ଏହି Heroine ମାନଙ୍କର ଖରାପ ଅଭ୍ୟାସ ବିଷୟରେ ଜାଣିଲେ, ଆପଣ ବି ମୁଣ୍ଡରେ ହାତ ଦେଇଦେବେ, ଏହି ହିରୋଇନ ତ ଗଞ୍ଜେଇ…

ନମସ୍କାର ବନ୍ଧୁଗଣ ସାର୍ଥକ ଟିଭିରେ ପ୍ରସାରିତ ହେଉଥିବା ସମସ୍ତ ଧାରାବାହିକ ତ ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ ଆଉ ଏହି ଧାରାବାହିକରେ ଅଭିନୟ କରୁଥିବା ସୁନ୍ଦର ହିରୋଇନ୍ ମାନଙ୍କୁ ମଧ୍ୟ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ତେବେ ଦର୍ଶକ ବନ୍ଧୁ ଏହି ସୁନ୍ଦରୀ ହିରୋଇନ୍ ମାନଙ୍କୁ ଆପଣମାନେ ଏହି ଧାରାବାହିକରେ ଖୁବ୍ ସୁନ୍ଦର ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ ହେଲେ ବନ୍ଧୁଗଣ ରିୟଲ୍ ଲାଇଫରେ ସେମାନଙ୍କର ବୋହୁତ ସାରା ଖରାପ ଗୁଣ ରହିଥାଏ ଆପଣମାନେ ଏହା ବିଷୟରେ କିଛି ଜାଣିଛନ୍ତି କି ଯଦି ଜାଣି ନାହାଁନ୍ତି ତେବେ ଆସନ୍ତୁ ଜାଣିବା।

ମାନସୀ ପାଲ୍ଆ: ପଣମାନେ ମାନସୀ ପାଲ୍ ଙ୍କୁ ତୋ ପାଇଁ ମୁଁ ମୋ ପାଇଁ ତୁ ଧାରାବାହିକରେ ମୁଖ୍ୟ ଅଭିନେତ୍ରୀ ଭାବରେ ଅଭିନୟ କରୁଥିବାର ଦେଖିବାକୁ ପାଉଥିବେ ଆଉ ତାଙ୍କର ଖରାପ ଗୁଣଟି ହେଉଛି ସେ ସବୁବେଳେ ତାଙ୍କ ସାଙ୍ଗମାନଙ୍କୁ ଚିଡ଼େଇବା ପାଇଁ ଭଲ ପାଆନ୍ତି।

ତୃପ୍ତି: ତୃପ୍ତି ଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ। ତୃପ୍ତି ଧାରାବାହିକରେ ବୋହୁତ ସୁନ୍ଦର ଅଭିନୟ କରନ୍ତି କିନ୍ତୁ ତାଙ୍କର ଖରାପ ଗୁଣଟି ହେଉଛି ସେ ବୋହୁତ ଶୀଘ୍ର ରାଗିଯାଆନ୍ତି ଆଉ ତାଙ୍କୁ ମଜାମସ୍ତି କରିବା ଜମାରୁ ପସନ୍ଦ ନୁହେଁ।

ଅନନ୍ୟା: ଅନନ୍ୟାଙ୍କୁ ଆପଣମାନେ ଦିବ୍ୟଦୃଷ୍ଟି ଧାରାବାହିକରେ ଅଭିନୟ କରୁଥିବାର ଦେଖିଥିବେ। ସେ ଏହି ଧାରାବାହିକରେ ମୁଖ୍ୟ ଅଭିନେତ୍ରୀ ଭାବରେ ଅଭିନୟ କରୁଛନ୍ତି। ତାଙ୍କର ଖରାପ ଗୁଣଟି ହେଉଛି ସେ ସବୁବେଳେ ଫୋନରେ ଅଧିକ ସମୟ କଥାବାର୍ତ୍ତା ହେଉଥିବାର ନଜର ଆସନ୍ତି।

ସୁପ୍ରିୟା: ସୁପ୍ରିୟାଙ୍କୁ ଆପଣମାନେ କେମିତି କହିବି କହ ଧାରାବାହିକରେ ବୋହୁତ ସୁନ୍ଦର ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ। ତେବେ ଦର୍ଶକ ବନ୍ଧୁ ସୁପ୍ରିୟାଙ୍କର ଖରାପ ଗୁଣଟି ହେଉଛି ସେ ବେଳେବେଳେ ମଦ୍ୟପାନ କରିଥାନ୍ତି।

ଲିପ୍ସା ମିଶ୍ର: ଲିପ୍ସା ମିଶ୍ରଙ୍କୁ ଆପଣମାନେ ହେ ପ୍ରଭୁ ଧାରାବାହିକରେ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିବାକୁ ପାଉଥିବେ। ତେବେ ଲିପ୍ସା ମିଶ୍ରଙ୍କର ଖରାପ ଗୁଣଟି ହେଉଛି ସେ ମଧ୍ୟ ମଦ୍ୟପାନ କରିଥାନ୍ତି ଏବଂ ଏହାଛଡା ସେ ବୋହୁତ ଶୀଘ୍ର ଅନ୍ୟମାନଙ୍କ ଉପରେ ରାଗି ଯାଆନ୍ତି।

ଜେସି ସାମଲ: ଜେସି ସାମଲଙ୍କୁ ଆପଣମାନେ ଜୀବନସାଥି ଧାରାବାହିକରେ ଖୁବ୍ ସୁନ୍ଦର ଅଭିନୟ କରୁଥିବାର ଦେଖିବାକୁ ପାଉଥିବେ। ତେବେ ଦର୍ଶକ ବନ୍ଧୁ ଜେସି ସାମଲଙ୍କର ଖରାପ ଗୁଣଟି ହେଉଛି ସେ ବୋହୁତ ରାଗି ଆଉ ସେ ଛୋଟ ଛୋଟ କଥାକୁ ନେଇ ବୋହୁତ ଜୋର୍ ରାଗି ଯାଆନ୍ତି।