୧୦ ବର୍ଷରେ ଏତେ ବଦଳି ଯାଇଛନ୍ତି ଟିଭିର ସେହି ଛୋଟ କ୍ରିଷ୍ଣା, ଏବେ ଚିହ୍ନିବା କଷ୍ଟ ଦେଖନ୍ତୁ

ଏମିତିରେ ସାଧାରଣ ବହବରେ ଟିଭି ରେ ମଧ୍ୟ ଅନେକ କୁନି କଳାକାର ମାନେ ଅଭିନୟ କରିବାର ଆମେ ଦେଖିଥାଉ I ଏବଂ ନିଜ ଅଭିନୟ ରେ ଲକ୍ଷ ଲକ୍ଷ ଲୋକଙ୍କ ର ମନ କୁ କିଣିଥାନ୍ତି I ତେବେ ଆଜି ଆମେ ସୋନି ରେ ଦେଖାଯାଉଥିବା ଶୋ “ବଡେ ଅଛେ ଲାଗତେ ହେଁ” ରେ ପିନହୁ ନାମ କ ଜଣେ ପିଲାକୁ ଦେଖିଥିବେ I

ଏବଂ ସେହିପରି ଏକ ଝିଅ ମଧ୍ୟ ଥିଲା ଯିଏ କି ନିଜ ର ସୁନ୍ଦର ଅଭିନୟ ରେ ସବୁ ଲୋକଙ୍କୁ ବେଶ ଖୁସି କରିପାରିଥିଲା I ତେବେ ଆଜି ଆମେ ଆଲୋଚନା କରୁଛେ କାଲଶ ରେ ଦେଖାଯାଉଥିବା “ଜୟ ଶ୍ରୀ କ୍ରିଷ୍ଣା” , ଯେଉଁଥିରେ ଏକ ପିଲା କୃଷ୍ଣ ଙ୍କ ର ବହୁତ ସୁନ୍ଦର ଅଭିନୟ କରିପାରିଥିଲା I ଏବଂ ଦର୍ଶକେ ମଧ୍ୟ ଏହି ଶୋ କୁ ବହୁତ ପସନ୍ଦ କରିଥାନ୍ତି I

ଶ୍ରୀ କୃଷ୍ଣ ଙ୍କ ର ଭୂମିକାରେ ଅଭିନୟ କରୁଥିବା ଏହି କୁନି କଳାକାର ଙ୍କ ର ବାସ୍ତବ ନାମ ଘ୍ରୁଟି ଭାଟିଆ ଅଟେ I ଏବଂ ଏହି ଶୋ କରିବା ପରେ ଏହି କୁନି କଳାକାର ବେଶ ଲୋକପ୍ରିୟତା ମଧ୍ୟ ପାଇଥିଲେ I ଏବଂ ବର୍ତମାନ ର ତାଙ୍କ ର ଫୋଟୋ ଦେଖିଲେ ଆପଣ ଜାଣିପାରୁଥିବେ କି ସେ ଆହୁରି ମଧ୍ୟ ଅଧିକ ସୁନନ୍ଦର ଦେଖାଯାଉଛନ୍ତି I

ସେ ଏପରି କିଛି ସିରିୟଲ କରିବା ଛଡା କିଛି ବିଜ୍ଞାପନ ରେ ମଧ୍ୟ ସୁନ୍ଦର ଅଭିନୟ କରିବାର ଦେଖିବାକୁ ମିଳିଛି I

ଏବଂ ସେ ତାଙ୍କ ର ଅଭିନୟ ଆରମ୍ଭ କରିବାର ଅନେକ ବର୍ଷ ବିତିଗଲାଣି ଏବେ ସେ ବର୍ତମାନ ବଡ଼ ହେବା ସହ ନିଜ ପାଠ ପଢା କୁ ମଧ୍ୟ ଅଧିକ ଧ୍ୟାନ ଦେଉଛନ୍ତି I

ଦେଖନ୍ତୁ ପ୍ରଥମ ଫୋଟୋ ରେ କେତେ ପରିବର୍ତନ ହେଇଚି I

ଉପରେ କଣ ଦେଖୁଛନ୍ତି ଆପଣ I

ଘ୍ରୁଟି ଙ୍କ ର ସଂଗୀତ ରେ ଅଧିକ ମନ ରହିଥାଏ I

ଏହି ଅନ୍ଦାଜ ରୁ ତ ଏହା ଜଣା ପଡୁଛି କି ସେ ବହୁତ ସୁନାମ ଅର୍ଜନ କରିବେ I