ଗାଈକୁ ଆଉଁସି କରି କହିଦିୟନ୍ତୁ ଏହି ମନ୍ତ୍ର ପୁରୁଣ ହେଇଯିବ ଆପଣଙ୍କର ସବୁ ଅଧୁରା ସ୍ବପ୍ନ

ଆମ ର ହିନ୍ଦୁ ପରମ୍ପରା ରେ ପ୍ରତୋକ ଜୀବ ର ଅନେକ ମାହାତ୍ମ୍ୟ ରହିଥାଏ I ଏବଂ ପ୍ରତୋକ ଜୀବ ଈଶ୍ୱର ଙ୍କ ର ପ୍ରତୀକ ହେଇଥାନ୍ତି I ତେବେ ସେହି ଭାବରେ ଦେଖିବାକୁ ଗଲେ ଗାଈ କୁ ବି ଆମ ହିନ୍ଦୁ ଧର୍ମ ରେ ଦେବ ସମାନ ପୂଜା କରିଥାନ୍ତି I ଏବଂ ଗାଈ କୁ ଅନେକ ସ୍ଥାନ ରେ ବି ପୂଜା କରିଥାନ୍ତି I ଏହା ଛଡା ଗାଈ ର ମୂତ୍ର ଆପଣ ଙ୍କ ପାଁଇ ଅନେକ ଉପକାରୀ ବି ହେଇଥାଏ I

ଧର୍ମ ଶାସ୍ତ୍ର ରେ ବି ସବୁ ମନୋକାମନା ପୁରଣ କରୁଥିବା କାମଧେନୁ ଗାଈ ର ଅନେକ ମାହାତ୍ମ୍ୟ ଉଲେଖ ରହିଛି I ଏହି କାରଣ ରୁ ଗୋ ପୂଜା ମଙ୍ଗଳ ଦାଇ ରହିଥାଏ I ତେବେ ଆପଣ ବି ଯଦି ନିଜ ର ବ୍ୟସ୍ତମୟ ଜୀବନ ରେ ଭଗବାନ ଙ୍କ ପୂଜା କରିବା ରେ ସମୟ ଦେଇ ପାରିନଥାନ୍ତି ତ କିଛି ସମୟ ବାହାର କରି ଗାଈ ଙ୍କ ର ପୂଜା କରନ୍ତୁ ଦେଖିବା ଆପଣ ଙ୍କ ସବୁ ସମସ୍ୟା ଦୂର ହେବ I

ତେବେ ଆଜି ର ଏହି ଆର୍ଟିକିଲ ରୁ ଆପଣ ଜାଣିପାରିବେ କିପରି ଗାଈ ଉପରେ ହାତ ରଖି ଏପରି ମନ୍ତ୍ର ର ଉଚ୍ଚାରଣ କରିବା ଦ୍ୱାରା ଆପଣ ଙ୍କ ର ସବୁ ମନୋକାମନା ପୁରଣ ହେଇଥାଏ I

ଅନେକ ଲୋକେ ଗାଈ କୁ ରୁଟି ଖାଇବାକୁ ଦେବା ଦ୍ୱାରା ନିଜ ର ଅନେକ ସମସ୍ୟା ଦୂର ହେଉଥିବାର ସେ ଦେଖିଛନ୍ତି I ଏହା ଛଡା ଏହା ବି ସତ କି ଗାଈ ଉପରେ ହାତ ରଖି ଏପରି ମନ୍ତ୍ର ର ଉଚ୍ଚାରଣ କରିବା ଦ୍ୱାରା ଆପଣ ଙ୍କ ର ସବୁ ମନୋକାମନା ପୁରଣ ହେଇଥାଏ I

ତେବେ ଉପାୟ ହେଉଛି – ଆପଣ ସିଧା ହାତ ରେ ଗାଈ କୁ ଖାଇବାକୁ ଦେଇ ସେହି ହାତ କୁ ଗାଈ ଉପରେ ଲଗାଇ ଏହି ମନ୍ତ୍ର ର ଉଚ୍ଚାରଣ କରନ୍ତୁ ” ଢେର ଏବଂ କାମଧେନୁ ସର୍ବ ବାଧା ନିବାରଣ ମୁକ୍ତି ପ୍ରଦାୟିନୀ ଶ୍ୟାମ ଆଧାର ଦେବୀ ନମସ୍ତୁତେ” ଏହି ମନ୍ତ୍ର କୁ ଆପଣ 108 ଥର ଜପ କରିବାକୁ ପଡିବ I