ଘରେ କେହି ନଥିଲେ, ଯୁବତୀ ପ୍ରେମିକଙ୍କୁ ଫୋନ କରି କହିଲେ ସୁଯଗ ଅଛି ଜଲଦି ଆସ, ନିଜ ସାଙ୍ଗକୁ ବି ଆଣିବ, ଆଉ ତାପରେ ଗୋଟେ ଘରେ..

ଘରେ ମା ନ ଥିବା ର ସୁଯୋଗ ଦେଖି ଯୁବତୀ ଫୋନ କରି ତାଙ୍କ ପ୍ରେମୀ ଙ୍କୁ ଡାକିଥିଲେ ରୋମାନ୍ସ କରିବାକୁ I ଫରୁକାଵଦ ର କମ୍ପିଲ ଥାନା ର ଏକ ଗ୍ରାମ ର ଅଧିକ ରାତି ରେ ମା ନ ଥିବା କାରଣ ରୁ ଯୁବତୀ ନିଜ ପ୍ରେମୀ ଙ୍କୁ ଘର କୁ ଡାକିଥିଲେ I କିନ୍ତୁ ସେଠାରେ ତାଙ୍କ ସହ ଯାହା ହେଇଚି କଳ୍ପନା ବାହାରେ I

ରାତି ଅଧା ରେ ମହମ୍ମଦବାଦ କୋଟବାଲି ଗ୍ରାମ ରେ ସୁଲତାନ ପୁର ରେ ରହୁଥିବା ଗୋବିନ୍ଦ ପୁତ୍ର ହଂସରାଜ ଙ୍କ ର ସାଥି ଜିଲ୍ଲା ମେଁପୁରୀ ର ଭୋ ଗ୍ରାମ ର ବିରହୀମପୁର ର ରହୁଥିବା ଦୀପେନ୍ଦ୍ର ସହ ମିଶି ନିଜ ପ୍ରେମିକା ଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ I

ବ୍ୟାଗ ରେ ଆପତ୍ତିଜନକ ଜିନିଷ ଥିଲା I
ଯେତେବେଳେ ପ୍ରେମୀ ପ୍ରେମିକା ଙ୍କୁ ଘର କୁ ଡାକିଥିଲେ ତ ଗାଁ ଲୋକେ ଉକ୍ତ ଯୁବକ ଙ୍କୁ ଦେଖିଥିଲେ ଏବଂ ତାଙ୍କୁ ଧରି ପଚରାଉଚରା କରିଥିଲେ I ଏହା ପରେ ଗ୍ରାମବାସୀ ଯୁବକ ଙ୍କ ର ଭଲ ରକମ ଧୂଲେଇ କରିଥିଲେ I ତେବେ ଉକ୍ତ ଯୁବକ ଙ୍କ ର ବ୍ୟାଗ ଦେଖିବା ପରେ ଯୁବତୀ ଙ୍କ ର ଫୋଟୋ ଓ ଆପତ୍ତିଜନକ ଜିନିଷ ବି ମିଳିଥିଲା ଏହା ପରେ ଥାନା କୁ ଖବର କରାଯାଇଥିଲା I ପୋଲିସ ଘଟଣା ସ୍ଥଳ ରେ ପହଂଚି ସେହି ଯୁବକ ଙ୍କୁ ଥାନା କୁ ଆଣିଥିଲା I

ପ୍ରେମିକା କହିଲେ ମା ନାହାନ୍ତି
ପ୍ରେମୀ ଗୋବିନ୍ଦ ଙ୍କ କହିବା ଅନୁସାରେ ଯୁବତୀ ଙ୍କ ସହ ତାଙ୍କ ର 2 ବର୍ଷ ହେବ ପ୍ରେମ ସମ୍ପର୍କ ଥିଲା ଓ ପ୍ରେମିକା ଙ୍କ ର ମା ତାଙ୍କ ର କୌଣସି ସମ୍ପର୍କୀୟ ଙ୍କ ର ଘର କୁ ଯାଇଥିଲେ ଏହା ର ସୁଯୋଗ ନେଇ ଯୁବତୀ ରୋମାନ୍ସ କରିବାକୁ ତାଙ୍କ ପାର୍ଟନର ଙ୍କୁ ଘର କୁ ଡାକିଥିଲେ I

ଯୁବତୀ ଙ୍କ ର ଘର ଲୋକେ ବଦନାମ କାରଣ ରୁ କଥା ଆଗକୁ ବଢ଼ାଇ ନ ଥିଲେ ଏବଂ ଥାନା ରେ ବି କୌଣସି ଅଭିଯୋଗ କରି ନ ଥିଲେ I