କନ୍ନଡ଼ ଫିଲ୍ମ ର ଲୋକପ୍ରିୟ ଅଭିନେତା ୟସ ବିଗତ ଦିନ ରେ KGF ଫିଲ୍ମ କୁ ନେଇ ଅନେକ ସଫଳତା ହାସିଲ କରିଥିଲେ I ସୋସିଆଲ ମିଡ଼ିଆ ରେ ମଧ୍ୟ ୟସ ବେଶ ଚର୍ଚା ରେ ରହିଥାନ୍ତି I ତେବେ ବିଗତ ଦିନ ରେ ୟସ ଙ୍କ ର ପରିବାର ଲୋକେ ତାଙ୍କ ର ଜନ୍ମଦିନ କୁ ବେଶ ଆଡମ୍ବର ସହ ପାଳନ କରିଛନ୍ତି I
ଜନ୍ମଦିନ ରାତି ରେ ୟସ ଗରିବ ବସ୍ତି ରେ ଥିଲେ ଓ କିଛି ଫୋଟୋ ମଧ୍ୟ ଭାଇରଲ ହେଇଚି I ୟସ ନିଜ ର ରୋଜଗାର ର ଅଧିକାଂଶ ଭାଗ ଗରିବ ଙ୍କ ର ସହାୟତା ରେ ହିଁ ନିୟୋଜିତ କରିଥାନ୍ତି I ତେଣୁ ଜନ୍ମଦିନ କେକ କାଟିବା ପୂର୍ବ ରୁ ସେ ଗରିବ ଲୋକ ଙ୍କ ପାଖ ରେ ପହଂଚିଥିଲେ I 2 ବର୍ଷ ପରେ ୟସ ନିଜ ର ଜନ୍ମ ଦିନ ପାଳନ କରିଛନ୍ତି I ଏବଂ ଏହି ଜନ୍ମଦିନ ପାର୍ଟି ରେ ସେ 30 ହଜାର ଟଙ୍କା ,ମଧ୍ୟ ଖର୍ଚ୍ଚ କରିଛନ୍ତି I
ଏହି ପାର୍ଟି ରେ ଅନେକ କିଛି କଳାକାର ମଧ୍ୟ ଯୋଗ ଦେଇଥିଲେ I ଏବଂ ୟସ ଦିନ ର ଅଭିନନ୍ଦନ ଜଣାଇଛନ୍ତି I ବିଗତ ବର୍ଷ ୟସ ଙ୍କ ର ଜଣେ ଆତ୍ମହତ୍ୟା କରିଦେଇଥିବା ରୁ ସେ ନିଜ ର ଜନ୍ମ ଦିନ ପାଳନ କରି ନ ଥିଲେ I ବିଗତ ଦିନ ରେ ସେ KGF 2 ର ସୁଟିଂ ରେ ବ୍ୟସ୍ତ ରହିଥିଲେ I