ଏପରି ତ ମନୁଷ୍ୟ ଜୀବନ ରେ କେତେବେଳେ ମୃତ୍ୟୁ ଆସିବ କହିହେବ ନାହିଁ I ଲୋକେ ମାରିବା କୁ କେବେ ହେଲେ ପ୍ରସ୍ତୁତ ରହି ନ ଥାନ୍ତି I ମନୁଷ୍ୟ ଜୀବନ ରେ ସୁଖ ଓ ଦୁଃଖ ଲଗାତାର ଲାଗି ରହିଥାଏ I ମନୁଷ୍ୟ ଜୀବନ ରେ କେବେ କେବେ କିଛି ଏପରି ଘଟଣା ମଧ୍ୟ ଘଟିଯାଇଥାଏ ଯାହା କି ମନୁଷ୍ୟ ସହଜ ରେ ବିଶ୍ୱାସ କରିପାରି ନ ଥାଏ I
ପ୍ରତୋକ ବ୍ୟକ୍ତି ବଂଚିବା କୁ ଭଲ ପାଇଥାନ୍ତି I କିନ୍ତୁ ମୃତ୍ୟୁ ର ନାମ ଶୁଣିବା ମାତ୍ରେ ମନୁଷ୍ୟ ଡରିଯାଇଥାଏ I କିନ୍ତୁ ଜୀବନ ର ଏହା ହିଁ ନିରାଟ ସତ୍ୟ ଜନ୍ମ ଯେପରି ରହିଛି ମୃତ୍ୟୁ ମଧ୍ୟ ସେହିପରି ରହିଛି I
ମନୁଷ୍ୟ ନିଜ ସହ ଘଟୁଥିବା ଖରାପ ଘଟଣା କୁ ନେଇ ସତର୍କ ହେଇଯିବା ଉଚିତ I ନଚେତ କେତେବେଳେ ଜୀବନ ରେ କଣ ଯେ ଅଘଟଣ ଘଟିଯିବ କହିବା ସହଜ ହେଇ ନ ଥାଏ I ସନିଦେବ ଙ୍କ ର କୋପ ରେ ଯେପରି ମନୁଷ୍ୟ ଭୟଭୀତ ରହିଥାନ୍ତି ସେହିପରି ଖୁସି ରେ ରହିଥାନ୍ତି ଯେତେବେଳେ ସନିଦେବ ଙ୍କ ର କୃପା ପ୍ରାପ୍ତି ହେଇଥାଏ I
1.ମେଷ ରାଶି – ଏହି ଲିଷ୍ଟ ରେ ପ୍ରଥମନାମ ହେଉଛି ମେଷ ରାଶି ର I ଏହି ରାଶି ର ଲୋକ ଙ୍କ ର ମୃତ୍ୟୁ କେବେ ଆସିବ ସବୁ କିଛି ଅଚାନକ ହେବ I ତେଣୁ ସର୍ବଦା ସନିଦେବ ଙ୍କର ଆରାଧନା କରିବା ଉଚିତ I
2.ବିଛା ରାଶି – ଏହି ଲିଷ୍ଟ ର ଦ୍ୱିତୀୟ ନାମ ହେଉଛି ବିଛା ରାଶି ର ଲୋକ ଙ୍କ ର I ସନିଦେବ ଙ୍କ ର ପ୍ରକୋପ ରୁ ଦୁରେଇ ରହିବା ଉଚିତ I
3.ମୀନ ରାଶି – ଏହି ଶୁଚି ରେ ନାମ ରହିଛି ମୀନ ରାଶି ର I ଏହି ରାଶି ର ଲୋକେ ସର୍ବଦା ସନିଦେବ ଙ୍କ ର ଆରାଧନା କରିବା ଉଚିତ I ଯାହା ଦ୍ୱାରା କୌଣସି ବି ସଙ୍କଟ ରୁ ଆପଣ ବର୍ତ୍ତିପାରିବେ I ଆପଣ ଅଶ୍ୱସ୍ତ ବୃକ୍ଷ ର ପୂଜା କରିବା ଉଚିତ I
ଏହି ୩ଟି ରାଶିର ଲୋକ ମାନଙ୍କର ଅଧିକ ତଃ ଅକାଳରେ ମୃତ୍ୟୁ ହୋଇଥାଏ, ଜାଣନ୍ତୁ ଆପଣଙ୍କ ରାଶି ତ ନାହିଁ ଏହା ମଧ୍ୟରେ …
