ଗାଈର ମୁତ ଗୋଟେ ମାସରେ କରିଦେଇପାରେ ଆପଣଙ୍କୁ ଲକ୍ଷପତି, ଜାଣନ୍ତୁ କେମିତି

ହିନ୍ଦୁ ଧର୍ମ ରେ ଗାଈ କୁ ଭଗବାନ ଙ୍କ ର ମାନ୍ୟତା ଦିଆ ଯାଇଛି I କିନ୍ତୁ ଆଜିକା ସମୟ ରେ ଲୋକେ ଗାଈ କୁ ଅପରାଇ ରୋଡ଼ ରେ ଛାଡିଦେଇଥାନ୍ତି I ତେବେ ଆଜି ଆମେ ଏପରି ଏକ କଥା ସମ୍ପର୍କ ରେ କହିବାକୁ ଯାଉଛୁ ଯାହା ଶୁଣି ଆପଣ ବି ଗାଈ ଙ୍କ ର ପୂଜା କରିବା ଆରମ୍ଭ କରିଦେବେ I ତେବେ ବୈଜ୍ଞାନିକ ମାନେ ବି ଏହି ମତ ଦେଇଥାନ୍ତି କି ଏକ ଗାଈ ତା ମାଲିକ କୁ ଲକ୍ଷ ପତି କରିପାରେ I ତେବେ ଦେଖିବାକୁ ଗଲେ ଗାଈ ର 1 ଲିଟର କ୍ଷୀର ରେ 10 ମିଲିଗ୍ରାମ ସୁନା ରହିଥାଏ I

ଏହି ହିସାବ ରେ ଯଦି ଗାଈ ର ମୁତ୍ରରୁ ଯଦି ସୁନା ବାହାର କରାଯିବ ତ ଦେଖିବାକୁ ଗଲେ 1 ଲକ୍ଷ ରୁ ଅଧିକ ଟଙ୍କା ର ସୁନା ବାହାର କରାଯାଇପାରିବ I ତେବେ ଭାରତୀୟ ଶାସ୍ତ୍ର କଥା ଦେଖିଲେ ଗାଈର ମୂତ୍ରରେ ନାନା ଔଷଧ୍ୟ ଗୁଣ ବି ରହିଥାଏ I

ଜୁନାଗଡ଼ ଆଗ୍ରୀକଲଚର ୟୂନିବାରସିଟି ର ବୈଜ୍ଞାନିକ ମାନେ ଲଗତର 4 ବର୍ଷ ପର୍ଯ୍ୟନ୍ତ ଏହି ବିଷୟ ରେ ଗବେଷଣା ଚଳାଇଥିଲେ ଏବଂ ଦେଖିବାକୁ ପାଇଥିଲେ କି ଭାରତ ରେ ଗାଈ ଙ୍କ ର 1 ଲିଟର ମୂତ୍ରରେ 10 ଏମଜି ର ସୁନା ରହିଥାଏ I ଏହା ସହ ଏହି ଗାଈ ମୂତ୍ରରେ 388 ପ୍ରକାରର ଔଷଧ୍ୟ ଗୁଣ ବି ରହିଥାଏ I

ଡ.ବିଏ ଗଳକୀୟ ଙ୍କ ର ନେତୃତ୍ୱ ରେ ହେଇଥିବା ଏହି ଗବେଷଣା ରେ ଦେଖିବାକୁ ମିଳିଛି କି ଭାରତୀୟ ପ୍ରଜାତି ର ଗାଈ ଙ୍କ ର ହିଁ ମୁତ୍ରରେ ସୁନା ରହିଥାଏ I