ଗାଈ ଗୋବରରୁ ସବୁ ବର୍ଷ ୫କୋଟି ଟଙ୍କା ରୋଜଗାର କରୁଛନ୍ତି ଏହି ବ୍ୟକ୍ତି, କେମିତି? ପ୍ରଣାଳି ଜାଣିଲା ଝଟକା କହିଯିବେ ଆପଣ

ଗାଈ ର କ୍ଷୀର ଶ୍ବାସ୍ୟ ପ୍ରତି ଭଲ ହେଇଥାଏ ଏହା ତ ଆପଣ ଜାଣିଥିବେ , ଗୋବର ରୁ ଆପଣ ଵୟୋ ଗ୍ୟାସ ବି ପ୍ରସ୍ତୁତ କରିପାରିବେ I

ତେବେ କଣ ଆପଣ ଚିନ୍ତା କରିଛନ୍ତି ଏହି ଗାଈ ର ଗୋବର ଓ ମୁତ୍ରାରୁ ଆପଣ ସାବୁନ ବନାଇ ବି ରୋଜଗାର କରିପାରିବେ I ଏହି ପରି ଜଣେ ବ୍ୟକ୍ତି ଙ୍କ ସମ୍ପର୍କ ରେ ଆମେ ଆଲୋଚନା କରିବାକୁ ଯାଉଛୁ ଯାହା ଙ୍କ ସମ୍ପର୍କ ରେ ଶୁଣି ଆପଣ ବି ଆଶ୍ଚଯ୍ୟ ହେବେ I ଏହି ବ୍ୟକ୍ତି ଗାଈ ର ଗୋବର କୁ ବ୍ୟବହାର କରି କୋଟି କୋଟି ଟଙ୍କା ର କମ୍ପାନୀ କରିଛନ୍ତି I ସେ ଗାଈ ଗୋବର ରୁ ସାବୁନ , ଟୁଥପେଷ୍ଟ, କ୍ରିମ, ଫେସୱାସ ଆଦି ପ୍ରଡକ୍ଟ ର ଉତ୍ପାଦନ କରୁଛନ୍ତି I

କାୖପେଥି ର ପାଉଣ୍ଡର ଉମେଶ ସୋନି ଙ୍କ କହିବା ମୁତାବିକ ଗୋବର ଓ ମୂତ୍ର ରେ ରାଜାପ୍ରତିରୋଧକ ଶକ୍ତି ରହିଥାଏ I ଆୟୁର୍ବେଦ ରେ ବି ଏହି ଗାଈ ର ଗୋବର ମୂତ୍ର ଆଦି ର ବ୍ୟବହାର ରେ ଆୟୁର୍ବେଦ ଔଷଧ ନିର୍ମାଣ ହେଉଛି I ଏହି ବ୍ୟବସାୟ ବି ଖୁବ ଭଲ ଚାଲିଛି I

13 ଗୋଟି ଦେଶକୁ ହେଉଛି ରପ୍ତାନି
ଗାଈ ର ଗୋବର ରେ ହେଉଥିବା ସାବୁନ ର ଚାହିଦା ଖୁବ ବଢ଼ିବାରେ ଲାଗିଛି I ତେବେ ଏହି ସାବୁନ ର ମୂଲ୍ୟ 35 ଟଙ୍କା ଅଟେ , ଦେଖିବାକୁ ଗଲେ ଏହି ସାବୁନ ଭାରତ ସମେତ 13 ଗୋଟି ଦେଶ ରେ ଏହା ର ଚାହିଦା ଦେଖିବାକୁ ମିଳିଲାନି I ଏହି ଦେଶ ଗୁଡିକ ହେଲେ ୟୁକ୍ରେନ , ରୁଷ , ଆମେରିକା , ସିଙ୍ଗାପୁର, ଆଦି ଦେଶ I ତାଙ୍କ ର ଏହି ପ୍ରଡକ୍ଟ ର ଚାହିଦା ବି ଖୁବ ଭଲ ଦେଖିବାକୁ ମିଳିଛି I

5 କୋଟି ର ବ୍ୟବସାୟ ଏହି କମ୍ପାନୀ ର
ସୋନି ଙ୍କ କହିବା ମୁତାବିକ ତାଙ୍କ କମ୍ପାନୀ ର ବ୍ୟବସାୟ ବର୍ଷ କୁ 4 ରୁ 5 କୋଟି ଟଙ୍କା ଅଟେ I ତେବେ ଏଥିରେ ସେ ଏହି ସାବୁନ ର ବିକ୍ରୟ ବର୍ଷ କୁ 2 କୋଟି ଟଙ୍କା ର କରୁଛନ୍ତି I ଏହି ପ୍ରଡକ୍ଟ ଅନଲାଇନ ରେ ବି ବିକ୍ରୟ ହେବାର ଯୋଜନା ଚାଲିଛି I ସେ ଏହି କମ୍ପାନୀ କୁ ବିଗ ବାସ୍କେଟ ସହ ଟାଇଅପ କରିଛନ୍ତି I ତେବେ ଆଗାମୀ କିଛି ବର୍ଷ ମଧ୍ୟ ରେ କମ୍ପାନୀ ଅନେକ ନୂଆ ନୂଆ ପ୍ରଡକ୍ଟ ବି ଲଞ୍ଚ କରିବାକୁ ଯାଉଛି I