ଚୀନରେ ମିଳିଲା ମନୁଷ୍ୟ ଚେହେରା ଥିବା ଏକ ମାଛ; ଦେଖିବା ମାତ୍ରେ ଲୋକମାନେ ହୋଇଗଲେ ଆଶ୍ଚର୍ଯ୍ୟ ଆପଣ ମଧ୍ୟ ଦେଖନ୍ତୁ ଭିଡ଼ିଓ

ଦୁନିଆ ରେ ଅନେକ ପ୍ରକାର ର ସୁନ୍ଦର ,ନିରୀହ ଓ ଆକ୍ରମକ ଜୀବ ରୁହନ୍ତି I ଏହି ଜୀବ ଙ୍କ ର କିଛି ବିଶେଷ ଗୁଣ କୁ ନେଇ ସେମାନେ ମନୁଷ୍ୟ ର ଦୃଷ୍ଟି ଆକର୍ଷଣ କରିଥାନ୍ତି I ଦୀର୍ଘ ଦିନ ପରେ ମନୁଷ୍ୟ ଏକ ଏପରି ମାଛ ଦେଖିବାକୁ ପାଇଛି ଯାହା କି ମନୁଷ୍ୟ ଆକୃତି ର ମୁହଁ ଅଟେ I ଏପରି ଘଟଣା ଘଟିଛି ଚୀନ ରେ I

ଦକ୍ଷିଣ ଚୀନ ର ଏକ ଗ୍ରାମ ରେ ଜଣେ ମହିଳା ପର୍ଯ୍ୟଟକ ଙ୍କୁ ମନୁଷ୍ୟ ଚେହେରା ଆକୃତି ର ଏକ ମାଛ ଦେଖିବାକୁ ମିଳିଥିଲା I ସେ ସେହି ମାଛ ର ଭିଡିଓ କରିଥିଲେ I ଏବଂ ଏହା କୁ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ I ବର୍ତମାନ ଏହି ଭିଡିଓ ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ମଧ୍ୟ ହେଇଚି I

8 ନଭେମ୍ବର 2019 ରେ ଏହି ଭିଡିଓ ଟି କୁ ଟ୍ୱିଟର ୟୁଜର @ UNEXPLAINED ରେ ସେୟାର କରାଯାଇଛି I ଏହି ଭିଡିଓ ଟି କୁ 5 ଲକ୍ଷ ରୁ ଅଧିକ ଲୋକେ ଦେଖିସାରିଛନ୍ତି ଏବଂ 4569 ଗୋଟି ରୀ ଟ୍ୱିଟ ମଧ୍ୟ କରାଯାଇଛି ଓ ଏହା ସହ 16091 ଲାଇକ ମଧ୍ୟ ମିଳିଛି I