ଦୁନିଆ ର ସବୁଠାରୁ ବଡ଼ ମୟୁସିକ ଆୱାର୍ଡ ସମାରୋହ ଗ୍ରେମି ଆୱାର୍ଡ ର ଆୟୋଜନ ବିଗତ ଦିନ ରେ ରୋଜ ଲସ ଆଞ୍ଜେଲିସ ରେ ଆୟୋଜିତ ହେଇଯାଇଛି I ଏଠାରେ ହଲିଉଡ଼ ର ଅନେକ ଲୋକପ୍ରିୟ କଳାକାର ମଧ୍ୟ ଯୋଗ ଦେଇଥିଲେ I ଏଥିରେ ଭାରତୀୟ ଅଭିନେତ୍ରୀ ପ୍ରିୟଙ୍କା ଚୋପଦା ମଧ୍ୟ ଯୋଗ ଦେଇଥିଲେ I ଏଥିରେ ସେ ନିଜ ପତି ନିକ ଙ୍କ ସହ ଯୋଗ ଦେଇଥିଲେ I ଏହି ଆୱାର୍ଡ ସମାରୋହ ରେ ପ୍ରିୟଙ୍କା ବେଶ ଅଧିକ ହଟ ଡ୍ରେସ ରେ ଆସି ପହଂଚିଥିଲେ I
ଏକ ଧଳା ଗାଉନ ରେ ପ୍ରିୟଙ୍କା ଚୋପଦା ଙ୍କୁ ସବୁ ଦର୍ଶକେ ଚାହିଁ ରହିଥିଲେ I ଏହି ଆୱାର୍ଡ ସମାରୋହ ରେ ପ୍ରିୟଙ୍କା ଙ୍କ ର ଅନେକ ଫୋଟୋ ଉଠାଯାଇଥିଲା I ଏବଂ ଏହି ସବୁ ଫୋଟୋ ସୋସିଆଲ ମିଡ଼ିଆ ରେ ମଧ୍ୟ ବେଶ ଭାଇରଲ ହେଇଚି I କିନ୍ତୁ ଭାରତୀୟ ପ୍ରଶଂସକ ମାନେ ପ୍ରିୟଙ୍କା ଙ୍କ ର ଏପରି ବେଶ ଭୁଷା କୁ ନେଇ ବିରକ୍ତି ପ୍ରକାଶ କରିଥିଲେ I ଭାରତୀୟ ଦର୍ଶକେ ପ୍ରିୟଙ୍କା ଙ୍କ ର ଡ୍ରେସିଂ ସେନ୍ସ କୁ ନେଇ ପ୍ରଶ୍ନ କରିଥିଲେ I
ଜଣେ ୟୁଜର ଏହା ମଧ୍ୟ ଲେଖିଛନ୍ତି ଭାରତ ପରି ମହାନ ଦେଶ ର ନାମ କୁ ପ୍ରିୟଙ୍କା ଖରାପ କରୁଛନ୍ତି I କାରଣ ପ୍ରିୟଙ୍କା ଙ୍କ ପରି ଜଣେ ଭାରତୀୟ ନାରୀ ଙ୍କୁ ଏପରି ପୋଷାକ ଶୋଭା ଦେଉନାହିଁ I ଏପରି ପ୍ରିୟଙ୍କା ଭାରତୀୟ ନାରୀ ସମାଜ ର ମଧ୍ୟ ଅପମାନ କରୁଛନ୍ତି I
ଅନେକ ଦର୍ଶକେ ପ୍ରିୟଙ୍କା ଙ୍କ ର ଏପରି ପୋଷାକ କୁ ଦେଖି ବେଶ ଆଶ୍ଚଯ୍ୟ ମଧ୍ୟ ହେଇଛନ୍ତି I ତେବେ ସୋସିଆଲ ମିଡ଼ିଆ ରେ ପ୍ରିୟଙ୍କା ଙ୍କ ର ଏହି ଡ୍ରେସ ପିନ୍ଧିବା କୁ ନେଇ ନାନା ସମାଲୋଚନା ମଧ୍ୟ ହେଇଚି I ଜଣେ ୟୁଜର ଏହା ମଧ୍ୟ ଲେଖିଥିଲେ କି ବେକାର ଡ୍ରେସ ହେଇଚି I ତେବେ ପ୍ରିୟଙ୍କା ଙ୍କୁ ଲୋକ ଙ୍କ ର ଏପରି କାମେଣ୍ଟସ ରେ କିଛି ଫରକ ପଡ଼ିନାହିଁ I
ଯଦି କାମ କଥା ଦେଖିବା ଆଗାମୀ ସମୟ ରେ ଆବେଞ୍ଜର୍ସ ଏଡ଼ଗେମ ଫେଂ ରୁଷ ବ୍ରଦର୍ସ ପ୍ରୋଜେକ୍ଟ ରେ ନଜର ଆସିବେ I ବିବାହ ପରେ ସ୍କାଇ ଇଜ ପିଙ୍କ ଫିଲ୍ମ ରେ ପ୍ରିୟଙ୍କା ଅଭିନୟ କରିଥିଲେ I କିନ୍ତୁ ଏହି ଫିଲ୍ମ ବକ୍ସ ଅଫିସ ରେ ସେପରି ଲୋକପ୍ରିୟତା ହାସିଲ କରି ନ ଥିଲେ I ଏହି ଫିଲ୍ମ ରେ ଫାରହାନ ଅକ୍ଷତାର ମୁକ୍ଷ୍ୟ ଭୂମିକା ରେ ଥିଲେ I ବିଗତ ଦିନ ରେ ଫିଲ୍ମ ଦ ୱାଇଟ ଟାଇଗର ର ସୁଟିଂ ଶେଷ କରିଛନ୍ତି ପ୍ରିୟଙ୍କା I