ଦୁଃଖ ଖବର, ପୁଣି Film ଇଣ୍ଡଷ୍ଟ୍ରିକୁ ଲାଗିଲା ବଡ ଝଟକା, ଦୁଃଖର ବୁଡ଼ିଲା ସାରା ଦେଶ, ଆଉ ନାହାଁନ୍ତି ଏହି ବଡ କଳାକାର

ଆମ ଚଳଚିତ୍ର ଜଗତ ହେଉଛି ମନରଞ୍ଜନଧର୍ମୀ ଜଗତ ସବୁବେଳେ ପାଇଁ ଅନେକ କଳାକାର ନିଜ କଲା ଦେଖେଇଥାନ୍ତି ଏବଂ ଅନେକ ଡିରେକ୍ଟର ମାନେ ନିଜର କଳାକୁ ପଛରେ ରଖିଥିଲେ ମଧ୍ୟ ଡିରେକ୍ସନ ଦ୍ୱାରା ନିଜର କଳାକୁ ଆକ୍ଟର ମାନଙ୍କ ମଧ୍ୟରେ ଦେଖାନ୍ତି | କଳାକାର ଜଗତ ରୁ ଅନେକ କଳାକାର ଆମକୁ ଛାଡି ଚାଲି ଗଲେଣି ଏବଂ ଅନେକ କଳାକାର କରୋନା ରେ ମୃତୁବରଣ କରିଛନ୍ତି ସେମିତି ମୃତୁ ଘଟିଛି ଆଜି ଆଉ ଜଣଙ୍କର |

ରାଜ ଖୋସଲ ବୋଲିଉଡ଼ ରେ ବେଶ ନାମ ଆକ୍ସନ ଡିରେକ୍ଟର ଭାବେ ରାଜ ଖୋସଲ ଙ୍କୁ ସମସ୍ତେ ଜାଣନ୍ତି ମନ୍ଦିରା ବେଦି ହେଉଛନ୍ତି ରାଜ ଖୋସଲଙ୍କର ୱାଇଫ ଏବଂ ଯିଏକି ଖୁବ ସୁନ୍ଦର ଅଭିନୟ ମଧ୍ୟ କରନ୍ତି ଷ୍ଟ୍ରଗଲ ପିରିଅଡ ରେ ନିଜର ଷ୍ଟ୍ରଗଲିଙ୍ଗ କୁ ବୟାନ କରି ଆକ୍ଟର ଏବଂ ଫିଲ୍ମ ମେକର ହୋଇଥିବା ରାଜ ଖୋସଲଙ୍କର ଆଜି ଭୋର 4:30 ରେ ହୃଦଘାତ ଘଟିଛି ଏବଂ ଯାହା ଫଳରେ ସେ ମୃତୁବରଣ କରିଛନ୍ତି |


ରାଜ ଖୋସଲ ଆକ୍ସନ ଧର୍ମୀ ଚଳଚିତ୍ରରେ ଡିରେକ୍ସନ ଦେବାସହ ଫିଲ୍ମ ରେ ମଧ୍ୟ ତାଙ୍କ ସ୍ତ୍ରୀ ଅଭିନୟ କରନ୍ତି ଯାହାଦ୍ୱାରା କି ରାଜ ଖୋସଲ ବହୁତ ଫେମସ ହୋଇଯାଇଥିଲେ | ଆକ୍ସନ ଧର୍ମୀ ଚଳଚିତ୍ରରେ ରାଜ ଖୋସଲ ଡିରେକ୍ସନ ଲୋକମାନଙ୍କୁ ବେଶ ପସନ୍ଦ ଆସିଥାଏ ଏବଂ ଖୁବ ସୁନ୍ଦର ଡିରେକ୍ସନ ମଧ୍ୟ ଦିଅନ୍ତି ରାଜ ଖୋସଲ ତେବେ ରାଜ ଖୋସଲ ଙ୍କୁ ଅଚାନକ ହରାଇ ଏବେ ସ୍ତ୍ରୀ ମନ୍ଦିରାବେଦି ଭାଙ୍ଗି ପଡିଛନ୍ତି କାହିଁକି ନା ଗୋଟେ ପୁଅ ଓ ଗୋଟେ ଝିଅ କୁ କିପରି ସମ୍ଭାଳିବେ ତାହାନେଇ ଚିନ୍ତାରେ ମନ୍ଦିର ବେଦି ହଟାତ ରାଜ କୁ ହରାଇ ସେ ଭାଙ୍ଗି ପଡିଛନ୍ତି ଏବଂ ମନ୍ଦିରାବେଦି ମିଡ଼ିଆ ସାମ୍ନାରେ କିଛି କହିବା ଲାଗି ତାଙ୍କୁ ଅସମ୍ଭବ ହୋଇପଡିଛି ଆମେ ଭଗବାନ ଙ୍କ ନିକଟରେ ପ୍ରାଥନା କରୁଛୁ କି ରାଜଙ୍କ ଆତ୍ମାକୁ ସତଗତି ଦିଅନ୍ତୁ |