ନିଜ ର ସ୍କୁଲ ଦିନ କୁ କିଏ ବା ଭୁଲିପାରିବ I ବର୍ତମାନ ବି ଆପଣ ଙ୍କ ର ମନେ ଥିବ ଯେତେବେଳେ ଆପଣ ସ୍କୁଲ ରେ ଥିଲେ କିପରି ହସ୍ତାକ୍ଷର ଲେଖୁଥିଲେ I ଏବଂ କିପରି ଏହି ହସ୍ତାକ୍ଷର କୁ ନେଇ ଶିକ୍ଷକ ଙ୍କ ର ରାଗ ର ଶିକାର ହେଉଥିଲେ I ଏବଂ ଶ୍ରେଣୀ ରେ କିଛି ବିଦ୍ୟାର୍ଥୀ ଏପରି ବି ଅଛନ୍ତି ଯେଉଁମାନଙ୍କ ର ହସ୍ତାକ୍ଷର ଖୁବ ସୁନ୍ଦର ରହିଥାଏ ଓ ଏହି ସୁନ୍ଦର ହସ୍ତାକ୍ଷର ପାଁଇ ସେମାନେ ଭଲ ନମ୍ବର ବି ପାଇଥାନ୍ତି I
ହସ୍ତାକ୍ଷର ବାବଦ ରେ ଏହା ବି କୁହାଯାଇଥାଏ କି ସୁନ୍ଦର ହସ୍ତାକ୍ଷର ଅନୁସାରେ ଜଣେ ବ୍ୟକ୍ତି ଙ୍କ ର ପରିଚୟ ବି ପ୍ରମାଣିତ ହେଇଥାଏ ତେଣୁ ପ୍ରତୋକ ଲୋକେ ଏହି ପ୍ରୟାସ ରେ ରହିଥାନ୍ତି ସ୍କୁଲ ସମୟ ରେ ତାଙ୍କ ର ହସ୍ତାକ୍ଷର କୁ ସୁନ୍ଦର କରିବାକୁ I କିନ୍ତୁ ଆଜି ଆମେ ଏପରି ଜଣେ ବିଦ୍ୟାର୍ଥୀ ଙ୍କ ର ହସ୍ତାକ୍ଷର ବାବଦ ରେ କହିବାକୁ ଯାଉଛୁ ଯାହା ଙ୍କ ର ହସ୍ତାକ୍ଷର ଦେଖି କମ୍ପ୍ୟୁଟର ବି ଲାଜେଇ ଯିବ I
ଯେତେବେଳେ ଆମ ର ଅନେକ ପ୍ରୟାସ ସତ୍ୱେ ବି ହସ୍ତାକ୍ଷର ସୁଧୁରି ନ ଥାଏ ତ ଆମେ ହାର ମାନିଥାଉ କିନ୍ତୁ ଆଜି ଆମେ କହିରଖୁଛୁ କି ଏହା କେବଳ ଆପଣ ଙ୍କ ର ପରିଶ୍ରମ ଉପରେ ହିଁ ନିର୍ଭର କରିଥାଏ , ଉଦାହରଣ ସ୍ୱରୂପ ଆଜି ଆସନ୍ତୁ ଦେଖିବା ନେପାଳ ର ଜଣେ ବିଦ୍ୟାର୍ଥୀ ପ୍ରକୃତି ମିଲ୍ଲା ଙ୍କ ସମ୍ପର୍କ ରେ I
ପ୍ରକୃତି ମିଲ୍ଲା ଜଣେ 8 ଶ୍ରେଣୀ ର ବିଦ୍ୟାର୍ଥୀ ଅଟନ୍ତି ଏବଂ ଆଜିକା ସମୟ ରେ ସେ ସୋସିଆଲ ମିଡ଼ିଆ ରେ ଖୁବ ଶୋକପ୍ରିୟତା ପାଇଛନ୍ତି ଏହା ବି ନିଜର ଦକ୍ଷତା କାରଣ ରୁ I ପ୍ରକୃତି ମିଲ୍ଲା ଙ୍କ ର ଏହି ସୁନ୍ଦର ହସ୍ତାକ୍ଷର କୁ ନେଇ ସେ ରହିଛନ୍ତି ଖୁବ ଚର୍ଚା ରେ I
ସାଧାରଣ ଭାବ ରେ ଆପଣ ଭଲ ହସ୍ତାକ୍ଷର ତ ଦେଖିଥିବେ କିନ୍ତୁ ପ୍ରକୃତି ମିଲ୍ଲା ଙ୍କ ର ହସ୍ତାକ୍ଷର ର ଶୈଳୀ ସମ୍ପୂର୍ଣ ଭିର୍ନ ଓ ଖୁବ ସୁନ୍ଦର ଅଟେ I ଏବଂ ତାଙ୍କ ହାତ ରେ ଲେଖା ଯାଇଥିବା ଖାତା ଦେଖି ଆପଣ ଏହା ଭାବିବେ କି ଏହା କମ୍ପୁଟର ର ପ୍ରିଣ୍ଟିଂଗ ଅଟେ I
ପ୍ରକୃତି ମିଲ୍ଲା ବର୍ତମାନ କେବଳ ଅଷ୍ଟମ ଶ୍ରେଣୀ ର ଛାତ୍ରୀ ଅଟନ୍ତି ଏବଂ ସେ ନେପାଳ ର ସୈନିକ ଅବସିୟା ମହାବିଦ୍ୟାଳୟ ରେ ପାଠ ପଢ଼ନ୍ତି I ତାଙ୍କ ର ପ୍ରଶଂସା ବର୍ତମାନ ଚାରିଆଡେ ଲାଗିରହିଛି I ଏବଂ ତାଙ୍କ ର ହସ୍ତାକ୍ଷର ସାରା ଦୁନିଆ ରେ ବର୍ତମାନ ଚର୍ଚା ରେ ରହିଛି I
ପ୍ରକୃତି ମିଲ୍ଲା ଙ୍କ ର ଏହି ହସ୍ତାକ୍ଷର ର ସୁନ୍ଦରତା ପଛ ରେ ନିଶ୍ଚୟ ତାଙ୍କ ର କଠିନ ପରିଶ୍ରମ ବି ରହିଛି I କାରଣ ବିନା ପରିଶ୍ରମ ରେ କେହି ବି ଦୁନିଆ ରେ ସଫଳ ହେଇ ନାହାନ୍ତି I