ଏହି ୫ଜଣ ପୁରୁଷ ବିବାହ କରିକି ମହିଳା ମାନେ କେବେ ହେଲେ ଖୁସିରେ ରୁହନ୍ତି ନାହିଁ, ଆପଣ ବି ହେଇଯାନ୍ତୁ ସାବଧାନ

ପ୍ରତୋକ ଝିଅ ଙ୍କ ର ଇଚ୍ଛା ରହିଥାଏ କି ତାଙ୍କୁ ତାଙ୍କ ମନ ର ରାଜକୁମାର ମିଳୁ I ଏବଂ ଯାହା ଦ୍ୱାରା କି ସେ ଜୀବନ ସାରା ଖୁସି ରେ ରହିବେ I କିନ୍ତୁ କେବେ କେବେ ଏହି ସୁନ୍ଦର ସ୍ବପ୍ନ କୁ ଖରାପ ସ୍ୱପ୍ନ ରେ ପରିବର୍ତନ ହେବାକୁ ଡେରି ଲାଗିଁଥାଏ I କେବେ କେବେ ମହିଳା ମାନେ ଏପରି ଭୁଲ ବ୍ୟକ୍ତି ଙ୍କୁ ଜୀବନସାଥୀ ରୂପେ ବାଛିଥାନ୍ତି ଯାହା ଦ୍ୱାରା କି ତାଙ୍କ ପୁରା ଜୀବନ ନଷ୍ଟ ହେଇଥାଏ I

ଏହି ପ୍ରକାର ପୁରୁଷ ଙ୍କୁ ବିବାହ ନ କରିବା ଭଲ I
ଅବିଶ୍ୱାସ କରୁଥିବା ବ୍ୟକ୍ତି – ଯେଉଁ ପୁରୁଷ ମାନେ ସର୍ବଦା ସ୍ତ୍ରୀ ଙ୍କୁ ଅବିଶ୍ୱାସ କରିଥାନ୍ତି ଏବଂ ଏହି ଅବିଶ୍ୱାସ ମାତ୍ରାଧିକ ହେଇଥାଏ ଏପରି କି ପାଖ ପଡୋଶୀ ଙ୍କ ସହ ଯଦି ସ୍ତ୍ରୀ କଥା ହୁଅନ୍ତି ତେବେ ମଧ୍ୟ ସନ୍ଦେହ କରିଥାନ୍ତି ତ ଏପରି ପୁରୁଷ ଙ୍କୁ ବିବାହ କରିବା ଉଚିତ ନୁହେଁ I

ହିଂସା କରୁଥିବା ବ୍ୟକ୍ତି – ଆଜି ମଧ୍ୟ ଅନେକ ମହିଳା ଘରୋଇ ହିଂସା ର ଶିକାର ହେଉଛନ୍ତି ଏବଂ ଅନେକ ଏପରି କାପୁରୁଷ ମାନେ ମହିଳା ଙ୍କ ଉପରକୁ ହାତ ଉଠାଇବାକୁ ପଛନ୍ତି ନାହିଁ I

ନିଶା ଖାଉଥିବା ବ୍ୟକ୍ତି – ଯେଉଁ ବ୍ୟକ୍ତି ସର୍ବଦା ନିଶା ରେ ବୁଡି ରହିଥାନ୍ତି ସେପରି ବ୍ୟକ୍ତି ଙ୍କୁ ବିବାହ କରିବା ମହିଳା ଙ୍କ ର ମୂର୍ଖାମୀ ଅଟେ I ତେଣୁ ଏପରି ପୁରୁଷ ଙ୍କୁ ଭୁଲ ରେ ବି ବିବାହ କରିବା ଅନୁଚିତ ଅଟେ I

ଅୟସୀ ରେ ବୁଡି ରହୁଥିବା ବ୍ୟକ୍ତି – ଯେଉଁ ବ୍ୟକ୍ତି ସର୍ବଦା ହଜାରେ ନାରୀ ଙ୍କ ସହ ଯୌନ ପିପାସା ରେ ବୁଡି ରହିଥାନ୍ତି ସେପରି ବ୍ୟକ୍ତି ଙ୍କୁ କେବେ ହେଲେ ବିବାହ କରି ସ୍ତ୍ରୀ ଶାନ୍ତି ରେ ରହିପାରନ୍ତି ନାହିଁ I

ମହିଳା ଙ୍କୁ ସଂମାନ ନ କରୁଥିବା ବ୍ୟକ୍ତି – କିଛି ଲୋକଙ୍କ ର ଚିନ୍ତାଧାରା ବହୁତ ପୁରୁଣା ହେଇଥାଏ ଏବଂ ଆଜି ମଧ୍ୟ ସେପରି ଲୋକେ ମହିଳା ଙ୍କୁ ଠିକ ରେ ସଂମାନ ଦେଇନଥାନ୍ତି I ତେଣୁ ଏପରି ପୁରୁଷ ଙ୍କୁ ମଧ୍ୟ ବିବାହ କରିବା ଉଚିତ ନୁହେଁ I