ଯଦି ଏଠାକାର ଯୁବତୀଙ୍କ ସହ କରିବେ ବିବାହ ତେବେ ସରକାର ଆପଣଙ୍କୁ ମାସିକ ଦେବେ ୪ଲକ୍ଷ ଟଙ୍କା, କାରଣ ମଧ୍ୟ ଜାଣନ୍ତୁ

ଆଇସଲ୍ୟାଣ୍ଡ ର ଖବର ବେଶ ଚର୍ଚା ରେ ରହିଥାଏ I ଆଇସଲ୍ୟାଣ୍ଡ ସରକାର ସେଠାକାର ଯୁବତୀ ଙ୍କୁ ଅନ୍ୟ ଦେଶ ର ଯୁବକ ବିବାହ କରିଲେ ତାଙ୍କୁ 3 ଲକ୍ଷ 33 ହଜାର ଟଙ୍କା ଦେଇଥାନ୍ତି I କାରଣ ସେହି ଦେଶ ରେ ପୁରୁଷ ଙ୍କ ର ଜନସଂଖ୍ୟା ଖୁବ କମ ଅଟେ I

ଆଇସଲ୍ୟାଣ୍ଡ ରେ ଯୁବତୀ ଙ୍କ ର ସଂଖ୍ୟା ଗରିଷ୍ଠତା ରହିଛି I ତେଣୁ ସରକାର ଏହି ନିଷ୍ପତି ନେଇଛନ୍ତି କି ନିଜ ଦେଶ ର ଯୁବତୀ ଙ୍କୁ ଅନ୍ୟ ଦେଶ ଯେପରି ଭାରତ , ଆଫ୍ରିକା , ନ୍ୟୁଜଲାଣ୍ଡ ଆଦି ଦେଶ ର ଯୁବକ ବିବାହ କରିଲେ ପ୍ରତୋକ ମାସ ରେ 4 ଲକ୍ଷ ଟଙ୍କା ର ଆର୍ଥିକ ସହାୟତା ପ୍ରଦାନ କରାଯିବ I

ଆଇସଲ୍ୟାଣ୍ଡ ସରକାର ଙ୍କ ର ନିୟମ ଅନୁସାରେ ଅନ୍ୟ ଦେଶ ର ପୁରୁଷ ଙ୍କୁ ସେହି ଦେଶ ରେ ରହିବାକୁ ହେବ I ତେବେ ଆପଣ ମଧ୍ୟ ଏହି ଯୁବତୀ ଙ୍କୁ ବିବାହ କରିଲେ ଆବେଦନ କରିପାରିବେ I