Big Update: ଏବେ ଏବେ ଆସିଲା ଆଉ ଏକ ଦୁଃଖଦ ଖବର, ଏହି ଅଭିନେତ୍ରୀ କଲେ ଆତ୍ମ-ହତ୍ୟା, ଫିଲ୍ମ ଜଗତରେ ଖେଳିଗଲା ଶୋକର ଛାୟା

ମନୁଷ୍ୟ ତାର ନିଜ ଜୀବନକୁ ବର୍ତମାନ ଏକ ଖେଳନା କରି ସାରିଲାଣି ଜୀବନ ହେଉଛି ଭଗବାନ ଙ୍କର ଦେୟ ତେଣୁ କେବେବି ସେଇ ଦାନ ଉପରେ ନିଜର କୌଣସି ଅଧିକାର ଦେଖେଇବା ଠିକ ନୁହେଁ କିନ୍ତୁ ବର୍ତମାନ ଆତ୍ମହତ୍ୟା ଏକ ଏପରି ଅବସ୍ଥାରେ ଆସି ପହଁଚିଛି ଲୋକମାନେ ଯେ କୌଣସି ଅସୁବିଧା ପାଇଁ ଆଉ ଲଢେଇ ନକରି ହାରି ଯିବାକୁ ଶ୍ରେୟ ମାନେ କରୁଛନ୍ତି ଏବଂ ଆତ୍ମହତ୍ୟା କରିବାକୁ ନିଜର ପ୍ରଥା ଭାବେ ବାଛି ନେଉଛନ୍ତି |

ଜୀବନରେ ପ୍ରତିଟି ମୁହୁର୍ତରେ ହାରିଯାଇ ଜୀବନର ସମର୍ପଣ କରିଦେବା ସମସ୍ତ ସମସ୍ୟାର ସମାଧାନ ନୁହେଁ କେବେହେଲେ ପ୍ରତିକୂଳ ପରିସ୍ଥିତି ରେ ହାରିଯାଇ ଆତ୍ମହତ୍ୟା କରିବା ଠିକ ନୁହେଁ କିନ୍ତୁ ଏହିପରି ଭାବରେ ଆତ୍ମହତ୍ୟା କରୁଥିବା ଖବର ଆମେ ପ୍ରତିଦିନ ଖବର କାଗଜ ରେ ପାଇଥାଉ ମାତ୍ର ଗୋଟେ ବର୍ଷ ତଳେ ବଲିଉଡ ରେ ଜଣେ ଚମତ୍କାର ଆକ୍ଟର ସୁଶାନ୍ତ ସିଂ ରାଜପୁତ କୁ ଆମେ ହରାଇଛୁ ଏବଂ ସେ ଦୁଃଖ ଆମ ଜୀବନେ ନ ଲିଭୁ ଲିଭୁ ଆଉ ଏକ ଦୁଃଖ ଖବର ପୁଣି ଆସି ପହଁଚି ଯାଇଛି |

ଆଉ ଜଣେ ଅଭିନେତ୍ରୀ ଆତ୍ମହତ୍ୟା କରି ନେଇଛନ୍ତି ସେ ଆଉ ନାହାନ୍ତି ଆମ ଗହଳରେ ସେ 14 ମହଲା ଉପରୁ ଡେଇଁ ଆତ୍ମହତ୍ୟା କରି ଦେଇଛନ୍ତି ସୂଚନା ଯୋଗ୍ୟ ଯେ ମୁମ୍ବାଇ ରେ ମଡେଲିଂ ରେ କାମ କରୁଥିବା ନିଜ କ୍ୟାରିଅର କରୁଥିଲେ ପ୍ରିୟା କୌଣସି କାରଣରୁ ସେ ତାଙ୍କର ବଡ଼ଭଉଣୀ ଙ୍କ ପାଖକୁ ଆସିଥିଲେ ଏବଂ ବଡ ଭଉଣୀଙ୍କ ସୋସାଇଟି ରେ ମଧ୍ୟ ରହୁଥିଲେ | ପ୍ରିୟାଙ୍କ ସହିତ ଜଣେ ଯୁବକ ମଧ୍ୟ ମୁମ୍ବାଇ ରୁ ଆସିଥିଲେ ତେଣୁ ଭଉଣୀ ଘରରୁ ମଧ୍ୟ ସେ ଆସିଥିଲେ |

ତେବେ ଏଇ ରବିବାର ଦିନ ସେ ନିଜ ଘରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାର୍ଟି ନାଚ ଗୀତ ମଧ୍ୟ କରୁଥିବାର ଶୁଣିବାକୁ ମିଳିଥିଲା ଲେଟ ନାଇଟ ପର୍ଯ୍ୟନ୍ତ ପାର୍ଟି କରୁଥିବାରୁ ତାଙ୍କ ମା ସେଠାକୁ ଆସି ଗାଳି ଗୁଲଜ କରିଥିଲେ ତେବେ ଏହାକୁ ଶୁଣି ନସହିପରିବାରୁ ଆତ୍ମହତ୍ୟା କରିଛନ୍ତି ବୋଲି ପୋଲିସ ସୂତ୍ରରୁ ଜଣା ପଡିଛି ତେବେ ସେଠାରୁ କୌଣସି ସୁସାଇଟ ନୋଟ ମିଳିନି ଏବଂ ପୋଲିସ ସେଇ କଲୋନୀ ଵାଲା ଡ଼ାକିଥିବାରୁ ସେଠାକୁ ଯାଇ ପହଁଚିଥିଲେ ଏବଂ ମାମଲା ରୁଜୁ ହୋଇଛି ବୋଲି ଯୋଗେନ୍ଦ୍ର କହିଛନ୍ତି |