ଏଇ କରୋନା ମହାମାରୀ ର ଦ୍ୱତୀୟ ଲହର ରେ ପୁଣି ଏକ ଦୁଃଖ ଖବର ମନୋରଞ୍ଜନ ଦୁନିଆରୁ ଶୁଣିବାକୁ ମିଳିଛି ପ୍ରାଣ ହରାଇଛନ୍ତି ଓଲିଉଡ଼ ଓ ବୋଲିଉଡ଼ ଓ ବେଶ ଘାତନାମା ଆକ୍ଟର ଶ୍ରୀପଦା | ଶ୍ରୀପଦା ବୋଲିଉଡ଼ ସହିତ ତାମିଲ ଚଳଚିତ୍ରରେ ମଧ୍ୟ ଅଭିନୟ କରିଥିଲେ ଏହା ସହିତ ଶ୍ରୀପଦା ଅଭିନୟ କରିଛନ୍ତି ଅନେକ ଧାରାବାହିକରେ ସେ ହିନ୍ଦୀ ଧାରାବାହିକରେ ନିଜର ଛାପ ଛାଡ଼ିଯାଇଛନ୍ତି |
ପ୍ରାୟ ଟିନେଚର ରୁ ନିଜର କ୍ୟାରିଅର ଆରମ୍ଭ କରି ସେ ତାଙ୍କ ଜୀବନର ପୁରା ସମୟ ଦେଇଥିଲେ ଟେଲି ଜଗତରେ | ଶ୍ରୀପଦା ଅନେକ ଚଳଚିତ୍ର ମଧ୍ୟ କରିଛନ୍ତି 68ରୁ ଅଧିକ ଚଳଚିତ୍ର କରି ଲୋକମାନଙ୍କ ହୃଦୟରେ ଏକ ଅଲଗା ଜାଗା ସୃଷ୍ଟି କରିଥିଲେ | ଶ୍ରୀପଦା ତେବେ ସେ କିଛିଦିନ ହେବ ସେ କରୋନା ରେ ଆକ୍ରାନ୍ତ ଥିଲେ |
କରୋନା ଗମ୍ଭୀର ହେବାରୁ ସେ ମୃତୁବରଣ କରିଛନ୍ତି ଏ ନେଇ ହସ୍ପିଟାଲ ପକ୍ଷରୁ ମଧ୍ୟ ସୂଚନା ମିଳିଛି | ତେବେ ଶ୍ରୀପଦା ଶାଶୁ ଭୂମିକାରେ ଖୁବ ସୁନ୍ଦର ଅଭିନୟ କରୁଥିଲେ ଏବଂ ନେଗେଟିଭ ରୋଲ ସହିତ ପଜେଟିଭ ଓ ହିରୋଇନ ଭୂମିକାରେ ଅଭିନୟ କରି ସେ ଲୋକମାନଙ୍କ ହୃଦୟକୁ ବେଶ ଜିତୁଥିଲେ ଶ୍ରୀପଦା ଙ୍କ ଅଭିନୟ ଏବେ ଲୋକ ଝୁରୁଛନ୍ତି |
ତାମିଲ ଇଣ୍ଡଷ୍ଟ୍ରି ହେଉ ଅବା ବଲିଉଡ ଇଣ୍ଡଷ୍ଟ୍ରି ହେଉ ଶ୍ରୀପଦା ଙ୍କୁ ସମସ୍ତେ ଭଲ ପାଆନ୍ତି ତାଙ୍କ କ୍ୟାରେକ୍ଟର ଅନୁଯାୟୀ ତେବେ ଶ୍ରୀପଦା ଙ୍କ ଆତ୍ମା କୁ ଶାନ୍ତି ନିମନ୍ତେ ଆମେ ଜଗନ୍ନାଥ ଙ୍କ ନିକଟରେ ପ୍ରାଥନା କରୁଛୁ ତାଙ୍କ ଆତ୍ମାର ସଦ୍ଗତି ଦିଅନ୍ତୁ |