ଏହି ବଲିଉଡର ଅଭିନେତାଙ୍କ ସହ ଶିଳ୍ପା ସେଠୀ କାଟି ସାରିଛନ୍ତି ଅନେକ ରାତି, ବିଛଣା ଉପରକୁ ଯିବା ମାତ୍ରେ ହୋଇ ଯାଉଥିଲେ ବେକାବୁ …

ଶିଳ୍ପା ସେଠି ବଲିଉଡ ର ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି I 90 ଦଶକ ରେ ଶିଳ୍ପା ସେଠୀ ଅନେକ ସୁପର ହିଟ ଫିଲ୍ମ ରେ କାମ କରିଛନ୍ତି I ଏହା ପରେ ସେ ଲୋକପ୍ରିୟ ବିଜ୍ନେସମ୍ୟାନ ରାଜ କୁନ୍ଦ୍ରା ଙ୍କ ସହ ବିବାହ କରିଛନ୍ତି I ରାଜ ଙ୍କ ର ଦ୍ୱିତୀୟ ପତ୍ନୀ ହେଉଛନ୍ତି ଶିଳ୍ପା I ବିଗତ ଦିନ ରେ ଶିଳ୍ପା ନିଜ ର 44 ତମ ଜନ୍ମ ଦିବସ ପାଳନ କରିଛନ୍ତି I ଶିଳ୍ପା ସେଠି ବଲିଉଡ ରେ ଅନେକ ଅଭିନେତା ଙ୍କ ସହ ପ୍ରେମ ସମ୍ବନ୍ଧ ରେ ରହିବା କୁ ନେଇ ଅନେକ ଚର୍ଚା ମଧ୍ୟ ଲାଗି ରହିଥିଲା I ସେ ଅକ୍ଷୟ କୁମାର ଙ୍କ ସହ ଅଧିକ ପ୍ରେମ ସମ୍ବନ୍ଧ ରେ ରହିଥିଲେ I

ବିଗ ବ୍ରଦର୍ସ ରେ କହିଲେ
ଏକ ସମୟ ରେ ଅକ୍ଷୟ କୁମାର ଓ ଶିଳ୍ପା ସେଠୀ ଙ୍କ ର ପ୍ରେମ ର ଚର୍ଚା ବେଶ ଜୋର ଦେଖିବାକୁ ମିଳିଥିଲା I ଏବଂ ଦୁହେଁ ମୁହୂର୍ତକ ପାଁଇ ମଧ୍ୟ ପରସ୍ପର ଠାରୁ ଅଲଗା ହେଇ ନ ଥିଲେ I ତେବେ ଶିଳ୍ପା ସେଠୀ ପ୍ରଥମ ଥର ଲଣ୍ଡନ ରେ ବିଗ ବ୍ରଦର୍ସ ସୋ ରେ ଏହା କହିଥିଲେ କି 22 ବର୍ଷ ବୟସ ରେ ସେ ନିଜର କୁମାରୀତ୍ବ କୁ ପରିତ୍ୟାଗ କରିଥିଲେ I ଫିଲ୍ମ ତୁ ଖିଲାଡୀ ମେ ଅନାରୀ ର ସୁଟି ସମୟ ରେ ଅକ୍ଷୟ ଓ ଶିଳ୍ପା ସେଠୀ ଙ୍କ ର ନିକଟତା ବୃଦ୍ଧି ପାଇଥିଲା I

ବିବାହ କୁ ନେଇ ହେଇଥିଲା ଅପପ୍ରଚାର
ଶିଳ୍ପା ସେଠୀ ଏହି ସୋ ରେ ଏହା ମଧ୍ୟ କହିଥିଲେ କି ଅକ୍ଷୟ ଙ୍କ ପୂର୍ବ ରୁ ତାଙ୍କୁ କେହି କିସ କରି ନ ଥିଲେ I ଏବଂ ମଣିଷ ତାର ପ୍ରଥମ ପ୍ରେମ କୁ କେବେ ହେଲେ ଭୁଲି ନ ଥାଏ I ଏହି ସମୟ ରେ ଦୁହେଁ ପରସ୍ପର କୁ ବିବାହ କରିବାକୁ ମଧ୍ୟ ପ୍ରସ୍ତୁତ ଥିଲେ I ତେଣୁ ଉଭୟ ଙ୍କ ମଧ୍ୟ ରେ ସମ୍ବନ୍ଧ ରେ ଖୁବ ନିକଟତର ମଧ୍ୟ ଦେଖିବାକୁ ମିଳିଥିଲା I

ଟ୍ୱିଙ୍କିଲ ଙ୍କ କାରଣ ରୁ ହେଇଥିଲା ବ୍ରେକଅପ
କିଛି ସମୟ ପରେ ଅକ୍ଷୟ ଓ ଶିଳ୍ପା ସେଠୀ ଙ୍କ ର ବ୍ରେକଅପ ହେଇଥିଲା I ସୂଚନା ମୁତାବିକ ଟ୍ୱିଙ୍କିଲ ଙ୍କୁ ବିବାହ କରିବା ପରେ ଅକ୍ଷୟ ଙ୍କୁ ଶିଳ୍ପା ସେଠୀ ଙ୍କ ଠାରୁ ଦୁରେଇ ଯିବାକୁ ପଡିଥିଲା I ଏହା କୁ ନେଇ ଶିଳ୍ପା ସେଠୀ କହିଥିଲେ ଆଉ କେହି ମିଳିଯିବାରୁ ମୋତେ ଛାଡିଦେଇଥିଲେ I ନିଜ ର ଅତିତ କୁ କେହି ମଣିଷ ଏତେ ଶୀଘ୍ର ଭୁଲିଯିବ I ତେଣୁ ମୁ ତାଙ୍କ ସହ ଆଉ କେବେ କାମ କରିବି ନାହିଁ ବୋଲି ଶପଥ ନେଇଥିଲି I