ଭୁବନେଶ୍ୱର କୁମାର କେବେ ପୁଣି କ୍ରିକେଟ ମୈଦାନ କୁ ଓଲ୍ହାଇବେ ଏହା ସେ ନିଜେ ମଧ୍ୟ ଜାଣିନାହାନ୍ତି I ଭୁବନେଶ୍ୱର କୁମାର ଙ୍କୁ ବର୍ତମାନ ଭୁବି ସ୍ପାର୍ଟସ ହାର୍ନିଆ ନାମ ଏକ ଗମ୍ଭୀର ରୋଗ ହେଇଚି I ତେଣୁ ଏହା କହିହେବ ନାହିଁ କି ତାଙ୍କୁ ସୁସ୍ଥ ହେବାକୁ କେତେ ଦିନ ସମୟ ଲାଗିବ I
ସେ ନ୍ୟାସନାଲ କ୍ରିକେଟ ଏକାଡେମି କୁ ମଧ୍ୟ ଦୋଷୀ କହିନାହାନ୍ତି I କିନ୍ତୁ ତାଙ୍କ କହିବା ଅନୁସାରେ ତାଙ୍କୁ ହାର୍ନିଆ ର ରୋଗ ହେଇଚି ଏହା ଡାକ୍ତରୀ ଦଳ ପୂର୍ବ କିପରି ଜାଣିପାରି ନ ଥିଲେ I
ଭୁବନେଶ୍ୱର କୁମାର ନିଜ ର ଏହି ରୋଗ ବିଷୟ ଏହା ମଧ୍ୟ କହିଛନ୍ତି କି ଟି 20 ବିଶ୍ୱକପ ଆରମ୍ଭ ହେବାକୁ ଆହୁରି 9 ମାସ ବାକି ରହିଛି I କିନ୍ତୁ ମୁ ଏହା ବିଷୟ ରେ ଚିନ୍ତା କରୁନାହିଁ I ପ୍ରଥମେ ମୋତେ ସୁସ୍ଥ ହେବାକୁ ପଡିବ I ମୁ ନିଜେ ଏହା ଜାଣିନାହିଁ କି କେବେ ସୁସ୍ଥ ହେବି I
ସେ ନିଜ ର ଏହି ରୋଗ ବିଷୟ ରେ କାହିଁକି ଏହା ମଧ୍ୟ କହିଛନ୍ତି କ୍ରିକେଟ ବୋର୍ଡ ଉପରେ ନିର୍ଭର ସେ ଏହା କୁ କେତେ ଗୁରୁତ୍ୱ ର ନେବେ I ତେବେ ସେ ନିଜ ର ଏନସିଏ ଆଧାର ରେ ସର୍ବଶ୍ରେଷ୍ଟ ପ୍ରଦାନ କରିଛନ୍ତି I କିନ୍ତୁ ପୂର୍ବ ରୁ ମୁ କିପରି ମୋର ଏହି ରୋଗ ବିଷୟ ରେ ଜାଣିପାରିଲି ନାହିଁ I
ଭୁବନେଶ୍ୱର କୁମାର ଙ୍କୁ ପଚରାଯାଇଥିଲା କି ଭାରତୀୟ ଖେଳାଳି ଙ୍କୁ ଏନସିଏ ରେ ଯିବା କୁ ଡର କାହିଁକି ଲାଗିଥାଏ I ଏହା ର ଉତ୍ତର ରେ ଭୁବନେଶ୍ୱର କୁମାର କହିଛନ୍ତି କି ଏହା ସବୁ ଖେଳାଳି ଙ୍କ ଉପରେ ନିର୍ଭର ଅଟେ I ତେବେ ଭୁବନେଶ୍ୱର କୁମାର ବର୍ତମାନ ଏହା ହିଁ କହିଛନ୍ତି କି ସେ ପ୍ରଥମେ ନିଜ ର ଏହି ରୋଗ ବିଷୟ ରେ ନେଇ ଡାକ୍ତର ଙ୍କ ର ପରାମର୍ଶ ନେବେ I ଏବଂ ନିଜ କୁ ପ୍ରଥମେ ସୁସ୍ଥ କରିବେ I