ଆମ ଦେଶ ରେ ପୁଅ ଝିଅ ଙ୍କ ର ଅନୁପାତ ପ୍ରାୟ ସମାନ ନାହିଁ I ଆମ ଦେଶ ରେ ଝିଅ ଙ୍କ ତୁଳନା ରେ ପୁଅ ସାମାନ୍ୟ ଅଧିକ ଅଛନ୍ତି I ଏବଂ ପୁଅ ଘର ସର୍ବଦା ନିଜ ପୁଅ ପାଁଇ ଉଚିତ ଜୀବନସାଥୀ ର ସନ୍ଧାନ କରିଥାନ୍ତି I ଏବଂ ସରକାର ପୁଅ ଓ ଝିଅ ଙ୍କ ର ଅନୁପାତ ସମାନ କରିବାକୁ ଅନେକ ଯୋଜନା ମାନ କରୁଛନ୍ତି I
ଏହି ଅଭିଯାନ ରେ ବେଟି ବଚାଓ ବେଟି ପଢ଼ାଓ I ଆମ ସରକାର ମାଗଣା ଶିକ୍ଷ୍ୟା ପ୍ରଦାନ ମଧ୍ୟ କରୁଛନ୍ତି I ଏବଂ ଝିଅ ଙ୍କ ର ବିବାହ ସମୟ ରେ ଆର୍ଥିକ ସୁବିଧା ମଧ୍ୟ ସରକାର ପ୍ରଦାନ କରୁଛନ୍ତି I ଏପରି ଅନେକ ସ୍ଥାନ ରହିଛି ଯେଉଁଠାରେ ପୁଅ ଙ୍କ ର ବିବାହ ପାଁଇ ଝିଅ ମିଳୁ ନାହାନ୍ତି I କିନ୍ତୁ ଆଜି ଆମେ ଦୁନିଆ ର ସବୁଠାରୁ ଧନୀ ରାଷ୍ଟ୍ର ସଂୟୁକ୍ତ ଆରବ ଅମିରାତ ବିଷୟ ରେ କହିବାକୁ ଯାଉଛୁ I ଏହି ଦେଶ ଧନୀ ଦେଶ ଲିଷ୍ଟ ରେ ଗଣତି ହେଇଥାଏ I
ସଂୟୁକ୍ତ ଆରବ ଅମିରାତର ସରକାର ଏଠାରେ ଝିଅ ଙ୍କ ର ବିବାହ କରାଇବାକୁ 10 ଲକ୍ଷ୍ୟ ଟଙ୍କା ର ପୁରସ୍କାର ରାଶି ଘୋଷଣା କରିଛନ୍ତି I ଏହା ଏକ ମୁସଲିମ ଦେଶ ଅଟେ I ଏବଂ ଏଠାରେ ଦୁଇଟି ବିବାହ କରିଲେ ଯୁବକ ଙ୍କୁ ପ୍ରତି ମାସ ରେ ଟଙ୍କା ବି ମିଳିଥାଏ I ଏବଂ ସରକାର ଙ୍କ ତରଫରୁ ଘର ର ବ୍ୟବସ୍ତା ବି ରହିଛି I କିନ୍ତୁ ଏଠାରେ ଜଣେ ବ୍ୟକ୍ତି ଦ୍ୱିତୀୟ ବିବାହ କରିବା ପୂର୍ବ ରୁ ପ୍ରଥମ ପତ୍ନୀ ଙ୍କ ର ଅନୁମତି ନେଇକି ଏହା କରିବେ I