଶ୍ଚର୍ଜ୍ୟ: ଏହି ସ୍ଥାନରେ ରାତିସାରା ତଳେ ଶୋଇଲେ ହିଁ ଗର୍ଭବତୀ ଯେଇଯାନ୍ତି ଝିଅ ମାନେ

ଆଜିର ଏହି ବିକାଶଶୀଳ ଯୁଗରେ ଯେଉଁ ଠାରେ ପ୍ରତିଦିନ ନୂଆ ନୂଆ ଉଦ୍ଭାବନ ହେଇଥାଏ ଏବଂ ମଣିଷ କୃତ ସମସ୍ତ କାର୍ଯ୍ୟ ବି ରବର୍ଟ କରିଥାଏ I ସେହି କ୍ଷେତ୍ରରେ ଅନ୍ୟ ପଟେ ଆଜିବି ଆମ ଦେଶ ରେ କିଛି ଏପରି ଲୋକମନ୍ୟତା ରହିଛି କି ଯାହା କୁ ଆମେ ବିଶ୍ୱାସ କରିବାଟା ଟିକେ କଷ୍ଟକର I

ଆଜି ଆମେ ଯେଉଁ ଚମତ୍କାରିତା ବିଷୟରେ ଆପଣ ଙ୍କୁ କହିବାକୁ ଯାଉଛୁ ତାହା ଆପଣ ଶୁଣି ମଧ୍ୟ ଆଶ୍ଚଯ୍ୟ ଚକିତ ହେଇଯିବେ I

ମାତା ସୀମଶା
ଶୁଣିକି ଠିକେ ଆଶ୍ଚଯ୍ୟ ଲାଗୁଥିବା କିନ୍ତୁ ଏହା ସତ୍ୟ I ଭାରତରେ ଏକ ମନ୍ଦିରରେ ଏହି ମାନ୍ୟତା ରହିଛି କି ଏଠାରେ ତଳେ ସୋଉଥିବା ମହିଳାମାନେ ଗର୍ଭବତୀ ହେଇଯାନ୍ତି I ଏହି ସ୍ଥାନଟି ହିମାଞ୍ଚଳ ର ମଣ୍ଡି ଜିଲ୍ଲା ର ଲାଦଭଣ୍ଡଳ ତହସିଲ ଅନ୍ତର୍ଭୁକ୍ତ ସିମସ ଗ୍ରାମ ରେ ମାତା ସିମସ ଙ୍କ ମନ୍ଦିର ରହିଛି I

ଏହି ମନ୍ଦିରରେ ଦେବୀ ସୀମିଶା ଙ୍କୁ ସନ୍ତାନ ଦାତ୍ରୀ ରୂପେ ଲୋକେ ଜାଣିଥାନ୍ତି I ପ୍ରତୋକ ବର୍ଷ ଏଠାରେ ଅନେକ ନିଃସନ୍ତାନ ଦମ୍ପତି ସନ୍ତାନ ପ୍ରାପ୍ତି ନିମନ୍ତ୍ରେ ମାତାଙ୍କ ମନ୍ଦିର କୁ ଆସିଥାନ୍ତି I


ଯେଉଁ ବ୍ୟକ୍ତି ମାନେ ମନରେ ଶ୍ରଦ୍ଧା ପୂର୍ବକ ମାତା ଙ୍କ ମନ୍ଦିର କୁ ଆସିଥାନ୍ତି I ସେମାନଙ୍କୁ ମାତା ମନବରୂପେ ସ୍ୱପ୍ନାଦେଶ ହେଇ ସନ୍ତାନ ପ୍ରାପ୍ତି ନିମନ୍ତେ ଅଶରିବାଦ କରିଥାନ୍ତି I

ବିଜ୍ଞାନ ସିନା ଏହି କଥା କୁ ମାନୁନାହିଁ କିନ୍ତୁ ଅନେକ ଲୋକ ଏଠାରେ ତାଙ୍କର ଇଚ୍ଛା ପୁରଣ କରିପାରିଛନ୍ତି I