ଯେପରି କି ଆପଣ ଜାଣିଛନ୍ତି ମା ହେବା ସବୁ ଲୋକ ଙ୍କର ସ୍ବପ୍ନ ରହିଥାଏ I ସବୁ ଲୋକ ଙ୍କ ର ଏହି ସ୍ବପ୍ନ କିନ୍ତୁ ପୁରା ହେଇ ନ ଥାଏ I କିଛି ମହିଳା ଙ୍କ ର ଏହି ସ୍ବପ୍ନ ଅଧୁରା ରହିଯାଇଥାଏ I
ଏହା ତ ସମସ୍ତେ ଜାଣିଛନ୍ତି କି ଜଣେ ମହିଳା ମା ହେଲେ ଗର୍ଭ ରେ 9 ମାସ ସନ୍ତାନ ରହିଥାଏ ଏବଂ ଏହା ପରେ ହିଁ ଜନ୍ମ ହେଇଥାଏ I ଜନ୍ମପରେ ମା ପ୍ରଥମେ ଏହା ହିଁ ପଚାରିଥାନ୍ତି କି କଣ ତାଙ୍କ ପିଲାଟି ର ସ୍ଵାସ୍ତ୍ୟ ଠିକ ରହିଛି ?କୌଣସି କିଛି ସମସ୍ୟା ନାହିଁ ତ ?କାରଣ ପିଲାଟି ର କିଛି ବି ସମସ୍ୟା ରହିଲେ ମା କୁ ହିଁ ଅଧିକ କଷ୍ଟ ହେଇଥାଏ I
ମହିଳାମାନେ ଗର୍ଭବତୀ ହେଲେ ସର୍ବଦା ସେମାନେ ଚାହିଁଥାନ୍ତି କି ତାଙ୍କ ର ପିଲାଟି କିପରି ସୁସ୍ଥ ରହିଥାଉ I ଗର୍ଭବତୀ ଥିବା ସମୟ ରେ ମହିଳା ମାନେ କିଛି ଏପରି ଭୁଲ କରିବା ପ୍ରତି ମଧ୍ୟ ସାବଧାନ ରୁହନ୍ତି I କିନ୍ତୁ ଅନେକ କ୍ଷେତ୍ର ରେ ମହିଳା ଙ୍କ ର କିଛି ଭୁଲ କାରଣ ରୁ ପିଲାମାନେ ବିକଳାଙ୍ଗ ହେଇଯାଇଥାନ୍ତି I
ଆଜି ଆମେ ପିଲା ବିକଳାଙ୍ଗ ହେବାର ର କିଛି କାରଣ ବିଷୟ ରେ କହିବା କୁ ଯାଉଛୁ I 9 ମାସ ଗର୍ଭଧାରଣ ସମୟ ରେ ମହିଳା ଙ୍କୁ ଅନେକ କିଛି କଥା ର ଧ୍ୟାନ ରଖିବା କୁ ହେଇଥାଏ I ନଚେତ ଅନେକ ସମସ୍ୟା ଉତ୍ପରଃନ ହେଇଥାଏ I
1.ସର୍ବଦା ଗର୍ଭବତୀ ମହିଳାମାନଙ୍କ ଶରୀର ପୀଡା ହେଇଥାଏ I ଯାହା କାରଣ ରୁ କି ସେମାନେ ଔଷଧ ସେବନ କରିଥାନ୍ତି I ଏବଂ ଏହି ଟାବଲେଟ ଆଦି ର ସେବନ ତାଙ୍କ ଶରୀର ପାଁଇ ହାନିକାରକ ହେଇପାରେ I ଏହି ସମୟ ରେ ଡାକ୍ତର ଙ୍କ ର ବିନା ପରାମର୍ଶ ରେ କୌଣସି ଔଷଧ ସେବନ କରନ୍ତୁ ନାହିଁ I
2.ପିଲାଟି ଗର୍ଭ ରେ ଆସିବା ର 3 ମାସ ପରେ ଗର୍ଭବତୀ ମହିଳାମାନେ ଅଧିକ ଓଜନ ର ଜିନିଷ ଉଠାଇବା ଉଚିତ ନୁହେଁ I ଏହା ଦ୍ୱରା ପିଲା ଙ୍କ ଉପରେ ଖରାପ ପ୍ରଭାବ ପଡିପାରେ I ଏବଂ ପିଲାମାନେ କମଜୋର ହେଇପାରନ୍ତି I
3.ଗର୍ଭବତୀ ଥିବା ସମୟ ରେ କେଉଁଆଡେ ଦୂର ଯାତ୍ରା କରନ୍ତୁ ନାହିଁ କି କୌଣସି ଜନ ଗହଳି ପୁର୍ଣ ସ୍ଥାନ କୁ ଯାତ୍ରା କରନ୍ତୁ ନାହିଁ I ଏହା ର ଖରାପ ପ୍ରଭାବ ମଧ୍ୟ ପିଲା ଙ୍କ ଉପରେ ପଡିପାରେ I
4.ଗର୍ଭବତୀ ମହିଳା ଙ୍କୁ ସର୍ବଦା ଶାନ୍ତି ଭାବନା ରେ କଥା କହିବା ଉଚିତ I କୌଣସି ହିଂସାତ୍ମକ ପ୍ରଭାବ ପଡିବା ଦ୍ୱାରା ମଧ୍ୟ ଗର୍ଭ ରେ ଥିବା ପିଲାଟି ଉପରେ ଏହା ର ଖରାପ ପ୍ରଭାବ ପଡିଥାଏ I
5.ଗର୍ଭବତୀ ମହିଳା ଙ୍କୁ ଧ୍ୟାନ ରଖିବା ଜରୁରୀ କି ଗର୍ଭବତୀ ମହିଳାମାନେ ଯେପରି ପେଟ ରେ କୌଣସି ଓଜନିଆ ଜିନିଷ ନ ରଖିବେ I ପେଟ ଯେପରି ଅଧିକ ଚିପି ହେଇ ନ ରହିବ I