ଜିଓ ଦେଲା ନିଜ ଗ୍ରାହକ ମାନଙ୍କୁ New Year ଅଫର,ଏବେ ପୁଣି ମାଗଣାରେ ଉଠେଇ ପାରିବେ ଅନେକ ଲାଭ, ଏମିତି ଉଠାନ୍ତୁ ଲାଭ

ନମସ୍କାର ବନ୍ଧୁଗଣ ଆଗକୁ ଆସୁଛି ନୂଆବର୍ଷ ତେବେ ନୂଆବର୍ଷ ଉପଲକ୍ଷେ ରିଲିୟାନ୍ସ ଜିଓ ନେଇ ଆସିଛି ହାପି ନ୍ୟୁ ୟର୍ ଅଫର୍ ଯାହା ଆପଣମାନଙ୍କୁ ସଂପୂର୍ଣ୍ଣ ୧ ମାସ ମାଗଣା ମଧ୍ୟ ମିଳି ପାରିବ ଭ୍ୟାଲିଡିଟି ତେବେ ଏହାକୁ ନେଇ କଣ ରହିଛି ସଂପୂର୍ଣ୍ଣ ଅପଡେଟ ଜାଣିବା।

ଆପଣ jio.com ୱେବ୍ ସାଇଟ୍ କୁ ଯାଇ ଦେଖିବେ ଆପଣଙ୍କୁ ସେଠାରେ ହାପି ନ୍ୟୁ ୟର୍ ଅଫର୍ ଲେଖା ଥିବାର ଦେଖିବାକୁ ମିଳୁଥିବ। ତେବେ ଏହି ଅଫର୍ ରେ ଆପଣଙ୍କୁ ୨୯ ଦିନ ମାଗଣା ମିଳୁଛି। ଆପଣମାନେ ରିଲିୟାନ୍ସ ଜିଓରେ ବୋହୁତ ସାରା ରିଚାର୍ଜ କରୁଥିବେ ତେବେ ଆପଣ ମୋବାଇଲ୍ ପ୍ରିପେଡ୍ ପ୍ଲାନ୍ କୁ ଆସି ଦେଖିପାରିବେ ଏଠାରେ ହାପି ନ୍ୟୁ ୟର୍ ଅଫର୍ ଆସିଯାଇଛି |

ତା ଉପରେ କ୍ଲିକ୍ କଲେ ଏହାର ଦାମ୍ ରହିଛି ୨୫୪୫ ଟଙ୍କା ଏଥିରେ ଆପଣଙ୍କୁ ୩୩୬ ଦିନର ଭ୍ୟାଲିଡିଟି ମିଳିଥାଏ ହେଲେ ଏବେ ଯେଉଁ ରହିଛି ନୂଆବର୍ଷ ଅଫର୍ ଏଠାରେ ଦେଖନ୍ତୁ ଲେଖା ଯାଇଛି ମୋଟ୍ ୨୫୪୫ ଟଙ୍କା ରିଚାର୍ଜ କରି ୩୬୫ ଦିନର ଭ୍ୟାଲିଡିଟି ମିଳିବ ଆପଣଙ୍କୁ ଏହା ହେଉଛି ହାପି ନ୍ୟୁ ୟର୍ ଅଫର୍।

ଦର୍ଶକ ବନ୍ଧୁ ଯଦି ଆପଣ ଜାନୁଆରୀ ୨ ତାରିଖ ପୂର୍ବରୁ ଏହି ରିଚାର୍ଜ କରୁଛନ୍ତି ତାହେଲେ ଆପଣ ଏହାର ଲାଭ ଉଠାଇ ପାରିବେ ନଚେତ୍ ଯଦି ଆପଣ ଜାନୁଆରୀ ୨ ତାରିଖ ପରେ ଯଦି ରିଚାର୍ଜ କରନ୍ତି ତେବେ ଆପଣଙ୍କୁ ଏହି ୨୯ ଦିନର ଭ୍ୟାଲିଡିଟି ଆପଣ ଆଉ ପାଇ ପାରିବେ ନାହିଁ।