ବାଇକ ଚାଲାକ ମାନଙ୍କୁ ଲାଗିଲା ଆଉ ଏକ ବଡ ଝଟକା, ପୁରା ଦେଶରେ ଲାଗୁ ହେଲା ଏହି ନୁଆ ନିୟମ, ପଢନ୍ତୁ ପୁରା ଖବର

ନରେନ୍ଦ୍ର ମୋଦି 2014 ରେ ଭାରତ ର 14 ତମ ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିଲେ I ପୂର୍ବ ରୁ ୭ ଅକ୍ଟୋବର ୨୦୦୧ ରୁ ୨୨ ମଇ ୨୦୧୪ ପର୍ଯ୍ୟନ୍ତ ସେ ଗୁଜୁରାଟ ର ମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ I ବର୍ତମାନ ଭାରତୀୟ ଜନତା ପାର୍ଟି ଓ ଆରଏସଏସ ର ସକ୍ରିୟ ସଦସ୍ୟ ମଧ୍ୟ ସେ ଅଟନ୍ତି I ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦି ଦେଶ ରେ ଅନେକ ନିୟମ ରେ ପରିବର୍ତନ ଆଣିଛନ୍ତି I ସେହିପରି ଯାତାୟାତ ନିୟମ ରେ ମଧ୍ୟ ଏକ ବଡ଼ ପରିବର୍ତନ କରିଛନ୍ତି I ଯାହା କୁ ନେଇ ଗାଡି ଚାଳକ ଙ୍କୁ ଆଇନି ଅମାନ୍ୟ କରିବା କୁ ନେଇ କଠୋର ଦଣ୍ଡ ବିଧାନ ନିୟମ ରହିଛି I

ଦୁଇ ଚକିଆ ଗାଡି ଚାଳକ ଙ୍କ ପାଁଇ ବର୍ତମାନ ଏକ ନୂଆ ସୂଚନା ଜାରି ହେଇଚି I ମୋଦି ସରକାର ଟ୍ରାଫିକ ନିୟମ କୁ ନେଇ କଡା ଆଭିମୁଖ୍ୟ ଦେଖାଇଛନ୍ତି I ବର୍ତମାନ ର ନିୟମ ଅନୁସାରେ ଆପଣ ଯେତେ ଥର ଟ୍ରାଫିକ ନିୟମ ଭାଙ୍ଗିବେ ସେତେଥର ଆପଣ ଙ୍କ ନାମ ରେ ଏକ ପୈଏଟ ଯୋଡି ହେବ I ଏବଂ ଏହି ପୈଏଟ ଅନୁସାରେ ହିଁ ନିର୍ଧାରିତ କରାଯିବ ଆପଣ ଙ୍କ ର ଗାଡି ର ଇନ୍ସୁରାନ୍ସ ର ପ୍ରିମିୟମ କେତେ ରହିବ I

କଣ କଣ କଭର ହେବ
ବ୍ୟକ୍ତିଗତ ଦୁର୍ଘଟଣା ପଲିସୀ ରେ କେବଳ ମୃତ୍ ବ୍ୟକ୍ତି ଙ୍କ ର କଭର ହେଇଥାଏ I ଓ ଅପାଙ୍ଗ ମଧ୍ୟ କଭର ହେଇଥାଏ I

ମୃତ୍ୟୁ ହେଲେ ୧୦୦ ପ୍ରତିସଦ
ଦୁଇ ପାଦ କିମ୍ବା ଦୁଇ ଆଖି , ଏକ ଗୋଡ଼ କିମ୍ବା ଏକ ଆଖି ୧୦୦ ପ୍ରତିସଦ
ଏକ ହାତ – ଗୋଡ଼ ଏକ ଆଖି ୫୦ ପ୍ରତିସଦ
ଏହି ଆଧାର ରେ ନୂଆ ନିୟମ ଆରମ୍ଭ ହେବାକୁ ଯାଉଛି I