ଶାହରୁଖ ଖାନଙ୍କର ପୁଅ ଅବ୍ରହାମ ପିନ୍ଧିଥିବା କପଡାର ଦାମ ଜାଣିଲେ ଚମକି ଯିବେ ଆପଣ !

ଆଜି ଆମେ ବଲିଉଡ ର କିଙ୍ଗ ଖାଁ ସାରୁଖ ଙ୍କ ର ପୁଅ ଅବ୍ରହାମ ଙ୍କ ର କପଡା ର ମୂଲ୍ୟ ବିଷୟ ରେ କହିବାକୁ ଯାଉଛୁ I ବିଗତ ଦିନ ରେ ଐଶ୍ୱର୍ଯ୍ୟ ରାୟ ବଚ୍ଚନ ଙ୍କ ର ପୁଅ ଙ୍କ ର ଜନ୍ମ ଦିନ ପାର୍ଟି ସମୟ ରେ ଅବ୍ରହାମ ଏହି ଡ୍ରେସ ପିନ୍ଧିଥିଲେ I

ଉପରେ ଦିଆ ଯାଇଥିବା ଫୋଟୋ ରେ ଆପଣ ଦେଖିପାରିବେ ଏକ ଟି ସାର୍ଟ ଜୋତା ଅବ୍ରହାମ ପିନ୍ଧିଥିବା ର I ଏହା ର ମୂଲ୍ୟ ବିଷୟ ରେ ଆମେ ଆପଣ ଙ୍କୁ କହିବାକୁ ଯାଉଛୁ I

ଅବ୍ରହାମ ଙ୍କ ର ଟି ସାର୍ଟ ର ମୂଲ୍ୟ
ଅବ୍ରହାମ ଙ୍କ ର ଏହି ଟି ସାର୍ଟ ଜିପ କମ୍ପାନୀ ର ଅଟେ I ଏହା 70 ଡଲାର ର ଅଟେ I ଅର୍ଥାତ ଭାରତୀୟ ମୁଦ୍ରା ରେ ଏହା 5000 ଟଙ୍କା ଅଟେ I

ଅବ୍ରହାମ ପିନ୍ଧିଥିବା ପ୍ୟାଣ୍ଟ ର ମୂଲ୍ୟ
ଯଦି ଅବ୍ରହାମ ପିନ୍ଧିଥିବା ପ୍ୟାଣ୍ଟ କଥା ଦେଖିବା ତେବେ ଏହା ର ମୂଲ୍ୟ 30 ଡଲାର ଅର୍ଥାତ 2200 ଟଙ୍କା ଅଟେ I ଏହି ପ୍ୟାଣ୍ଟ ଟି ଆଡିଦାସ କମ୍ପାନୀ ର ଅଟେ I

ଅବ୍ରହାମ ଙ୍କ ର ଜୋତା ର ମୂଲ୍ୟ
ଏହି ଫୋଟୋ ରେ ଆପଣ ଏକ ଲାଲ ରଙ୍ଗ ର ଜୋତା ଦେଖିବାକୁ ପାଇବେ ଏହା ଆଡିଦାସ କମ୍ପାନୀ ର ଜୋତା ଅଟେ I ଯାହା କି ପ୍ରାୟ 306 ଡଲାର ର ଅଟେ ଏବଂ ଭାରତୀୟ ମୁଦ୍ରା ରେ 22000 ଟଙ୍କା ଅଟେ I